Breaking News

ବାହାଘର ପରେ ଅର୍ଚ୍ଚିତାଙ୍କୁ ନୂଆ ଗାଡି ଉପହାର ଦେଲେ ସବ୍ୟସାଚୀ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ସପ୍ତହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେ ରାଜସ୍ଥାନ ରେ ବିବାହ କରିଥିଲେ । ରାଜସ୍ଥାନ ରେ ବିବାହ କରିଥିଲେ ମଧ୍ୟ ଓଡ଼ିଆ ଘର ର ରୀତି ନୀତି ଅନୁଯାୟୀ ବିବାହ ସମ୍ପୂର୍ଣ ହୋଇଥିଲା ।

ତାଙ୍କ ବିବାହ ସବ୍ୟସାଚୀ ଙ୍କ ପରିବାର ଲୋକ ଓ ଅର୍ଚ୍ଚିତା ଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ଓ ସେଠାରେ କୁଛି ଦିନ ରହି ସେ ଓଡ଼ିଶାକୁ ଫେରି ଆସିଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ବିବାହ ଘର ର ଭୋଜି ଭୁବନେଶ୍ବର ରେ ଦେଇଛନ୍ତି । ସେଥିପାଇଁ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନିମନ୍ତ୍ରଣ ଦେଇଥିଲେ ।

ସବ୍ୟସାଚୀ ଙ୍କ ନିମନ୍ତ୍ରଣ ରଖି ତାଙ୍କ ବିବାହ ଘର ଭୋଜି ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରି ଯୋଗ ଦେଇଥିଲେ ଓଡ଼ିଆ ଚଳଚ୍ଚିତ୍ର ର ଲୋକ ପ୍ରିୟ ଗାୟକ ଓ ଗାୟିକା ମାନେ ମଧ୍ୟ ଯୋଗ ଦେଇଥିଲେ । ବାହାଘର ପରେ ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ଏକ କାର ଉପହାର ଦେଇଛନ୍ତି ଆଉ ଯାହାର ଦାମ୍ ଅଛି ୨୫ ଲକ୍ଷ । ବର୍ତ୍ତମାନ ସେ ଦୁଇ ଜଣ ଜଣ ଖୁସି ରେ ଅଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *