ବାହାଘର କଥା ଶୁଣି ଇଣ୍ଟରଭ୍ୟୁ ମଝିରୁ ହଠାତ କାହିଁକି ରାଗିକି ଉଠିଗଲେ ଅଭିନେତ୍ରୀ ତମନ୍ନା

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ  ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି।

ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ତମନା , ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ରେ ଜାଣିଥିବେ ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ସୁନ୍ଦର ।

ତମାନା ନିଜ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ରେ  ଅଭିନୟ କରି ସାରିଛନ୍ତି ଓ ସେ ସମସ୍ତ ଚଳଚ୍ଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସି ଥାଆନ୍ତି । ବର୍ତ୍ତମାନ ସମୟ ରେ ତମନା ସୋସିଆଲ ମିଡିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ସୁଟିଂ ସେଟ୍ ସମୟ ରେ ନିଜ ବାଇଟ ଦେବା ସମୟ ରେ ରାଗି ଯାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଆଗାମୀ ଦିନ ମାନ ଙ୍କ ଭିତରେ ଅଭିନେତ୍ରୀ ତମନା ଙ୍କୁ ନେଇ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚ୍ଚିତ୍ର ରେ ତମନା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ଏହି ଚଳଚ୍ଚିତ୍ର ର ସୁଟିଂ ସେଟ୍ ବର୍ତ୍ତମାନ ସମୟ ରେ  ବେଶ୍ ଜୋର୍ ସୋର୍ ଚାଲିଥିବା ସମୟ ରେ , ତମନା ନିଜ ପ୍ରତିକ୍ରିୟା ଦେଇଥିଲେ ଓ ଏହି ଚଳଚ୍ଚିତ୍ର ବିଷୟ ରେ ଅନେକ କିଛି କହିଥିଲେ ।

ଚଳଚ୍ଚିତ୍ର ଟି ସାଉଥ୍ ଚଳଚ୍ଚିତ୍ର ଭଳି ହୋଇଛି , ସାଉଥ୍ ଲୁକ୍ ଦେଖିବାକୁ ମିଳିବ ଏହି ଚଳଚ୍ଚିତ୍ର ଟି ସବୁଠୁ ବଡ କଥା ହେଲା ଯେ ଏହି ଚଳଚ୍ଚିତ୍ର ଟି ର ନାମ ଭିଲିଆନ ରହିଛି ଓ ସୁଟିଂ ସେଟ୍ ବେଶ୍ ଜୋର୍ ସୋର୍ ରେ ଚାଲିଛି । ଅଭିନେତ୍ରୀ ତମନା ମଧ୍ୟ ବେଶ୍ ସୁନ୍ଦର ଦେଖା ଯାଉଛନ୍ତି ।।

Leave a Comment