ବାବୁଶାନ୍ ଙ୍କୁ ନେଇ କଣ କହିଲେ ଅନ୍ତର୍ଯ୍ଯାମୀ ର ହିରୋଇନ୍-Vedvika

ଓଲିଉଡ଼ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ର ଏକ ନୂଆ ସିନେମା ରିଲିଜ୍ ହେବାକୁ ଯାଉଛି । ସିନେମା ର ନାଁ ରହିଛି ଅନ୍ତର୍ଯ୍ୟାମୀ। ସିନେମା ରେ ଅଭିନେତା ବାବୁଶାନ୍ ବହୁତ୍ ସୁନ୍ଦର୍ ଅଭିନୟ କରିଛନ୍ତି । ଏବଂ ହିରୋଇନ୍ ଚରିତ୍ର ରେ ନଜର ଆସିବେ ଦେଭିକା। ସିନେମା ରେ ସେ ବହୁତ୍ ସୁନ୍ଦର ଅଭିନୟ କରିଛନ୍ତି। ଓଡ଼ିଆ ଦର୍ଶକ ମାନେ ତାଙ୍କୁ ଅନେକ ଭଲ ପାଇବା ଦେଇଛନ୍ତି। ଆଉ ଏହି ସିନେମା ହେଉଛି ଅଭିନେତା ବାବୁଶାନ୍ ଙ୍କ ର ପ୍ରଥମ ତେଲୁଗୁ ସିନେମା ।

ଅନ୍ତର୍ଯ୍ୟାମୀ ଚଳଚ୍ଚିତ୍ର ହିରୋଇନ୍ ଦେବିକା କହିଛନ୍ତି ଯେ ସେ ଏହି ସିନେମା ରେ ଅଭିନୟ କରିକି ବହୁତ୍ ଖୁସି ହୋଇଛନ୍ତି । ଓଡ଼ିଶା ର ଦର୍ଶକ ମାନେ ତାଙ୍କୁ ଅନେକ ଭଲ ପାଇବା ଦେଇଛନ୍ତି । ଏବଂ ସେ ଅଭିନେତା ବାବୁଶାନ୍ ଙ୍କ ସହିତ ଅଭିନୟ କରି ବହୁତ୍ ଖୁସୀ ହୋଇଛନ୍ତି । ଆଉ ନିକଟରେ ତାଙ୍କର ଜନ୍ମ ଦିନ ମଧ୍ୟ ହୋଇଥିଲା ଆଉ ସେ କହିଛନ୍ତି ତାଙ୍କ ଜନ୍ମ ଦିନ ପାଇଁ ଏ ହେଉଛି ତାଙ୍କ ପାଇଁ ସବୁଠୁ ବଡ଼ ଗିଫ୍ଟ।

ଖୁବ୍ ଶୀଘ୍ର ସିନେମା ଟି ରିଲିଜ୍ ହେବ । ଅନ୍ତର୍ଯ୍ୟାମୀ ପୂର୍ବରୁ ବାବୁଶାନ୍ ଙ୍କ ର ଦମନ ଚଳଚ୍ଚିତ୍ର ସୁପରହିଟ ହୋଇଥିଲା । ସିନେମା ରେ ବାବୁଶାନ୍ ଙ୍କ ଅଭିନୟ ବହୁତ୍ ସୁନ୍ଦର୍ ହୋଇ ପାରିଥିଲା ଏବଂ ସିନେମା ର କାହାଣୀ ମଧ୍ୟ ବେସ୍ ମନଛୁଆଁ ହୋଇ ପାରିଥିଲା । ଖାଲି ଓଡ଼ିଆ ଦର୍ଶକ ନୁହେଁ ବିଦେଶ ରେ ମଧ୍ୟ ଏହି ସିନେମା ନାଁ କମେଇ ପାରିଥିଲା । ଅଭିନେତା ବାବୁଶାନ୍ ହେଉଛନ୍ତି ଆମ ଓଡ଼ିଶା ର ଗର୍ବ ।

ଦମନ ଚଳଚ୍ଚିତ୍ର ପରେ ତାଙ୍କର ଅନ୍ତର୍ଯ୍ୟାମୀ ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି । ଏହି ସିନେମା ମଧ୍ୟ ସେତିକି ହିଟ୍ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। ସିନେମା ର କାହାଣୀ ବହୁତ୍ ସୁନ୍ଦର ହୋଇଛି । ଏବଂ ସିନେମା ବାବୁଶାନ୍ ଙ୍କ ଅଭିନୟ ବହୁତ୍ ସୁନ୍ଦର୍ ହୋଇଛି । ସିନେମା ରେ ଓଲିଉଡ଼ ର ଅନେକ ଆଗ ଧାଡ଼ିର କଳାକାର ମାନେ ରହିଛନ୍ତି । ସିନେମା ରେ ସବୁ କଳାକାର ମାନେ ବହୁତ୍ ସୁନ୍ଦର ଅଭିନୟ କରିଛନ୍ତି ।।

Leave a Comment