ବାପାଙ୍କ ପାଇଁ ଗୀତ ଗାଇଲେ ଓଡ଼ିଆ ସୁପର ଷ୍ଟାର ଅନୁଭବ ମହାନ୍ତି.. ଭିଡିଓ ହେଲା ଭାଇରାଲ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ମଣିଷ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ଅନେକ ପ୍ରକାର ଗୀତ ପ୍ରସ୍ତୁତ ହୋଇଥାଏ ।  ଏହି ସମସ୍ତ ଗୀତ କୁ ଗାୟକ ଓ ଗାୟିକା ମାନେ ଗାଈ ଥାଆନ୍ତି ।  ବହୁତ୍ କମ୍ ଗୀତ ଅଛି ଯୋଉ ଗୀତ କୁ କିଛି ଅଭିନେତା ଓ  ଅଭିନେତ୍ରୀ ମାନେ ଗାଈ ଥାଆନ୍ତି ଓ ନିଜ ଗୀତ କୁ ନେଇ ସୋସିଆଲ ମିଡିଆ ରେ ବେଶ୍ ଚର୍ଚ୍ଚା ରେ ଥାନ୍ତି ।

ବର୍ତ୍ତମାନ ସମୟ ରେ ଏହି କଥା କହିବା ର କାରଣ ହେଲା ଯେ ସୋସିଆଲ ମିଡ଼ିଆ ରେ ଜଣେ ଲୋକ ପ୍ରିୟ ଅଭିନେତା ବେଶ୍ ଚର୍ଚ୍ଚା ରେ ଅଛନ୍ତି  । ଏହି ଅଭିନେତା ଜଣକ ନିଜ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହେବା ସହ ବହୁତ୍ ଚର୍ଚ୍ଚା ରେ ମଧ୍ୟ ରହି ଥାଆନ୍ତି । ବର୍ତ୍ତମାନ ସମୟ ରେ ନିଜ ଗୀତ ପାଇଁ ବେଶ୍ ଚର୍ଚ୍ଚା ରେ ଅଛନ୍ତି ,  ତାହେଲେ ଆସନ୍ତୁ ଜାଣିବା ଚର୍ଚ୍ଚା ରେ ଥିବା ଅଭିନେତା ଙ୍କ ବିଷୟ ରେ ।

ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି । ଅଭିନେତା ଅନୁଭବ ମହାନ୍ତି ଯିଏ ନିଜ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ , ଭଲ ଅଭିନେତା ହେବା ସହ ଭଲ ରାଜନେତା ମଧ୍ୟ  । ବର୍ତ୍ତମାନ ସମୟ ରେ କେନ୍ଦ୍ରାପଡ଼ା ସାଂସଦ ଅଛନ୍ତି । ଅଭିନୟ ଜୀବନୀ ମଧ୍ୟ ରେ ଅନୁଭବ ମହାନ୍ତି ବହୁ ସାରା ଆଲବମ ଓ ଚଳଚ୍ଚିତ୍ର ରେ ନଜର ଆସିଛନ୍ତି ।

ଆପଣ ମାନେ ଅନୁଭବ ମହାନ୍ତି ଙ୍କ ନାଚ ଓ ଅଭିନୟ ନିଶ୍ଚିନ୍ତ ଦେଖିଥିବେ , ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତି ଭଲ ଗୀତ ମଧ୍ୟ ଗାଈ ପାରନ୍ତି । ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତି ନିଜ ଗୀତ ପାଇଁ ବେଶ୍ ଚର୍ଚ୍ଚା ରେ ଅଛନ୍ତି ,  ଏହି ଗୀତ କୋଉ ଚଳଚ୍ଚିତ୍ର ର ନୁହେଁ । ସେ ନିଜ ବାପା ଙ୍କ ପାଇଁ ଗୀତ ଗାଇଛନ୍ତି , ଯାହାର ଭିଡିଓ ବର୍ତ୍ତମାନ ବେଶ୍ ଚର୍ଚ୍ଚା ରେ ଅଛି ।

ପାରିବାରିକ ବିବାଦ ପରେ ହାଇକୋର୍ଟ ଏବେ ଛାଡ଼ପତ୍ର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓ ଏହି ସମୟ ରେ ଅନୁଭବ ମହାନ୍ତି ଙ୍କ ବାପା ଙ୍କ ଦେହ ଅସୁସ୍ଥ ଅଛି  । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଛି ଓ ବର୍ତ୍ତମାନ ମଧ୍ୟ ଚିକିତ୍ସାଧିନ ଅଛନ୍ତି । ଏହି ସମୟ ରେ ସେ ନିଜ ବାପା ଙ୍କ ପାଇଁ ଏକ ଗୀତ ଗାଈଛନ୍ତି । ଯାହାର ଭିଡିଓ ସେ ନିଜେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ।

 

ଅନୁଭବ ମହାନ୍ତି ତାଙ୍କ ବାପା ଙ୍କୁ ବହୁତ୍ ଭଲ ପାଆନ୍ତି , ସୋସିଆଲ ମିଡିଆ ରେ ବେଳେ ବେଳେ ଦେଖିବାକୁ ମିଳିଥାଏ ସେ ତାଙ୍କ ବାପା ଙ୍କୁ ଖୁଆଇ ଦେଉଥିବା ର ତାଙ୍କ ବାପା ଙ୍କ ଯତ୍ନ ନେବା ସହ ବହୁ ସାରା ମଜା ମସ୍ତି କରୁ ଥିବାର ।।

Leave a Comment