Breaking News

ବହୁତ ବଡ ଖବର ଆସିଲା, ଏବେ କେମିତି ଅଛନ୍ତି ବରିଷ୍ଠ ଅଭିନେତା ମିହିର ଦାସ (Mihir Das)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ କମ ଅଭିନେତା ଅଛନ୍ତି , ଯେଉଁ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ନିଜେ ବେସ ଲୋକ ପ୍ରିୟ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି କୁ ମଧ୍ୟ ବେସ ଲୋକ ପ୍ରିୟ କରାଇପାରିଛନ୍ତି , ତେବେ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ ନିଜ ଯୁବକ ଅବସ୍ଥା ରୁ ଚଳଚିତ୍ର ଦୁନିଆ ରେ ପାଦ ଦେଇ ବର୍ତ୍ତମାନ ବୃଦ୍ଧ ହୋଇ ସାରିଛନ୍ତି କିନ୍ତୁ ଅଭିନୟ ଛାଡି ନାହାଁନ୍ତି ।


ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତା ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ବା ଘରେ ପରିଚିତ ଥିବା ଅଭିନେତା ମିହିର ଦାସ , ତାହେଲେ ବନ୍ଧୁଗଣ ଆପଣ ମାନେ ମିହିର ଦାସ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ତେବେ ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଏହି ଅଭିନେତା ତାଙ୍କ ଅଭିନୟ କ୍ୟାରିୟର ରେ ବହୁତ ଆୱାର୍ଡ ମିଳିଛି ।

ଏହି ଅଭିନେତା ଜଣକ ସବୁ ଚରିତ୍ର ରେ ଅଭିନୟ କରିବା ରେ ବେସ ପାରଙ୍ଗମ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ଗତ କିଛି ଦିନ ତଳେ ଗୁ-ରୁ-ତ-ର ଅବସ୍ଥା ରେ କଟକ ର ଅଶ୍ଵିନୀ ହସ୍ପିଟାଲ ରେ ଭେଣ୍ଟିଲେଟର ରେ ଚି-କି-ତ୍ସା ହେଉଥିଲେ ଓ ବର୍ତ୍ତମାନ ସମୟ ରେ ମଧ୍ୟ ଚି-କି-ତ୍ସା-ଧୀ-ନ ଅଛନ୍ତି , ତେବେ ବର୍ତ୍ତମାନ ସମୟ ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି । ତେବେ ଖୁବ ଶୀଘ୍ର ସେ ସୁସ୍ଥ ହୋଇ ପୁଣି ଆମ ଗହଣ କୁ ଫେରି ଆସିବେ । ତାହେଲେ ବନ୍ଧୁଗଣ ମିହିର ଦାସ ଙ୍କ ର କି-ଡ଼ି-ନୀ ସମସ୍ଯା ମଧ୍ୟ ରହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *