ବର୍ତ୍ତମାନର ବଡ ଖବର – ଶୁଭମନ୍ ଗିଲ୍‌ଙ୍କ ଅବସ୍ଥା ଗୁରୁତର, ଡେଙ୍ଗୁ କାରଣରୁ ଆଇସିୟୁରେ ଲାଗିଲା ଭେଣ୍ଟିଲେଟର

କ୍ରିକେଟର ଶୁଭମନ ଗିଲଙ୍କ ଅବସ୍ଥା ଗୁରୁତ୍ଵାର ।  ଡେଙ୍ଗୁ କାରଣରୁ icu ରେ ଲାଗିଲା ଭେଣ୍ଟିଲେଟର । ଦେହରୁ କମି ଯାଇଛି ପ୍ୟାଟିଲେଟ ର ପରିମାଣ । ବିଶ୍ଵକପ ଖେଳିବା ଏବେ ତାଙ୍କ ପାଇଁ ଅସମ୍ଭବ । ଚେନ୍ନାଇର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଶୁଭମନ। ଆଫଗାନସ୍ଥାନ ସହ ଥିବା ମ୍ୟାଚ ମଧ୍ୟ ଏବେ ସେ ଖେଳି ପାରିବେ ନାହିଁ । ଭାରତୀୟ ଦଳକୁ ବିଶ୍ଵକପ ଆରମ୍ଭରୁ ଲାଗିଲା ଏକ ବଡ ଝଟକା ।

ଡେଙ୍ଗୁରୁ ଭଲ ହୋଇଥିବା ଶୁଭମନ ଏବେ ଫୁଣିଥରେ ଗୁରୁତ୍ଵର ହୋଇ ପଡିଛନ୍ତି । ତାଙ୍କର ଯତ୍ନ ନେବା ପାଇଁ ପାଖରେ ଅଛନ୍ତି ପୁରା ପରିବାର । ଅଚେତ ଥିବାରୁ ସେ ଏବେ ଭେଣ୍ଟିଲେଟରରେ ରହିଛନ୍ତି, ଏହି ଖବର ଏବେ ପୁରା ଭାରତୀୟଙ୍କ ପାଇଁ ବଡ ଦୁଃଖର ଖବର ସାଜିଛି । ଯାହା ସମ୍ଭାବନା ଥିଲା ସେ ବିଶ୍ଵକପର ଦ୍ଵିତୀୟ ମ୍ୟାଚ ଖେଳିବେ ବୋଲି ତାହା ଏବେ ଅସମ୍ଭବ ପାଲଟିଛି ।

କୋଚ ରାହୁଲ ଦ୍ରାବିଡ କହିଛନ୍ତି ସେ ଏବେ ଅସୁସ୍ଥ ଅଛନ୍ତି । ପ୍ୟାଟିଲେଟ କମିଗଲେ ମଣିଷ ପୁରା ଅକ୍ଷମ ହୋଇଯାଏ , ଦୁର୍ବଳ ହୋଇଯାଏ ମଣିଷ ଯାହା ଏବେ ଶୁଭମନଙ୍କ କ୍ଷେତ୍ରରେ ହୋଇଥାଏ । ଶୁଭମନଙ୍କ ଦେହରୁ ପ୍ୟାତିଲେଟ ୭୦ ହଜାରକୁ ଡାଉନ ହୋଇ ଯାଇଛି, ଯାହାକି ଏକ ସୁସ୍ଥ ମଣିଷ ଦେହରେ ଦେଢ ଲକ୍ଷରୁ ଅଧିକ ରହିବା କଥା ।

ଏବେ ବିସିସିଆଇ ର ମେଡିକାଲ ଟିମ ଶୁଭମନଙ୍କ ଚିକିତ୍ସା ଉପରେ ଧ୍ୟାନ ଦେଇଛନ୍ତି । ଆଶଙ୍କା ରହିଛି ଯେ ଶୁଭମନ ଆଉ ବିଶ୍ଵକପରେ ଭାଗ ନେଇ ପାରିବେ ନାହିଁ ଯାହାକି ଭାରତୀୟ ଦଳ ପାଇଁ ଏକ ଖରାପ ଖବର । କାରଣ ଶୁଭମନ ପୁରା ଫର୍ମରେ ଥିଲେ ତାଙ୍କ ଉପରେ ଦଳ ପୁରା ନିର୍ଭର କରୁଥିଲା । କିଛି ଦିନ ପୂର୍ବରୁ ଅଭ୍ୟାସ ମ୍ୟାଚକୁ ନଆସିବାରୁ ଜଣା ପଡିଥିଲା କି ତାଙ୍କର ଦେହ ଖରାପ ହୋଇଛି ବୋଲି ।

ପରୀକ୍ଷା ପରେ ଜଣା ପଡିଥିଲା ସେ ଡେଙ୍ଗୁ ଦ୍ଵାରା ଆକ୍ରାନ୍ତ ।  ଡେଙ୍ଗୁର ଲକ୍ଷଣ ହେଲା ରକ୍ତ କନିକାରୁ ପ୍ୟାଟିଲେଟକୁ ପୁରା କମାଇଦେବା । ଏହା ରିକଭରୀ ହେବା କିଛି ଦିନ ସମୟ ଲାଗିବ ।

Leave a Comment