Breaking News

ବଦଳି ଗଲା ରାନୁଙ୍କ ଜୀବନ ଶୈଳୀ | ଜାଣନ୍ତୁ ରାତା ରାତି ଷ୍ଟାର ହୋଇଥିବା ରାନୁ ଏବେ କଣ କରୁଛନ୍ତି ???

ଆଗ ସମୟରେ ଲୋକଙ୍କୁ ପ୍ରସିଦ୍ଧ ହେବା ପାଇଁ ବହୁତ ସମୟ ଲାଗିଯାଉଥିଲା | ଆଉ କିଛି ସମୟ ପରେ ଲୋକେ ଭୁଲି ବି ଯାଉଥିଲେ | କିନ୍ତୁ ଏବେ ଶୋସିଆଲ ମିଡିଆ ଦ୍ଵାରା କାହାରିକୁ ପ୍ରସିଦ୍ଧ ହେବା ପାଇଁ ବେଶି ସମୟ ଲାଗୁ ନାହିଁ | କେହିବି ଭିଡିଓ ବନେଇ ଛାଡି ଦେଉଛନ୍ତି ଆଉ ଯଦି ଏହି ଦର୍ଶକ ମାନଙ୍କୁ ପସନ୍ଦ ଲାଗେ ତେବେ ସେମାନେ ଏହାକୁ ଲାଇକ ମଧ୍ୟ କରୁଛନ୍ତି | ଆଉ ତାପରେ ସେ ଲୋକ ଯାହାର ଭିଡିଓ ଛଡ଼ାଯାଉଛି | ସେ ଫେମସ ହୋଇଯାଉଛନ୍ତି | ଆଜିକାଲି ସୋସିଆଲ ମିଡିଆ ରେ ଲୋକ ଙ୍କ ଭଲ ପାଇବା ମିଳୁଛି  ଏବଂ ମାଟିରେ ମଧ୍ୟ ମିଶି ଯାଉଛି |ତେବେ ଆଜି ଆମେ ଏଭଳି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ସୋସିଆଲ ମିଡିଆ ଦ୍ଵାରା ପ୍ରସିଦ୍ଧ ହୋଇଯାଇଛନ୍ତି |

ତେବେ ପ୍ରଥମରେ ଆସୁଛନ୍ତି ରାନୁ ମଣ୍ଡଳ | ଆପଣମାନେ କୋଲକାତା ରେ ହାଓଡା ଷ୍ଟେସନ ଯାଇଥିବେ ସେଠାରେ ହଜାର ହଜାର ଭିକାରି ଆପଣ ମାନଙ୍କୁ ଦେଖାଯିବେ | ତେବେ ଏହି ଭଳି ଅବସ୍ଥାରେ ରାନୁ ମଣ୍ଡଲ ଭିକ ମାଗିବା ଅବସ୍ଥାରେ ଗୀତ ଗାଉଥିଲେ | ଆଉ ତାଙ୍କ ଗୀତ ଗାଇବା ଶୈଳୀ ଜଣେ ଯାତ୍ରୀ ଙ୍କୁ ପସନ୍ଦ ଆସିଥିଲା | ଆଉ ସେ ଭିଡିଓ କରି ସୋସିଆଲ ମିଡିଆ ରେ ଛାଡିଦେଇଥିଲେ | ଯାହା ପରେ ରାନୁ ଗୋଟିଏ ରାତିରେ ଷ୍ଟାର ହୋଇଗଲେ | ଆଉ ଯାହା ଫଳରେ ହିମେଶ ରସମୀଆ ଭଳି ଗାୟକ ତାଙ୍କୁ ଗାଇବା ପାଇଁ ସୁଯୋଗ ଦେଇଥିଲେ | ତା ପରେ ରାନୁ ଆହୁରି ପ୍ରସିଦ୍ଧ ହେଲେ | କିନ୍ତୁ ସେ ବହୁତ ଅହଂକାର କଲେ ଯାହା ଦ୍ଵାରା ତାଙ୍କ ସଫଳତା ତାଙ୍କ ଠାରୁ ଦୂରେଇଗଲା |

ତା ପରେ ଆସୁଛନ୍ତି ଶୋନୁ ଆଜ୍ଞା ହଁ ଯେ କି ଜୋମାଟୋ ବୟ ର ଏକ ଭିଡିଓ ରୁ ବହୁତ ଫେମସ ହୋଇଥିଲେ | ଯେଉଁ ଭିଡିଓ ରେ କହି ଜଣେ ତାଙ୍କୁ ପଚାରୁଛନ୍ତି ଜୋମାଟୋ ବୟ କେତେ କମଉଛ ଆଉ ସେ ହସିକି କହୁ ଛନ୍ତି ଯେ ୩୫୦ ଟଙ୍କା | ତେବେ ତାଙ୍କର ଏହି ଭିଡିଓ ରୁ ସେ ଫେମସ ହୋଇଯାଇଥିଲେ |

ତାପରେ ଆସୁଛନ୍ତି ଡବବୁ ଅଙ୍କଲ | ଆଜ୍ଞା ହଁ , ସେ ଠାରେ ଏକ ବାହାଘର କୁ ଯାଇ ସେଠାରେ ସ୍ଟେଜ ରେ ଏପରି ନାଚିଥିଲେ |ଯାହା ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହେବାରେ ଲାଗିଥିଲା | ଏବଂ ଡବବୁ ଅଙ୍କଲ ରାତା ରାତି ହୋଇ ଗଲେ ଷ୍ଟାର | ଏହା ପରେ ସେ ଗୋବିନ୍ଦା ଙ୍କ ସହ ନାଚିବାକୁ ସୁଯୋଗ ପାଇଲେ | ଏବଂ ନିଜେ ସଲମାନ ଖାନ ତାଙ୍କୁ ଦେଖାକରିବାକୁ ତାଙ୍କ ଘର କୁ ଯାଇଥିଲେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.