ବଡ ଖୁସି ଖବର ଓଡିଶା ଲୋକଙ୍କୁ ବଣ୍ଟା ହେବେ ଜବତ ହୋଇଥିବା ୩୦୦ କୋଟି ଟଙ୍କା

ଓଡିଶା ଲୋକଙ୍କ ପାଇଁ ବହୁତ ବଡ ଖୁସିର ଖବର, ଓଡିଶାର ଲୋକ ମାନଙ୍କୁ ବଣ୍ଟାଯିବ ଓଡିଶାରୁ ଜବତ ହୋଇଥିବା 400 କୋଟି ଟଙ୍କା । ସୁଧ ମୂଳ ସହ ଟଙ୍କା ଆଦାୟ କରିବା ପାଇଁ ଗ୍ୟାରେଣ୍ଟି ଦେଲେ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀ । ଟଙ୍କାର ପାହାଡ ଉପରେ ବସି ଗରିବ ମାନଙ୍କୁ ଥଟ୍ଟା କରୁଥିଲେ ନେତା,  କେମିତି କାହାକୁ ବଣ୍ଟାଯିବ ଏହି ଟଙ୍କା ଜାଣନ୍ତୁ ସମୁର୍ଣ୍ଣ ତଥ୍ୟ ।

ଖୁବଶୀଘ୍ର ଓଡିଶାର ଲୋକ ମାନଙ୍କୁ ବଣ୍ଟାଯିବ ଜବତ ହୋଇଥିବା 400 କୋଟି ଟଙ୍କା । ଏହି କଥା ନିଜେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇ କହିବା ପରେ ବିଜେପି ମଧ୍ୟ ସମାନ କଥାକୁ କହିଛି । ଜବତ ହୋଇଥିବା ଏହି ଟଙ୍କା ସବୁ ଲୋକଙ୍କ ଟଙ୍କା ହୋଇଥିବାରୁ ଏହି ଟଙ୍କା ଉପରେ କେବଳ ଲୋକ ମାନଙ୍କର ଅଧିକାର ରହିଛି । ତେଣୁ ଲୋକଙ୍କ ଅଧିକାରକୁ ଲୋକଙ୍କୁ ଫେରାଇ ଦେବା ସରକାର ଯୋଜନା କରୁଥିବାର ଅନୁମାନ କରାଯାଇଛି ।

ଯଦି ଏହି ଟଙ୍କାକୁ ଲୋକଙ୍କ ମଧ୍ୟରେ ବଣ୍ଟା ହେବେ ତେବେ କାହାକୁ କେମିତି ଦିଆ ହେବ ସେଇ ନେଇ ଚର୍ଚ୍ଚା ଆରମ୍ଭ ହୋଇ ସାରିଲାଣି । ଜବତ ହୋଇଥିବା ଟଙ୍କା ଅଳ୍ପ ପରିମାଣର ଟଙ୍କା ନୁହେଁ, ଏହା ଟ୍ରକ ଟ୍ରକ ଟଙ୍କା ହେବ । ତେବେ ସେହି ଟଙ୍କା ପାଇବା ପାଇଁ କେଉଁ ମାନେ ଯୋଗ୍ୟ ସେଇ ନେଇ କିଛି ସୂଚନା ମିଳିନାହିଁ । ୪ ଦିନ ଧରି ଚଢାଉ ପରେ ୪୦୦ କୋଟି ରୁ ଅଧିକ ଟଙ୍କା ଜବତ ହୋଇଥିଲା ଯାହାକୁ ଗଣିବା ପାଇଁ ୫୦ ରୁ ଅଧିକ ମେସିନ ଲାଗିଥିଲା ।

ତେବେ ଝାଡଖଣ୍ଡର କଂଗ୍ରେସ ନେତା ଧିରଜ ସାହୁ ଆୟକର ଫାଙ୍କି ଏହି ଟଙ୍କା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି । ତାଥାପି ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଏତେ ଟଙ୍କା ଜବତ ପରେ ରାଜନୀତି ତେଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଲେଖିଛନ୍ତି ଲୁଟ ହୋଇଥିବା ଟଙ୍କାର ଗୋଟିଏ ଗୋଟିଏ ପଇସା ସୁଝିବା ପାଇଁ ପଡିବ ।

କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଏମାନଙ୍କ ନେତାଙ୍କ ସଚ୍ଚୋଟ ପଣିଆକୁ ଦେଖନ୍ତୁ । ଜନତାଙ୍କ ଠାରୁ ଲୁଟ ହୋଇଥିବା ପ୍ରତି ଟଙ୍କାର ହିସାବ ଦେବାକୁ ହେବ । ଏହା ମୋଦିଙ୍କ ଗ୍ୟାରେଣ୍ଟି । ତେବେ ବିଜେପି ମଧ୍ୟ ସମାନ କଥା କହିଛି । ଲୋକଙ୍କ ଟଙ୍କା କେମିତି ଲୋକଙ୍କ ପାଖକୁ ଫେରିବ ଏବେ ତାହା ଚର୍ଚ୍ଚାର ବିଷୟ ହୋଇଛି ।

Leave a Comment