Breaking News

ବଡ ଖବର – ବରିଷ୍ଠ ଓଡିଆ ଅଭିନେତ୍ରୀ ଉଷାସୀ ମିଶ୍ର (Usasi Mishra) କରୋନାରେ ଆକ୍ରାନ୍ତ ହେଲେ, ଦୁଃଖରେ ଏମିତି କହିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଉଷସୀ ମିଶ୍ର ଙ୍କୁ ନେଇ ଆସିଛି , ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ କରୋନା ରେ ସଂକ୍ରମିତ ଙ୍କ ସଂଖ୍ୟା କମିଥିଲେ ମଧ୍ୟ କରୋନା ଯାଇ ନହିଁ । ତେବେ ବର୍ତ୍ତମାନ କରୋନା ରେ ସଂକ୍ରମିତ ହୋଇଛନ୍ତି ଉଶଶୀ ମିଶ୍ର , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ,


ତେବେ ବନ୍ଧୁଗଣ ଏହି ସୂଚନା ଟି ଉଷସୀ ନିଜେ ଲାଇଭ ଆସି କହିଥିଲେ ଓ ସେସ ରେ ଅନୁରୋଧ କରି ଏମିତି କହିଛନ୍ତି ଯାହାକି ବଡ ଚିନ୍ତା ର ବିଷୟ , ତାହେଲେ ଆସନ୍ତୁ ଜାଣିବା କଣ ସେ ଅନୁରୋଧ କରି କହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେସ ପରିଚିତ । ସେ ବହୁ ଗୁଡିଏ ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଷସୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଲାଇଭ ଆସି , କରୋନା ରେ ସଂକ୍ରମିତ ହୋଇଛନ୍ତି ବୋଲି କହିଥିଲେ । ତେବେ ଏହି ସୂଚନା ଦେବା ପରେ ସେ କହିଥିଲେ ଗତ 10 ଦିନ ଦିନ ମଧ୍ୟ ରେ ଯେଉଁ ମାନେ ତାଙ୍କ ସହିତ ମିସିଛନ୍ତି ସେମାନେ ତୁରନ୍ତ ଯାଇ କୋଭିଡ ଚେକ ଅତି ଶୀଘ୍ର କରାନ୍ତୁ । ତେବେ ଏହି ସୂଚନା ଉଷସୀ ମିଶ୍ର ଦେଇଥିଲେ , ତେବେ ଆମେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ଯେ ଉଷସୀ ମିଶ୍ର ଖୁବ ଶୀଘ୍ର କରୋନା ରୁ ସୁସ୍ଥ ହୋଇ ପୁଣି ଓଡିଆ ଇଣ୍ଡଷ୍ଟ୍ରି କୁ ଫେରି ଆସନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *