ଫୁଣି ମାଳିକା ହେଲା ସତ, ନିମ୍ବ ଗଛରୁ ବାହାରିଲା କ୍ଷୀର

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଘଟି ଯାଉଥିବା ଘଟଣା ଗୁଡ଼ିକ ମାଳିକା ରେ ଲିଖିତ ହୋଇଛି । ମାଳିକା ରେ ଲେଖା ହୋଇଥିବା ଅନେକ ଘଟଣା ଆଜି ମଣିଷ ଜଗତ ରେ ଘଟି ଚାଲୁଛି । ମାଳିକା ବଚନ ରେ ଲେଖା ହୋଇଥିବା ଘଟଣା ଗୁଡ଼ିକ ମହା ପୁରୁଷ ମାନେ ଲେଖି ଯାଇଛନ୍ତି ଭବିଷ୍ୟତ ପାଇଁ । ମହା ପୁରୁଷ ମାନେ ଲେଖି ଥିବା କଥା ଗୁଡ଼ିକ ଆଜି ଘଟି ଯାଉଛି , ବର୍ତ୍ତମାନ ସମୟ ରେ ଯାହା ବି ଘଟୁଛି ତାହା ଅଲୌକିକ ।

ଶିଶୁ ଅନନ୍ତ। ମାଳିକା ରେ ଉଲ୍ଲେଖ କରି ଥିଲେ  ଭବିଷ୍ୟତ ପାଇଁ , ସେ ଲେଖି ଥିଲେ ଅଦିନ ରେ ଲିମ୍ୱ କଢ଼ି ଧରିବ , ଅଦିନ ରେ ଆମ୍ବ ବଉଳ ହେବ , ଅଦିନ ରେ କୋଇଲି ରାବିବ  , ପୁରୁଷ ପୁତ୍ର ପ୍ରସବ କରିବ  । ଅନେକ ଅଲୌକିକ ଜିନିଷ ଘଟିବ  , ଯାହାକି ଆଶ୍ଚର୍ଯ୍ୟ ଚକିତ କରାଇବ । ମାଳିକା ରେ ଲେଖା ହୋଇଥିବା ସମସ୍ତ ଘଟଣା ଆଜି ଘଟି ଯାଉଛି ଜଗତ ରେ ।

ମହା ପୁରୁଷ ଯଶୋବନ୍ତ ଦାସ ଲେଖିଥିଲେ  ଯେ ଯେତେବେଳେ ସବୁ ଅସମ୍ଭବ କାମ ସମ୍ଭବ ହେବ ସେହି ସମୟ ରେ ନେତ୍ର କଳି ଦେଖିବ । ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କୁ କହିବା ର କାରଣ ହେଲା ଯେ ବର୍ତ୍ତମାନ ସମୟ ର ସେହି ଭଳି ଏକ ଖବର ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କଳି ଯୁଗ ଶେଷ ସମୟ ରେ ସବୁ କିଛି ସବୁ କିଛି ଅଲୌକିକ ଘଟିବ ।

ଆପଣ ମାନେ ଲିମ୍ବ ଗଛ କୁ ଦେଖି ଥିବେ ଓ ଗଛ ରେ ଅନେକ ଔଷଧୀୟ ଗୁଣ ରହିଛି  । ବର୍ତ୍ତମାନ ସମୟରେ ଲୀମ୍ୱ ଗଛ କୁ ନେଇ ଏକ ଖବର ଆସିଛି ଯାହାକୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଲମ୍ବ ଗଛ ରୁ ବାହାରୁଛି କ୍ଷୀର ଗାଈ , ହଁ ବନ୍ଧୁ କଳାହାଣ୍ଡି ରାମପୁର ବ୍ଲକ ଏକ ଗ୍ରାମ ରେ ଏକ ଭିଡିଓ ଦେଖିବାକୁ ମିଳିଛି । ଏହି ଗଛ ରେ ଲମ୍ବ ରୁ କ୍ଷୀର ଝରୁ ଥିବାର ଦେଖିବାକୁ ମିଳିଛି ।

 

ଏହି ଲିମ୍ଵ ଗଛ ରୁ ବାହାରୁ ଥିବା କ୍ଷୀର ଗାଈ କ୍ଷୀର ବୋଲି ସ୍ଥାନୀୟ ଲୋକ କହିଛନ୍ତି । ବର୍ତ୍ତମାନ ସମୟରେ ରେ ଏହି କ୍ଷୀର ର ପରୀକ୍ଷା ଚାଲିଛି  । ଯାହାବି ହେଉ ନା କାହିଁକି ଏହା ଅଲୌକିକ ଓ ଆଶ୍ଚର୍ଯ୍ୟ ଚକିତ କରାଇଲା ଭଳି ଦୃଶ୍ୟ ।  ଭିଡିଓ ରେ ଦେଖିବାକୁ ମିଳିଛି ଝର ଝର ହୋଇ କ୍ଷୀର ବାହାରୁ ଥିବା ର ଏହି କ୍ଷୀର ର ସ୍ଵାଦ ଅବିକଳ ଗାଈ କ୍ଷୀର ଭଳି ।

Leave a Comment