ଆପଣ ମାନେ ରୂପା ଆଉ ପିଣ୍ଟୁ ଙ୍କୁ ତ ନିଶ୍ଚୟ ଜାଣିଥିବେ। ୟୁଟ୍ୟୁବ୍ ସୋସିଆଲ ଆପ ରେ ଭିଡ଼ିଓ ବନେଇ ସେମାନେ ଫେମସ୍ ହୋଇଥିଲେ। ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି ଏବଂ ତାର ନାଁ ରହିଛି ଖୁସି। ପିଣ୍ଟୁ ୟୁଟ୍ୟୁବ୍ ରେ ବ୍ଲଗ୍ ବାନନ୍ତି। ଏବଂ ଟିକ୍ ଟକ ରେ ତାଙ୍କର ଭିଡ଼ିଓ ଭାଇରାଲ ହୋଇଥିଲା । ଏବଂ ଦର୍ଶକ ମାନେ ରୂପା ଓ ପିଣ୍ଟୁ ଙ୍କ ଯୋଡ଼ି କୁ ବହୁତ୍ ଭଲ ପାଇବା ଦେଇଥିଲେ।
ଏବଂ ଟିକ ଟକ୍ ଆପ ବ୍ୟାନ୍ ହେବା ପରେ ବର୍ତ୍ତମାନ ସେ ୟୁଟ୍ୟୁବ୍ ରେ ଭିଡ଼ିଓ ବନାଉଛନ୍ତି। ଏବଂ ରିଲ୍ସ୍ ଭିଡ଼ିଓ ମଧ୍ୟ ବାନଉଛନ୍ତି। ଏବଂ ତା ସହିତ ସେ ଆଲବମ ସଙ୍ଗ ରେ ମଧ୍ୟ କାମ କରୁଛନ୍ତି । ପିଣ୍ଟୁ ତାଙ୍କର ଗୋଟିଏ ବ୍ଲଗ୍ ରେ କହିଛନ୍ତି ଯେ ସେ ପ୍ରଥମେ ବହୁତ୍ ଗରିବ ଥିଲେ ଏବଂ ମାଟି ଘରେ ରହୁଥିଲେ ।ଦର୍ଶକ ମାନଙ୍କ ର ଭଲ ପାଇବା ପାଇଁ ସେ ଆଜି ଗୋଟେ ଘର କରି ପାରିଛନ୍ତି ।
କିନ୍ତୁ କିଛି ଲୋକ ତାଙ୍କୁ କୁହନ୍ତି ଯେ ସେ ବଡ଼ ଲୋକ ହୋଇ ଗଲେଣି ଆଉ ଗରିବ ଲୋକ ଙ୍କୁ ପଚାରୁ ନାହାଁନ୍ତି।ହେଲେ ସେ କହିଛନ୍ତି ଯେ ସେ ସେମିତି କେବେ ଭାବି ନାହାନ୍ତି ସେ ଦିନେ ବହୁତ୍ ଗରିବ ଥିଲେ ଆଉ ମାଟି ଘରେ ରହୁଥିଲେ ।ସମସ୍ତଙ୍କ ଭଲ ପାଇବା ପାଇଁ ସେ ଆଜି ଏଇଠି ପହଞ୍ଚି ପାରିଛନ୍ତି ।ଆଉ ଏମିତି କଥା ତାଙ୍କୁ ବହୁତ୍ କଷ୍ଟ ହୁଏ ସେଥିପାଇଁ ସେ ଅନୁରୋଧ କରିଛନ୍ତି ତାଙ୍କୁ ଏ ଭଳି କଥା ନ କହିବା ପାଇଁ।
ରୂପା ପ୍ରଥମ ଥର ପାଇଁ ସ୍କୁଟି ଚାଳାଉଛନ୍ତି, କେମିତି ସ୍କୁଟି ଚଳାଇବେ ସେ ବିଷୟରେ ତାଙ୍କ ସ୍ଵାମୀ ପିଣ୍ଟୁ ତାଙ୍କୁ ଟ୍ରେନିଂ ଦେଉଛନ୍ତି । ସ୍କୁଟି ଚଳାଇବା ବେଳେ ପିଣ୍ଟୁ ପଛ ପଟୁ ରୂପାଙ୍କ ସ୍କୁଟିକୁ ଧରିଛନ୍ତି । କିନ୍ତୁ ପ୍ରଥମ ଥରରେ ରୂପା ସ୍କୁଟି ଚଳା ଶିଖିଯାଇଛନ୍ତି ।