Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ଅଭିନେତା ଅର୍ଦ୍ଧେନ୍ଦୁ (Ardhendu) ବା ମହାରଥୀ ଜ୍ଵାଇଁଙ୍କ ବାଇକ ଓ କାର କଲେକସନ, ଏହି ସବୁ ଦାମୀ କାର ଓ ବାଇକ ଅଛି

ଆମ ଓଡ଼ିଆ ଚଳଚ୍ଚିତ୍ର ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି । ସେମାନ ଙ୍କ ମଧ୍ୟ ରୁ ଅର୍ଧେନ୍ଦୁ ହେଉଛନ୍ତି ଜଣେ । ହଁ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ଏବଂ ଚିହ୍ନି ମଧ୍ୟ ଥିବେ ଅଲିଉଡ୍ ଇଣ୍ଡଷ୍ଟ୍ରି ଜଣେ ଷ୍ଟାର୍ । ଯିଏ କି ଅଳ୍ପ ଦିନ ମଧ୍ୟ ରେ ଜବରଦସ୍ତ ଅଭିନୟ କରି ଲୋକ ପ୍ରିୟ ହେବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି। ଆସନ୍ତୁ ତାଙ୍କ ବିଷୟ ରେ କିଛି ଜାଣିବା।

ଆପଣ ମାନେ ଅନେକ କଳାକାର ଙ୍କୁ ଦେଖିଛନ୍ତି । ତେବେ ଅନନ୍ୟ ଅଭିନେତା ରେ ନଜର ଆସନ୍ତି ଅର୍ଧେନ୍ଦୂ । ସେ ତାଙ୍କ ନିଜ ଅଭିନୟ ଜରିଆରେ ଖୁବ୍ କମ୍ ଦିନ ରେ ସେ ଲୋକ ଙ୍କ ଚର୍ଚ୍ଚା ରେ । ସିନେମା ଠାରୁ ଆଲବମ୍ ରେ ଅଧିକ ନଜର ଆସନ୍ତି ଅର୍ଧେନ୍ଦୂ ଗୋଟିଏ ପରେ ଗୋଟିଏ ସୁପର ଗୀତ ରେ ଆଲବମ୍ କରି ଦର୍ଶକ ଙ୍କ ପ୍ରିୟ ହୋଇ ପାରିଛନ୍ତି ।

ନିକଟ ରେ ତାଙ୍କ ବିବାହ ହୋଇ ଥିଲା ।ସେ ପ୍ରଦୀପ ମହାରଥୀ ଙ୍କ ଝିଅ ପଲ୍ଲବୀ ଙ୍କୁ ବିବାହ କରିଥିଲେ । ବିବାହ ପରେ ପାଲୋଷର ରେ ରହୁଛନ୍ତି । ବିବାହ ପରେ ସେ ବହୁତ୍ ଖୁସି ଅଛନ୍ତି । ତାଙ୍କ ବିବାହ ବହୁତ୍ ଧୁମ୍ ଧାମରେ ରେ ବିବାହ ହୋଇଥିଲା ୨ ଜଣ ଙ୍କ ର । ଉଲିଉଡ ର ଅନେକ ଅଭିନେତା ଏବଂ ଅଭିନେତ୍ରୀ ଆସିଥିଲେ ।

ଅନେକ ବରିଷ୍ଠ ବ୍ୟକ୍ତି ମଧ୍ୟ ଆସିଥିଲେ । ଅର୍ଧେନ୍ଦୂ ଙ୍କ କାର ଓ ବାଇକ୍ କଲେକ୍ସନ ବିଷୟ ରେ ଜାଣିବା । ବନ୍ଧୁ ମାନେ ଉଳୀଉଡ୍ ଇଣ୍ଡଷ୍ଟ୍ରି ଷ୍ଟାର୍ ଅର୍ଧେନ୍ଦୂ ଙ୍କ ର ବହୁତ୍ ପଶନ୍ଦ କାର୍ ଓ ବାଇକ୍ । କାର ଓ ବାଇକ୍ କଲେକ୍ସନ କରିବା ରେ ସେ ପୁରା ମାହିରି ଏବଂ ଭଲ ପାଆନ୍ତି ।ନୂଆ କରି ବିବାହ କରିଛନ୍ତି ଅର୍ଧେନ୍ଦୂ ଏବଂ ତାଙ୍କ ବିବାହ ଫଟୋ ମଧ୍ୟ ଭାଇରଲ ହୋଇଥିଲା ।

ଅର୍ଧେନ୍ଦୂ କାର କୁ ବହୁତ୍ ଭଲ ପାଆନ୍ତି ଏବଂ କାର ର କଲେକ୍ସନ ମଧ୍ୟ ରଖିଛନ୍ତି । ନିକଟ ରେ ସେ ଗୋଟେ ଅଡି କାର କିଣିଥିଲେ କାର ଟି ମଧ୍ୟ ବିବାହ ପାଇଁ ସଜ୍ଜା ହୋଇଥିବା ର ଦେଖାଯାଇଥିଲା । ଏହା ସହ ତାଙ୍କ ପାଖରେ BMW କାର ରହିଛି । ଅର୍ଦ୍ଧେନ୍ଦୁ ଙ୍କ ପାଖରେ ଦାମୀ ଦାମୀ ବାଇକ ମଧ୍ୟ ରହିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *