ପ୍ରତିଦିନ ସୋସିଆଲ ମିଡିଆରେ ବହୁତ କିଛି ଘଟଣା ଦେଖିବା ପାଇଁ ମିଳୁଛି । କିନ୍ତୁ ଏମିତି କିଛି ଘଟଣା ଅଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ମହିଳାଙ୍କୁ ସେକ୍ସ ପାଇଁ ନିବେଦନ କରୁଛନ୍ତି ।
ଆମେ ମାନେ ଏହି କଥା ଜାଣିଛେ ପୋଲିସ ହେଉଛନ୍ତି ଆମର ମିତ୍ର କିନ୍ତୁ ଏମିତି କିଛି ପୋଲିସ ଅଧିକାରୀ ଅଛନ୍ତି ଯେଉଁ ମାନଙ୍କ ପୋଲିସ ବିଭାଗ ବଦନାମ ହେଉଛି । କେହି କେହି ଲାଞ୍ଚ ନେଉଛନ୍ତି ଆଉ କେହି ଲାଞ୍ଚ ନମାଗି ଅନ୍ୟ କିଛି ମାଗି ଜନତା ଙ୍କ ପାଇଁ ମିତ୍ର ବଦଳରେ ଶତ୍ରୁ ସାଜି ଯାଉଛନ୍ତି।
ବର୍ତ୍ତମାନ ଯେଉଁ କଲ ଟି ଭାଇରାଲ ହେଉଛି ସେଥିରୁ ଜଣା ପଡୁଛି ମହିଳା ଜଣକ କୌଣସି ଏକ ଅଭିଯୋଗ ନେଇ ଥାନାକୁ ଯାଇଥିଲେ କିନ୍ତୁ ସେଠାରେ କେମିତି ତାଙ୍କୁ ନିର୍ଦୋଷ ସାବ୍ୟସ୍ତ୍ୟ କରିବେ ସେଥିପାଇଁ ପୋଲିସ ବାବୁ ଜଣଙ୍କ ମହିଳା ଙ୍କୁ ଅର୍ଥ ବଦଳରେ ମହିଳାଙ୍କ ଦେହ ର ସୁଖ ମାଗୁଛନ୍ତି ।
ଏହି ଅଡିଓ କଲରେ କେବଳ ଆମେ ପୋଲିସଙ୍କୁ ଦୋଷ ଦେଇ ପାରିବା ନାହିଁ ଏଠାରେ ମହିଳା ବି ମଧ୍ୟ ତାଙ୍କୁ ସହିତ ସେହି ପରି କଥା ହେବାର ଶୁଣିବାକୁ ମିଳୁଛନ୍ତି । ପୋଲିସ ବାବୁ ନିଜର ଦେହର ଭୋକକୁ ମେଣ୍ଟାଇବା ପାଇଁ କିପରି ମହିଳା ଜଣଙ୍କୁ କିପରି ପ୍ରଭାବିତ କରୁଛନ୍ତି ତାହା ଜଣା ପଡୁଛି ।
ପୋଲିସ ଓ ମହିଳା ଜଣଙ୍କ ଏକା ବୟସରେ ହୋଇଥିବା ସେହି ଅଡିଓ କଲରୁ ଜଣା ପଡୁଛି । ତେବେ ପୋଲିସ ବାବୁ ନିଜର ଦେହର ଭୋକ ମେଣ୍ଟାଇବା କୁ ମହିଳାକୁ ଫସାଉଛନ୍ତି ମହିଳା ଜଣଙ୍କ ତାଙ୍କ କଥାରେ ରାଜି ହେଇ ଯାଉଥିବା ଶୁଣିବାକୁ ମିଳୁଛି । ତେବେ ପୋଲିସ ବାବୁ ଙ୍କୁ ମଧ୍ୟ ବୟସରେ ସେକ୍ସ ର ନିଶା ଘାରିଛି ।
ସୁନ୍ଦରୀ ମହିଳା ଦେଖି ପୋଲିସ ବାବୁଙ୍କୁ ଘାରିଛି ସେକ୍ସ ର ନିଶା କେମିତି ମହିଳା ଙ୍କୁ କରିବେ ସେଇ ଚିନ୍ତାରେ ପୋଲିସ ବାବୁ । ତେବେ ଏହି ଘଟଣା ଟି କେଉଁ ଅଞ୍ଚଳର ଜଣା ପଡି ନାହିଁ । ଆପଣ ମାନେ କୁହନ୍ତୁ ଏମତି ପୋଲିସ ବାବୁ ଜଣଙ୍କ କରିବା କେତେ ଦୂର ଠିକ କଥା ?