ପୁରୁଷ ଲୋକ ମାନେ ଏହି ଖବରକୁ ନିଶ୍ଚୟ ପଢନ୍ତୁ

ସକାଳୁ ଉଠି ଆମେମାନେ ଯାହା କରିଥାଉ ତାହାର ପ୍ରଭାବ ଆମର ଶାରୀରିକ ଓ ମାନସିକ ଭାବରେ ଆମ ଶରୀର ଉପରେ ପଡ଼ିଥାଏ ଧରିନିଆ ଆପଣ ସକାଳୁ ଉଠି ଜିମ୍ ଯାଉଛନ୍ତି ତେବେ ତାର ଶାରୀରିକ ଓ ମାନସିକ ପ୍ରଭାବରେ ଆମ ଶରୀର ସୁସ୍ତ ରୁହେ ଓ ଦିନଯାକ ମନ ଭଲ ରୁହେ । ଆଜିକାଲି ଲୋକମାନଙ୍କର ସକାଳୁ ଗୋଟିଏ ଖରାପ୍ ଅଭ୍ୟାସ ଦେଖାଯାଉଛି , ଯାହା ହେଉଛି ସକାଳୁ ଉଥି ଚା ପିଇବା ।

ଲୋକମାନେ ପ୍ରଥମେ ସକାଳୁ ଉଠି ଚା ସେବନ କରିଥାନ୍ତି ଏପରି କରିବା ଦ୍ବାରା ଅଗକୁଲୋକମାନେ ବୁଝିବା କଥା ଯେ ଆଗକୁ ସେମାନଙ୍କର ଶରୀର ଖରାପ ହେବାର ଅଛି । ମାନେ ଏପରି ରୋଗ ରହିଛି ଯାହା ସକାଳୁ ଖାଲି ପେଟରେ ଚାହା ପିଇବା ଦ୍ଵାରା ହୋଇଥାଏ । ଖାଲି ପେଟରେ ଚାହା ପିଇବା ଶରୀର ପାଇଁ ହାନିକାରକ ଅଟେ ଏମିତିରେ ଯାହା ଯେକୌଣସି ଟି ହେଉ ଏମିତି ଲୋକ ଭାବୁଛନ୍ତି ଯେ ଖାଲି ପେଟରେ ଗ୍ରିନ ଟି ପିଇବା ଶରୀର ପାଇଁ ଭଲ ଅଟେ ।

କିନ୍ତୁ ଆପଣ ମାନେ ରଖନ୍ତୁ ଯେ ଖାଲି ପେଟରେ ଚାହା ପିଇବା ଦେହ ପାଇଁ ହାନିକାରକ ଅଟେ କାରଣ ଚାହାରେ ଏସିଡ ରହିଥାଏ ଏହା ଆମ ଶରୀରର ଲାଳ ସହ ମିଶି acidity କରାଇଥାଏ । ପେଟରେ ଗ୍ୟାସ୍ ହେବ ଆଦି ଅନେକ ପ୍ରକାର ରୋଗ ଜନ୍ମ ନେଇଥାଏ । ତେଣୁ ଏଭଳି ପରିସ୍ଥିତିରେ ଖାଲି ପେଟରେ ଚା ପିଇବାକୁ ଆଦୌ ଉଚିତ୍ ନୁହେଁ ଆଉ ହଁ ଆହୁରି ମଧ୍ୟ ଆପଣ ଯଦି କ୍ଷୀର ଚା ପିଉଛନ୍ତି ତେବେ ଏହା ଆହୁରି ମଧ୍ୟ ଶରୀର ପାଇଁ ହାନିକାରକ ଅଟେ । ତେଣୁ ଖାଲି ପେଟରେ ଚା ପିଆନ୍ତୁ ନାହିଁ କାରଣ ଏହା ଦ୍ବାରା ଆଗକୁ ଯାହା ଅସୁବିଧା ହେବ ତାହା ଆପଣ ସମ୍ଭାଳି ପାରିବେ ନାହିଁ ।

ଆସନ୍ତୁ ଜାଣିବା ଚାହା ପିଇବା ଦ୍ଵାରା ଆମର କଣ କଣ କ୍ଷତି ହୁଏ :
ପ୍ରଥମେ ତ ଚାହା ପିଇବା ଦ୍ଵାରା ଆମ ପେଟରେ acidity ହୋଇଥାଏ ।ଏହି acidity ama ରକ୍ତ କଣିକାରେ ମିଶି ଆମର କୋକେଷ୍ଟର ର ସମସ୍ୟା ହାର୍ଟ ଆଟାକ୍ ର ସମସ୍ୟା କିମ୍ବା ବ୍ଲଡ଼ ପ୍ରେସର ଅଧିକ କିମ୍ବା କମ୍ ହେବାର ସମସ୍ତ ଆଣି ଦେଇଥାଏ । ତେଣୁ ଏଭଳି ପରିସ୍ଥିତିରେ ଆପଣ ଖାଲି ପେଟରେ ଚାହା ଆଦୋୖ ପିଅନ୍ତୁ ନାହିଁ ।

ଦ୍ଵିତୀୟ କ୍ଷତି ତି ହେଉଛି :
କିଛି ଲୋକଙ୍କୁ ଲାଗେ ଯେ ମେଦ ବହୁଳତା ବା ଚର୍ବି ବଢିବା ଫ୍ୟାଟ୍ ଯୁକ୍ତ ଖାଦ୍ୟକୁ ଖାଇବା ଦ୍ବାରା ହୋଇଥାଏ କିନ୍ତୁ ଏଭଳି କେବେ b ନୁହେଁ ଚର୍ବି ଆସିଥାଏ ଏଭଳି ଜିନିଷକୁ ଖାଇଲେ ଯାହାକୁ ଖାଇବା ଦ୍ଵାରା ଆମର ମେଟାବୋଲିଜିମ୍ ବା ହଜମ କମ୍ ହୁଏ । ଚାହା ପିବଦ୍ୱାରା ଆପଣଙ୍କର ହଜମ ଶକ୍ତି କମିଯାଇଥାଏ ଓ ଆପଣଙ୍କ ଓଜନ ବଢ଼ିବାରେ ଲାଗେ । ଯଦି ଆପଣ ମୋଟା ହୋଇଯାଉଛନ୍ତି ତେବେ ଖାଲି ପେଟରେ ଚାହା ଆଦୌ ପିଅାନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କର ଓଜନ ଆହୁରି ବଢିଯିବ ।

ତୃତୀୟ କ୍ଷତି ହେଉଛି :
ମଳକଣ୍ଟକ ଆଜ୍ଞା ହଁ ସକାଳୁ ଉଠି ଚାହା ପିଇବା ଦ୍ଵାରା ଅନେକ ଲୋକମାନଙ୍କର ଆଜିକାଲି ମଳକଣ୍ଟକ ଦେଖା ଯାଉଛି । ତେଣୁ ଯଦି ଆପଣ ଏହି ଅସୁବିଧା ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଯଦି ତେବେ ସକାଳୁ ଉଠି ଆଦୌ ଚାହା ପିଅନ୍ତୁ ନାହିଁ ।

ଚତୁର୍ଥ କ୍ଷତି ହେଉଛି :
ନିଦ ନହେବା , ଆଜିକାଲି ଦୁନିଆରେ ଜୀବନ ବହୁତ ବ୍ୟସ୍ତ ବହୁଳ , ତେଣୁ ଠିକ୍ ରେ ନିଦ ଆସେନାହିଁ ଏବଂ ଏହା ଦ୍ଵାରା ଆପଣ ଯଦି ଚାହା କିମ୍ବା କଫି ପିଉଛନ୍ତି ,ତେବେ ଏହାଦ୍ବାରା ଆପଣଙ୍କର ନିଦ ନହେବା ସମସ୍ୟା ଆହୁରି ବଢିଯିବ । ତେଣୁ ଯଦି ଭଲ ନିଦ ହେବାକୁ ଚାହୁଁଛନ୍ତି ତେବେ କେବେବି ଖାଲି ପେଟରେ ଚାହା ପୀଅନ୍ତୁ ନାହିଁ ।

ପଞ୍ଚମ କ୍ଷତି ହେଉଛି :
ଭୋକ ନହେବା ।ଯଦି ଆପଣଙ୍କୁ ଭଲରେ ଭୋକ ହେଉନାହିଁ ତେବେ ଆପଣମାନେ ଭଲରେ ବୁଝିଯାନ୍ତୁ ଯେ ଏହା ଆପଣଙ୍କର ଖାଲି ପେଟରେ ଚାହା ପିଏବାର ଫଳ ଅଟେ । ଖାଲି ପେଟରେ ଚାହା ପିଇଲେ ଧୀରେ ଧୀରେ ଆମ ହଜମ ଶକ୍ତି କମିଯାଇଥାଏ ଓ ଆମକୁ ଭୋକ ମଧ୍ୟ ଲାଗେ ନାହିଁ ।
ତେଣୁ ଏହି ସବୁ କଥାକୁ ଯଦି ଆମେ ମନିବ ତେବେ ଏସବୁ ସମସ୍ୟାରୁ ଆମେମାନେ ନିଶ୍ଚୟ ଦୂରରେ ରହିବା ।

“ରାଧେ ରାଧେ “

Leave a Comment