Breaking News

ପୁଣି ନିସ୍ପତି ନେଲେ ସରକାର ! 31 ଯାଏଁ ସବୁ ସ୍କୁଲ କଲେଜ ବନ୍ଦ କିନ୍ତୁ ହେବ ପରୀକ୍ଷା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଏବେ କୋରୋନା ର ଯେଉଁ ନୂଆ ଷ୍ଟ୍ରେନଦେଖା ଦେଇଛି ତାହା ଏବେ ସମସ୍ତଙ୍କର ଚିନ୍ତା ର କାରଣ ହୋଇଛି।ଆପଣ ମାନେ ଜାଣିଥିବେ ଏହି ମହାମାରୀ ଆସିଲା ଦିନ ଠୁ ଲୋକମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି ।ଏହି ମହାମାରୀ ରେ ସମସ୍ତେ ପ୍ରଭାବିତ ହୋଇଛନ୍ତି ଏହି ମହାମାରୀ ବହୁତ ଲୋକଙ୍କ ଜୀବନ ମଧ୍ୟ ନେଇଛି।ଆପଣ ମାନେ ଜାଣିଥିବେ ଏହି ମହାମାରୀ ପାଇଁ କେମିତି ଲକ ଡାଉନ ହୋଇଥିଲା।


ତେବେ ବହୁତ ଦିନ ଯାଏଁ ଲକ ଡାଉନ ହୋଇଥିଲା ତେବେ ସରକାର ମଧ୍ୟ ଲୋକମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ ।ଅତି ଜରୁରୀ ହେଲେ ଘରୁ ବାହାରିବାକୁ ପଡୁଥିଲା ତାହା ସହିତ ମାସ୍କ ,ସାନିଟାଇଜର ସାମାଜିକ ଦୂରତା ନିୟମ ପାଳନ କରିବାକୁ ପଡୁଥିଲା।


ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଏବେ କୋରୋନା ର ନୂଆ ଷ୍ଟ୍ରେନ ଦେଖା ଦେଇଛି ଯାହା କି ବ୍ୟାପିବାରେ ଲାଗିଛି।ତେବେ ଏହି ସଂକ୍ରମଣ କୁ ଆଖି ଆଗରେ ରଖି ପୁଣି ଥରେ ଲକ ଡାଉନ ହେବାକୁ ଯାଉଛି।ତେବେ ଏକ ଖବର ମୁତାବକ ମହାରାଷ୍ଟ୍ର ରେ ଏହି କୋରୋନା ସଂକ୍ରମଣ ବଢ଼ୁଥିବାରୁ ଲୋକଙ୍କ ସୁରକ୍ଷା ପାଇଁ ମାର୍ଚ୍ଚ 31 ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଆଉ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତି ଅଜିତ ପାୱାର।


ତେବେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା କି ମାର୍ଚ୍ଚ 14 ତାରିଖ ଯାଏ ସ୍କୁଲ କଲେଜ ବନ୍ଦ ରହିବ କିନ୍ତୁ ବର୍ତ୍ତମାନ ସ୍ଥିତି ଜଟିଳ ହେବାରୁ ଏହାକୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। UPSC ପରୀକ୍ଷା ମାନ କରାଯିବ ବୋଲି ସୂଚନା ମିଳିଛି । ତେଣୁ କୋଚିଂ ଇନଷ୍ଟିଚ୍ୟୁଟ ଗୁଡିକ ଖୋଲା ରହିବ । ତେବେ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି ।


ତେବେ ଏହି ଲକ ଡାଉନ ପୂର୍ବରୁ ପୁଣି ଥରେ ପୂର୍ବ ପରି ଅନଲାଇନ ରେ ପାଠ ପଢ଼ା ଜାରି ରହିବ ବୋଲି ସୂଚନା ମିଳିଛି।ତେବେ କୋରୋନା ର ନୂଆ ଷ୍ଟ୍ରେନ କୁ ଆଖି ଆଗରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ Vairal ଭିଡିଓ – ମାତ୍ର ୫୦୦ ଟଙ୍କାରେ ହେଇଗଲା ବାହାଘର , ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ !

ଆଜିକାଲି ର ଲୋକେ ନିଜ ବହାଘର କୁ ଆକର୍ଷଣିୟ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ବରଯାତ୍ରୀ ଠାରୁ …

Leave a Reply

Your email address will not be published. Required fields are marked *