ପିକନିକ ରେ ଦଶମ ଶ୍ରେଣୀ ଛାତ୍ରକୁ ମାଡି ବସି ଚୁମା ଦେଲେ ଦିଦି, କରିଲେ ଏମିତି କାମ

ଦଶମ ଶ୍ରେଣୀ ଛାତ୍ର ସହ ସରକାରୀ ସ୍କୁଲର ଦିଦି ଷ୍ଟଡି ଟୁର ରେ କରିଲେ ରୋମାଣ୍ଟିକ ଫଟୋ ସୁଟ । ସୋସିଆଲ ମିଡିଆରେ ଏବେ ଏହି ଫୋଟ ଭାଇରାଲ ହେବାରେ ଲାଗିଛି । ଦିଦି ଆଉ ଛାତ୍ରଙ୍କ ର ଫଟୋ ସୁଟ ଏବେ ଭାଇରାଲ ହେବାରେ ଲାଗିଛି । ପିକନିକ ବୁଲିବା ପାଇଁ ଯାଇ ଛାତ୍ରଙ୍କୁ ଚୁମା ଦେଇ ଦେଲେ ଦିଦି ଏପଟେ ଦିଦିଙ୍କ କାନିକୁ କାମୁଡି ଧରିଲେ ଛାତ୍ର ।

ଏକ ସରକାରୀ ସ୍କୁଲର ଶିକ୍ଷୟତ୍ରୀ ଓ ତାଙ୍କର ଛାତ୍ରଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋ ରେ ଥିବା ଶିକ୍ଷୟତ୍ରୀ ଓ ଛାତ୍ର ଜଣଙ୍କ ହେଲେ କର୍ଣ୍ଣାଟକର ଏକ ସରକାରୀ ସ୍କୁଲର । ଛାତ୍ର ଜଣଙ୍କ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଦିଦି ତାଙ୍କୁ ପାଠ ପଢାନ୍ତି । ଏକ ଷ୍ଟଡି ଟୁର ରେ ଯାଇଥିବା ସମୟରେ ଦୁହେଁ ଏହି ଫଟୋ ସୁଟ କରିଥିଲେ ।

ଏହି ଫଟୋ ଗୁଡିକରେ କେଉଁଥିରେ ଛାତ୍ର ଜଣଙ୍କ ଶିକ୍ଷୟତ୍ରୀଙ୍କୁ ଚୁମା ଦେଉଛନ୍ତି ତ କେଉଁଥିରେ ଛାତ୍ରକୁ ଶିକ୍ଷୟତ୍ରୀ ଚୁମା ଦେଉଛନ୍ତି, ତ ଆଉ କେଉଁଥିରେ ଛାତ୍ର ଜଣଙ୍କ ଶିକ୍ଷୟତ୍ରୀ ଙ୍କୁ ହାତରେ ଟେକି ଧରିଛନ୍ତି ଆଉ କେଉଁଥିରେ ତାଙ୍କ ଶାଢୀର କାନିକୁ ଟାଣି ଧରିଛନ୍ତି । ସେମାନଙ୍କର ଏହି ଫଟୋ ଗୁଡିକ ଅମିତ ସିଂ ନାମ ଜଣେ ବ୍ୟକ୍ତି ତାଙ୍କ X ରେ ପୋଷ୍ଟ କରି ସମାଜ କେଉଁ ଆଡକୁ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ।

ସେ ସୂଚନା ଦେଇଛନ୍ତି ଉକ୍ତ ଛାତ୍ର ଜଣଙ୍କର ବାପା ବ୍ଲକ ଶିକ୍ଷାଧିକାରୀ ବା BEO ଏହି ବିଷୟରେ ଅଭିଯୋଗ କରିଛନ୍ତି ଓ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି । କେବଳ ଉଭୟଙ୍କ ସମ୍ମାନ ଦୃଷ୍ଟିରୁ ସେମାନଙ୍କର ପରିଚୟକୁ ଗୋପନ ରଖାଯାଇଛି । ତେବେ ତଦନ୍ତ ପରେ ଉକ୍ତ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯାଇଛି । ତେବେ ଏହି ଫଟୋ କୁ ନେଇ ସୋସିଆଲ ମିଡିଆରେ ତୀବ୍ର ପତିକ୍ରିୟା ରଖା ଯାଇଛି ।

Leave a Comment