ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ଡାକିବା ଯୁବକଙ୍କ ପାଇଁ ପଡିଲା ମହଙ୍ଗା । ପାର୍କ ଭିତରେ ଏକା ବୁଲୁଥିଲେ ଯୁବତୀ । ଯୁବତୀ ଙ୍କ ଶରୀରକୁ ଦେଖି ତାଙ୍କ ସହ ଖରାପ ସମ୍ପର୍କ ରଖିବା ପାଇଁ ଟଙ୍କା ଦେଇ ଡାକୁଥିଲା ଯୁବକ । ସେହି ସମୟରେ ଯୁବତୀ ଜଣଙ୍କ ଯାହା କିଛି କରିଥିଲେ ମୋବାଇଲ କ୍ୟାମେରାରେ କଏଦ ହୋଇ ରହି ଯାଇଥିଲା ।
ଦର୍ଶକ ବନ୍ଧୁ ମାନେ ଭଲ ଭାବେ ଦେଖନ୍ତୁ ଏଇ ହେଉଛନ୍ତି ପାର୍କରେ ଥିବା ସେହି ଭାଇରାଲ ଯୁବତୀ, ଯାହାଙ୍କୁ ଦେଖି ଯୁବକ ଜଣଙ୍କ ମନେ ମନେ ବହୁତ କଥା ଭାବି ଦେଇଥିଲେ ଏବଂ ଶେଷରେ ଯୁବତୀଙ୍କୁ କିଛି ଅସଭ୍ୟ ଭାଷା ମଧ୍ୟ କହି ଦେଇଥିଲେ । ଯୁବତୀ ଜଣଙ୍କ ଯୁବକଙ୍କୁ ସେଇଠି ଧରି ପିଟି ଥିଲେ ।
ପାର୍କ ଭିତରେ ଅନ୍ୟ ମାନେ ଏଠି ସେଠି ହୋଇ ବୁଲୁଥିବା ବେଳେ ଯୁବତୀ ଜଣଙ୍କ ଗୋଟିଏ ଜାଗାରେ ଠିଆ ହୋଇ ରହି ଥିଲେ । ବୋଧ ହୁଏ ପାର୍କ ଭିତରେ ସେ କାହାର ଅପେକ୍ଷା ରେ ଥିଲେ । ଠିକ ଏତିକି ବେଳେ ଯୁବକ ଜଣଙ୍କ ଯୁବତୀଙ୍କ ପାଖ ଦେଇ ଯାଉଥିଲେ ।
ଏହି ସମୟରେ ଏକା ହୋଇ ଠିଆ ହୋଇଥିବା ଯୁବତୀଙ୍କ ଉପରେ ଯୁବକର ଖରାପ ନଜର ପଡି ଯାଇଥିଲା । ଶେଷରେ ଯୁବକ ଜଣଙ୍କ ଯୁବତୀଙ୍କୁ ଟଙ୍କା ଦେଇ ତାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ କହିଥିଲେ । କିନ୍ତୁ ସେ ଜାଣି ନଥିଲେ ଏହି ଯୁବତୀ ଜଣଙ୍କ ଜଣେ ଭଦ୍ର ଘରର ଝିଅ ବୋଲି ।
ଯୁବକଙ୍କ ମୁହଁରୁ ଏମିତି ଖରାପ କଥା ଶୁଣି ଯୁବତୀ ସେଠି ଯୁବକର କଲରକୁ ଧରି ତାର ଉପରକୁ ହାତ ଉଠାଇଥିଲେ । ଏପଟେ ଦେଖୁ ଦେଖୁ ସେମାନଙ୍କ ଝଗଡା ଦେଖି ଅନ୍ୟ ଲୋକ ମାନେ ତାଙ୍କ ପାଖରେ ରୁଣ୍ଡ ହୋଇ ଯାଇଥିଲେ । ଯାହା ଫଳରେ ଯୁବକ ଜଣଙ୍କ ନିଜକୁ ବଞ୍ଚେଇବା ପାଇଁ ସେ ସେମିତି କିଛି କହି ନାହାନ୍ତି ବୋଲି ମିଛ କହିଥିଲେ ।
ଯୁବତୀ ଯୁବକଙ୍କୁ ପୋଲିସର ଭୟ ଦେଖେଇବା ପରେ ଶେଷରେ ଭୁଲ ମାଗିଥିଲା । ଯୁବତୀ କ୍ଷମା ମାଗି ଯୁବକ ସେଠାରୁ ପଳାଇ ଥିଲା । ଏହି ସବୁ ଘଟଣାକୁ ଅନ୍ୟ ଜଣେ ଯୁବକ ନିଜ ମୋବାଇଲରେ କଏଦ କରି ଦେଇଥିଲେ । ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ପୁରା ଭାଇରାଲ ହେବାରେ ଲାଗିଛି ।