Breaking News

ପାଞ୍ଚ ବର୍ଷ ଭିତରେ ପୁରା ବଦଳିଗଲେ ଅନୁଭବଙ୍କ ଭଣଞ୍ଜା ରାହୁଲ, ଗପ ହେଲେ ବି ସତର ଶିଶୁ କଳାକାର ଏବେ ଏମିତି ଦେଖା ଯାଉଛନ୍ତି

ଆଜି ଆମେ ଜାଣିବା ଜଣେ ଜଣା ଶୁଣା ଶିଶୁ କଳାକାର । ଯିଏ କି ଆଜି କୁ ପ୍ରାୟ ୫ ବର୍ଷ ପରେ ଏକ ଫିଲ୍ମ୍ ରେ ଅଭିନୟ କରିଥିଲେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ଫିଲ୍ମ୍ ସୁପର୍ ହିଟ ହବା ସହିତ ସେ ଲୋକ ଙ୍କ ପାଖ ଅତି ପ୍ରିୟ ହୋଇପାରିଥିଲେ । ଆଉ ସେ ଫିଲ୍ମ୍ ଟି ହେଉଛି ଗପ ହେଲେ ବି ସତ ଯେଉଁଥିରେ କୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ଅଭିନୟ କରିଥିବା ର ଦେଖିବାକୁ ମିଳିଥିଲା ଓ ଶିଶୁ କଳାକାର ଭାବେ ଅଭିନୟ କରିଥିବା ରାହୁଲ ଯିଏ କି ବର୍ତ୍ତମାନ ସମୟ ରେ ବଡ଼ ହୋଇଯାଇଛନ୍ତି ।

ରାହୁଲ ଯିଏ କି ଗପ ହେଲେ ବି ସତ ଫିଲ୍ମ୍ ପରେ ଆଉ କେଉଁଥିରେ ଅଭିନୟ କରି ନାହାନ୍ତି ସେ ଓଡ଼ିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି ସେ ବର୍ତମାନ ସେ ନିଜର ବଡ଼ି ବନେଇବା ରେ ବହୁତ୍ ବ୍ୟସ୍ତ ଅଛନ୍ତି । ରାହୁଲ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅନୁଭବ ମହାନ୍ତି ଙ୍କ ଭଣଜା । ଅନୁଭବ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ରାହୁଲ ଙ୍କ ଫଟୋ ପୋଷ୍ଟ କରି କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଏକ ନୂଆ ଚଳଚ୍ଚିତ୍ର ରେ ନଜର ଆସିବାକୁ ଯାଉଛନ୍ତି । ଯାହାର ଖୁବ୍ ଶୀଘ୍ର ମହୁରତ କରାଯିବ ଓ ତାଙ୍କ ବିପକ୍ଷ ରେ କେଉଁ ଅଭିନେତ୍ରୀ ରହିବେ ତାହା ଏ ପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *