Breaking News

ନୂଆ ରୂପରେ ବର୍ଷା (Varsha) ଆସି ଦେଲେ ଏକ ବଡ ଖୁସି ଖବର ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଆପଣ ଙ୍କୁ କହିବାକୁ ଯାଉଛୁ ସେ ବର୍ତ୍ତମାନ ନିଜ ଆଗାମୀ ଚଳଚିତ୍ର କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ , ଆପଣ ମାନେ ନିଶ୍ଚୟ ଏହି ଅଭିନେତ୍ରୀ ବେସ ଭଲ ଭାବ ରେ ଜାଣିଥିବେ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଗାମୀ ଦିନ ମାନ ଙ୍କ ଭିତରେ ଆସିବାକୁ ଏକ ନୂଆ ଚଳଚିତ୍ର ଓ ଏହି ଚଳଚିତ୍ର ନାମ ରହିଛି ବିଜୟିନୀ ।

ତାହେଲେ ବନ୍ଧୁଗଣ ଆପଣ ମାନେ ବର୍ଷା ଙ୍କୁ ବହୁସାର ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ ଓ ଏହି ଜବରଦସ୍ତ ଅଭିନୟ ପାଇଁ ସେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ହିରୋଇନ ଭାବେ ବେସ ପରିଚିତ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅନୁଭବ ମହାନ୍ତି ଙ୍କୁ ଭଲପାଇ ବିବାହ କରିଥିଲେ । ତେବେ ବିବାହ ର ପରବର୍ତ୍ତୀ ସମୟ ରେ କିଛି ପାରିବାରିକ ବିବାଦ ଯୋଗୁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ଏହି ବିବାଦ ର ସମାଧାନ ପାଇଁ କୋର୍ଟ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ ।

ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସମୟ ରେ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫ ରେ ବେସ ଲୋକ ପ୍ରିୟତା ଅଧିକ ରହିଛି ଓ ଏହାର କାରଣ ହେଲା କରୋନା ସମୟ ରେ ସବୁକିଛି ବନ୍ଦ ଥିବା ସମୟ ରେ ଅସହାୟ ଲୋକ ପାଖ ରେ ପହଞ୍ଚି ସାହାର୍ଯ୍ୟ ହାତ ବଢାଇଥିଲେ ବର୍ଷା ପ୍ରିୟଦର୍ଶିନୀ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆଗାମୀ ଦିନ ମାନ ଙ୍କ ଭିତରେ ବର୍ଷା ଙ୍କ ଏକ ନୂଆ ଚଳଚିତ୍ର ବିଜୟିନୀ ଆସିବାକୁ ଯାଉଛି , ତେବେ ଏହି ଚଳଚିତ୍ର ର ଶୁଟିଙ୍ଗ ସେଟ ବର୍ତ୍ତମାନ ସମୟ ରେ ବେସ ଜୋରସୋର ରେ ଚାଲିଛି ଓ ଏହି ଶୁଟିଙ୍ଗ ସେଟ ର କିଛି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁ ପରିମାଣ ଭାଇରାଲ ହବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *