ନିର୍ବାଚନ ପୂର୍ବରୁ ମୋଦିଙ୍କ ବଡ଼ ଘୋଷଣା,ମହିଳାଙ୍କ ଆକାଉଣ୍ଟକୁ ଯିବ ୧୨ ହଜାର ଟଙ୍କା

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ବଡ ଖବର ଆସି ଯାଇଛି ମହିଳା ମାନ ଙ୍କୁ ନେଇ । ହଁ ବନ୍ଧୁ ପ୍ରଧାନ ମନ୍ତ୍ରୀ ମହିଳା ମାନ ଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି । ଖୁସି ଖବର ଟି ହେଉଛି ସମସ୍ତ ମହିଳା ଙ୍କ ଆକାଉଣ୍ଟ କୁ ଆସିବ 12 ହଜାର ଟଙ୍କା , ସାରା ଭାରତ ର ମହିଳା ଙ୍କୁ ମିଳିବ ଏହି ଟଙ୍କା । ନିର୍ବାଚନ ଜିତିବା ପାଇଁ ମହିଳା ମାନ ଙ୍କୁ ଭରସା କଲେ ମୋଦି ।

ଏହି ବଜେଟ ଆସନ୍ତା ଫେବୃଆରୀ ମାସ ରେ ଘୋଷଣା କରା ଯାଇ ପାରେ । ଆଗକୁ ନିର୍ବାଚନ ଥିବାରୁ ପ୍ରଧାନ ମନ୍ତ୍ରୀ ମହିଳା ମାନ ଙ୍କ ପାଇଁ ଏହି ସୁବିଧା ଟି ଆଣିଛନ୍ତି । ଏହା କେବଳ ମହିଳା ସଦସ୍ୟ ମାନ ଙ୍କ ପାଇଁ । ଏହି ଯୋଜନା ରେ ମହିଳା ମାନ ଙ୍କୁ 12 ହଜାର ଟଙ୍କା ମିଳିବ । ଆଗକୁ ସାଧାରଣ ନିର୍ବାଚନ ହେବାକୁ ଅଛି ଓ ନୂଆ ସରକାର ମଧ୍ୟ ଗଢ଼ିବା ର ଅଛି ।

ତାକୁ ଦୃଷ୍ଟି ରେ ରଖି ଏହି ଯୋଜନା ତିଆରି କରିଛନ୍ତି ମାନ୍ୟବର ପ୍ରଧାନ ମନ୍ତ୍ରୀ । ନିର୍ବାଚନ ପାଖେଇ ଆସିଲେ ସରକାର ଲୋକ ଙ୍କ ଆକ୍ତୃଷ୍ଟ କରାଇବା ପାଇଁ ଯୋଜନା ଆଣି ଥାଆନ୍ତି । ବର୍ତ୍ତମାନ ସମୟ ରେ ମା ଓ ଭଉଣୀ ମାନ ଙ୍କ ଭୋଟ ଅତେଇବା ପାଇଁ ପ୍ରଧାନ ମନ୍ତ୍ରୀ ଏହି ଯୋଜନା କରିଛନ୍ତି । ପ୍ରଧାନ କିସାନ ନିଧି ଯୋଜନା ଦୁଇ ଗୁଣା କରିବାକୁ ସରକାର ଚିନ୍ତା କରୁଛନ୍ତି ।

 

ଏହା ହେଲେ ମହିଳା କୃଷକ ଙ୍କ ଆକାଉଣ୍ଟ କୁ 12 ହଜାର ଟଙ୍କା ଲେଖାଏ ଆସିବ । ନିର୍ବାଚନ ପୂର୍ବ ରୁ କିସାନ୍ ନିଧି ଟଙ୍କା ର ଦୁଇ ଗୁଣା ବୃଦ୍ଧି କରି 12 ହଜାର ଟଙ୍କା କରିବା ପାଇଁ ଚିନ୍ତା କରିଛନ୍ତି । କୃଷି ଓ ଅର୍ଥ ମନ୍ତ୍ରଣାଳୟ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି ।  ବଜେଟ ରେ 12ହଜାର କୋଟି ଟଙ୍କା ଖର୍ଚ୍ଚ ହେବ  । ଏହି ଯୋଜନା ରେ ଅନେକ ପୁରୁଷ ଓ ମହିଳା କୃଷକ ମାନେ ବାର୍ଷିକ 6ହଜାର ଟଙ୍କା ପାଉଛନ୍ତି । ବର୍ତ୍ତମାନ ସମୟ ରେ ମହିଳା ମାନ ଙ୍କୁ ଏହା 12 ହଜାର ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।

Leave a Comment