Breaking News

ନବୀନ ସରକାର ମହିଳା ସ୍ଵୟଂ ସାହାୟକ ଗୋଷ୍ଠୀ ମାନଙ୍କୁ ଦେଲେ ବଡ ଉପହାର, ଯଦି ଆପଣ ମିଶନ ଶକ୍ତି ରେ ସଦସ୍ୟ ଅଛନ୍ତି ଏହି ସୁବିଧା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଏସଏଚଜି ଗ୍ରୁପ ଏକ ବଡ ଖବର, ବନ୍ଧୁ ପୂର୍ବ ରୁ ନବୀନ ସରକାର ଏସଏଚଜି ଗୃପ ସହାୟତା କରୁଇଥିବା ସମୟ ରେ ବର୍ତ୍ତମାନ ମୋଦୀ ସରକାର ମଧ୍ୟ ଏକ ବଡ ଘୋଷଣା କରିଛନ୍ତି । ତେବେ ମୋଦୀ ସରକାର ନବୀନ ସରକାର କାର୍ଯ୍ୟ ଅନୁସରଣ କରିଛନ୍ତି । ହଁ ବନ୍ଧୁ ଚଳିତ ବଜେଟ ରେ ମହିଳା ସଶକ୍ତି କରଣ ଦେଇଛନ୍ତି ମୋଦୀ ସରକାର ।

ହଁ ବନ୍ଧୁ ଏହି ବଡ ଘୋଷଣା ଏହି ମହିଳା ମାନ ଙ୍କୁ ବୀନା ଶୁଦ୍ଧ ରେ 1 ଲକ୍ଷ ଟଙ୍କା ମିଳିବ । ଏହି ମୋଦୀ ସରକାର ଙ୍କ ଯୋଜନା ପୂର୍ବ ରୁ ନବୀବ ସରକାର ସାଧାରଣ ନିର୍ବାଚନ ସମୟ ରେ ବିନା ଶୁଦ୍ଧ ରେ ଏସଏଚଜି ମହିଳା ମାନ ଙ୍କୁ ଏହି ଘୋଷଣା କରି ବେସ କଣ ଜିଣି ନେଇଥିଲେ ନବୀନ ସରକାର । ତେବେ ବର୍ତ୍ତମାନ ସମୟରେ ମୋଦୀ ସରକାର 1 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି କିନ୍ତୁ ପୂର୍ବ ରୁ ନବୀନ ସରକାର 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀନା ଶୁଦ୍ଧ ରେ ରୁଣ ଦେବା କୁ ଘୋଷଣା କରିଥିଲେ ରାଜ୍ୟ ସରକଡ଼ ।

ତେବେ ଏହି ରାଜ୍ୟ ରାଜ୍ୟ ସରକାର ଙ୍କ ଯୋଜନା କୁ 6 ମାସ ପରେ କେନ୍ଦ୍ର ବଜେଟ ରେ ଏହା ପ୍ରତିଫଳିତ ହୋଇଛି । ତେବେ ପୁଣି ଥରେ ରାଜ୍ୟ ସରକାର ଅନୁସରଣ କଲେ କେନ୍ଦ୍ର ସରକାର । ଏହି ଯୋଜନା ରେ କେନ୍ଦ୍ର ସରକାର ଠାରୁ ରାଜ୍ୟ ସରକାର ଦୁଇ ପାଦ ଆଗ ରେ ରହିଛନ୍ତି । ତେବେ ବନ୍ଧୁଗଣ ଯେତେବେଲେ ଭାରତ ର ସମସ୍ତ ଚାଷୀ ଙ୍କୁ ପାଇଁ ରୁଣ ଛାଡ କରିବାକୁ ରାଜନୈତିକ ଆରମ୍ଭ ହୋଇଥିଲା ।

ତେବେ ସେହି ସମୟ ରେ ରାଜ୍ୟ ସରକାର କୃଶକ ମାନ ଙ୍କ ପାଇଁ କାଳିଆ ଯୋଜନା ବାହାର କରି ଦେଶ ବିଦେଶ ରେ ପ୍ରଶଂସୀୟ ହୋଇଥିଲେ । ଏହି ଯୋଜନା ସରକାର ରୁଣ ଛାଡ ନୁହେଁ ବରଂ ଚାଷୀ ମାନ ଙ୍କୁ ସୁଦୃଢ କରିବା ପାଇଁ ଏହି ଯୋଜନା ଟି ଆରମ୍ଭ କରିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *