ଧନର ବୃଦ୍ଧି ପାଇଁ ଗୁରୁବାର ଦିନ କରନ୍ତୁ ଏହି ୪ଟି ଉପାୟ, ଏହା ପରେ ଦେଖନ୍ତୁ ଘରକୁ ଧନର ସୁଅ ଛୁଟିବ

ପ୍ରଥମ ଉପାୟ : କୌଣସି ବି ଗୁରୁବାରରେ ତିନୋଟି ଅଭିମନ୍ତ୍ରିତ ଗୋମତୀ ଚକ୍ର , ତିନୋଟି ଧନକାରକ ହଳଦିଆ କଉଡ଼ି , ଏବଂ ତିନୋଟି ହଳଦୀର ଗଣ୍ଠକୁ ଏକା ସାଥିରେ କୌଣସି ହଳଦିଆ କପଡ଼ାରେ ବାନ୍ଧି ତାଙ୍କ ରଖିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଧନର ବୃଦ୍ଧି ହେବାକୁ କେହି ବି ରୋକି ପାରିବେ ନାହିଁ।

ଦ୍ଵିତୀୟ ଉପାୟ : ପ୍ରତ୍ୟେକ ଗୁରୁବାରରେ ତୁଳସ ବୃକ୍ଷ ରେ କ୍ଷୀର ଅର୍ପଣ କରିବା ଦ୍ୱାରା ଆପଣ ଆର୍ଥିକ କ୍ଷେତ୍ରରେ ନିହାତି ସକ୍ଷମ ହେବ, ଘରେ ଆପଣଙ୍କର କୌଣସି ପ୍ରକାରର ଧନର ଅଭବ ରହିବ ନାହିଁ। ଘର ଆର୍ଥିକ ସ୍ଥିତି ଦୃଢ ହେବ । ଯଦି କିଛି ଋଣ କରିଥାନ୍ତି ତେବେ ଯଥା ଶୀଘ୍ର ସେଥିରୁ ଆପଣ ମୁକ୍ତି ପାଇବେ , ନୂଆ ନୂଆ ରୋଜଗାରର ଉପାୟ ମିଳିବ, ପଡି ରହିଥିବା ଆର୍ଥିକ ଯୋଜନା ଗୁଡିକ ଏବେ ସଫଳ ଭାବେ ରୂପାୟନ ହେବ ।

ତୃତୀୟ ଉପାୟ : ଆପଣ ଗୁରୁବାର ଦିନ ପୁଷ୍ପ ନାକ୍ଷାତ୍ରରେ କଳା ହଳଦୀ, କାମାକ୍ଷା ସିନ୍ଦୁର ବା କାମ୍ୟା ସିନ୍ଦୁର ଓ ଗୋବର ର ଧୂପ ଦେଇ ନାଲି କପଡ଼ାରେ ବାନ୍ଧି କିଛି ମୁଦ୍ରା ସହିତ ଅଳ୍ମରିରେରଖି ଦିଅନ୍ତୁ । ଏହା ପ୍ରଭାବରେ ଧନର ବୃଦ୍ଧି ହେବ । କଳା ହଳଦୀ ଅତ୍ୟନ୍ତ ଶୁଭ ଜିନିଷ ଅଟେ ଏହା କାଳୀ ପୂଜା ରେ ମା କାଳୀଙ୍କ ପାଖରେ ଲାଗିଥାଏ ଓ କାମାକ୍ଷା ସିନ୍ଦୁର କାମାକ୍ଷା ମନ୍ଦିରର ଏକ ପଥର ରୁ ନିର୍ମିତ ହୋଇଥାଏ, ଏହାର ବ୍ୟବହାର ଦ୍ଵାରା ଅତ୍ୟନ୍ତ ଶୁଭ ଫଳ ମିଳିଥାଏ ।

ଚତୁର୍ଥ ଉପାୟ : ଯଦି ଆପଣ ଗୁରୁବାରରେ କଦଳୀ ଗଛରେ ଜଳ ଦେଇ ଘିଅ ର ଦୀପ ସର୍ବଦା ଅର୍ପଣ କରନ୍ତି ,ତେବେ ଆପଣଙ୍କ ଜୀବନରେ କେବେ ବି ଆର୍ଥିକ ସମସ୍ୟା ଦେଖା ଯିବ ନାହିଁ । ତଥା ଲକ୍ଷ୍ମୀ ମାଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବା ଓ ଆପଣଙ୍କ ଘର ସର୍ବଦା ଧନଧାନ୍ୟ ରେ ପରିପୂର୍ଣ ରହିବା ।

Leave a Comment