Breaking News

ଦେଖନ୍ତୁ Viral ଭିଡିଓ – ପ୍ରଥମ ଥର ପାଇଁ ଇତିଙ୍କୁ (Sucharita) ପୁରୀ ବୁଲେଇନେଲେ ଆରବ (Sanoja)

ଦର୍ଶକ ବନ୍ଧୁ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ସିନ୍ଦୁର ଅଧିକାର ଆପଣ ମାନେ ନିଶ୍ଚୟ ଦେଖୁଥିବେ । ତେବେ ବନ୍ଧୁଗଣ ଏହି ଧାରାବାହିକ ଟି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛି । ଏହି ଧାରାବାହିକ ରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ପାଇଁ ଏହି ଧାରାବାହିକ ଟି ବେସ ଲୋକ ପ୍ରିୟ ହୋଇପାରିଛି ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ଧାରାବାହିକ ରେ ଅଭିନୟ କରୁଥିବା ଆରବ ଙ୍କୁ ନିଶ୍ଚୟ ଜାଣିଥିବେ , ତେବେ ଆରବ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିଛନ୍ତି ଓ ତାଙ୍କ ଜବରଦସ୍ତ ଅଭିନୟ ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି । ଠିକ ସେହିଭଳି ଆପଣ ମାନେ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ଇତି ଙ୍କୁ ନିଶ୍ଚୟ ଭାବେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ।

ତେବେ ବନ୍ଧୁଗଣ ଆରବ ଓ ଇତି ବର୍ତ୍ତମାନ ସମୟ ରେ ବେସ ଲୋକ ପ୍ରିୟ ଯୋଡି ଭାବେ ପରିଚିତ ଏହି ଦୁଇ ଯୋଡି ଦର୍ଶକ ମାନେ ବହୁତ ସାରା ଭଲପାଇବା ଦେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଏହି ଭାଇରାଲ ଭିଡିଓ ରେ ଉଭୟ ପୁରୀ ସମୁଦ୍ର କୁଳ ରେ ବହୁର ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.