ଦର୍ଶକ ବନ୍ଧୁ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ସିନ୍ଦୁର ଅଧିକାର ଆପଣ ମାନେ ନିଶ୍ଚୟ ଦେଖୁଥିବେ । ତେବେ ବନ୍ଧୁଗଣ ଏହି ଧାରାବାହିକ ଟି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛି । ଏହି ଧାରାବାହିକ ରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ପାଇଁ ଏହି ଧାରାବାହିକ ଟି ବେସ ଲୋକ ପ୍ରିୟ ହୋଇପାରିଛି ।
ତେବେ ବନ୍ଧୁଗଣ ଆପଣ ମାନେ ଏହି ଧାରାବାହିକ ରେ ଅଭିନୟ କରୁଥିବା ଆରବ ଙ୍କୁ ନିଶ୍ଚୟ ଜାଣିଥିବେ , ତେବେ ଆରବ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିଛନ୍ତି ଓ ତାଙ୍କ ଜବରଦସ୍ତ ଅଭିନୟ ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି । ଠିକ ସେହିଭଳି ଆପଣ ମାନେ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ଇତି ଙ୍କୁ ନିଶ୍ଚୟ ଭାବେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ।
ତେବେ ବନ୍ଧୁଗଣ ଆରବ ଓ ଇତି ବର୍ତ୍ତମାନ ସମୟ ରେ ବେସ ଲୋକ ପ୍ରିୟ ଯୋଡି ଭାବେ ପରିଚିତ ଏହି ଦୁଇ ଯୋଡି ଦର୍ଶକ ମାନେ ବହୁତ ସାରା ଭଲପାଇବା ଦେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଏହି ଭାଇରାଲ ଭିଡିଓ ରେ ଉଭୟ ପୁରୀ ସମୁଦ୍ର କୁଳ ରେ ବହୁର ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ