Breaking News

ଦେଖନ୍ତୁ ଭିଡିଓ କେମିତି ଶାଶୁ ଘରେ ମାଣବସା ଗୁରୁବାର କରୁଛନ୍ତି ଓଡିଆ ଅଭିନେତ୍ରୀ ଝିଲ୍ଲିକ, ବଙ୍ଗାଳୀ ଝିଅରୁ ହେଲେ ଖାଣ୍ଟି ଓଡିଆଣୀ ବୋହୂ, ନିଶ୍ଚୟ ଗୋଟିଏ ସେୟାର କରନ୍ତୁ – Ollywood

ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଧମାଲ୍ କରିଛନ୍ତି ବଙ୍ଗଳା ହୀରୋଇନି ଝିଲିକ୍ ଭଟ୍ଟାଚାର୍ଯ୍ୟ । ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇଙ୍କ ବିବାହ କରିଛନ୍ତି। ପ୍ରୀତି ରଞ୍ଜନ ଘଡେଇଙ୍କୁ ବିବାହ କରିସାରିଲା ପରେ ଏବେ ବଙ୍ଗଳାରୁ ଓଡ଼ିଆ ବୋହୂ ହୋଇଯାଇଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ ।ତେବେ ବଙ୍ଗଳା ରୁ ଓଡ଼ିଆ ସାଜିଛନ୍ତି ନା ଙ୍କୁ ମାତ୍ର ନୁହେଁ ନିଜର ଓଡ଼ିଆ ସବୁ ନୀତି ନିୟମ ଏବଂ ସବୁ ନୀତନିୟମ କୁ ପାଳନ କରୁଥିବାରୁ ନଜର ଆସିଛନ୍ତି ।

ଏବଂ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛନ୍ତି । ଆଜି ପୁଣି ଚର୍ଚ୍ଚାରେ ପାଲଟିଛନ୍ତି ଓଡ଼ିଆ ନବ ବଧୂ ତଥା ବଙ୍ଗାଳି ଅଭିନେତ୍ରୀ ଝିଳିକ୍ ଭଟ୍ଟାଚାର୍ଯ୍ୟ ଆଜି ନିଜ ଶାଶୁ ଘରେ ଗୁରୁବାର ଓଷା ପାଳନ କରୁଥିବାରୁ ଦେଖି ବାକୁ ମିଳିଛି ।

ସେଥିରେ ଧାନ୍ୟ ମଗ୍ନ ହେଇ ଓ ଭଗବାନ ଙ୍କୁ ମୁଣ୍ଡିଆ ମାରୁଥିବାରୁ ଓ ପାଖରେ ଥିବା ପିଠା ଯାହା ଦର୍ଶାଉ ଥିଲା ଝିଲୀକ୍ ଙ୍କ ଭକ୍ତି ଓ ନିବେଦନ ଭଗବାନ ପାଖକୁ ନିଶ୍ଚୟ ପହଁଚିଛି ଏବଂ ଝିଳିକ ଏବେ ପୁରା ଖାଣ୍ଟି ଓଡିଆ ଆଣି ବୋହୂ।  ଓଡ଼ିଆ ଆଣି ବୋହୂ ହୋଇ ମଧ୍ୟ ଅନେକ ଯିଏକି ଓଡ଼ିଆ ପରମ୍ପରା ଜାଣିନାହାନ୍ତି । ସେ ପ୍ରତି ଟି ପରମ୍ପରା ଓଷା ବାର କୁ ଏମିତି ଢଙ୍ଗରେ ପାଳନ କରୁଛନ୍ତି ।

ଯେମିତି କି ସେତ୍ରକି ଓଡ଼ିଆଣୀ କାହିଁକି ନାଁ ଝିଳୀକ୍ ବଙ୍ଗଳା ହୋଇଥିବାରୁ ଓଡ଼ିଆର ରିତିନୀୟମ୍ ଏତେ ଜଣା ନାହିଁ । ତଥାପି ସେ ଯେତିକି କରୁଛନ୍ତି ତାହା ତାଙ୍କୁ ସମ୍ମାନ ଦଉଚି । ତାଙ୍କର ମଧ୍ୟ ସମ୍ମାନ ଯୋଗ୍ୟ ତେବେ ଝିକିକ୍ ଆଜି ଗୁରୁବାର ଓଷା ପାଳନ କରିଛନ୍ତି ନିଜ ଶାଶୁ ଘରେ । ଏବଂ ଏହି ପାଳନ ସମୟର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 

ଯାହାକି ଏବେ ବେଶ୍ ଦୂତ ଗତିରେ ଭାଈରାଲ୍ ହେବା କୁ ଲାଗିଚି । ଲୋକ ମାନେ ମଧ୍ୟ ଝିଲିକି ଙ୍କୁ ଏହି କାଯ୍ୟା ପାଇଁ ବହୁ ପସଂଶା କରିଛନ୍ତି ଏବଂ ତାଙ୍କର କାର୍ଯ୍ୟ ପାଇଁ ସାବାସି ମଧ୍ୟ ଜଣାଇଛନ୍ତି । ଝିଲିକୀ ଙ୍କ ପଦକ୍ଷେପ ଆପଣଙ୍କୁ କିପରି ଲାଗୁଛି ଆମକୁ କମେଣ୍ଟ କରି ଜଣାନ୍ତୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *