Breaking News

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ମାଳିକାର ଭବିଷ୍ୟବାଣୀ ସତ ହେଲା ଏବଂ ମିଳିଲା ବଡ ପ୍ରମାଣ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ବ୍ରହ୍ମ କମଳ ଫୁଲ ବିଷୟ ରେ କିଛି ଜାଣିବା , ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଫୁଲ ରେ ଅନେକ ମାହାତ୍ମ୍ୟ ରହିଛି । ଏହି ଫୁଲ ଟି ଅତି ଦୁର୍ଲଭ ଓ ଦୁର୍ମୁଲ୍ୟ । ଏହା ଗୋଟିଏ ନିଦ୍ଦିଷ୍ଟ ଋତୁ ରେ ଏହି ଫୁଲ ଟି ଫୁଟି ଥାଏ ଓ ଏହି ଫୁଲ କୁ ଫୁଲ ମାନ ଙ୍କ ସମ୍ରାଟ ବୋଲି କୁହାଯାଏ । ଜଗନ୍ନାଥ ଙ୍କ ଅତି ପ୍ରିୟ ଫୁଲ ହଉଛି ଏହି ବ୍ରହ୍ମ କମଳ ବା ପାରିଜାତ ଫୁଲ ।

ଏଗୁ ସ୍ଵର୍ଗ ବା ଦେବଲୋକ ରେ ଫୁଟିଥାଏ , କିନ୍ତୁ ବର୍ତମାନ ଆଜି କାଲି ଏହି ଫୁଲ ଟି ଘର ବଗିଚା ମାନ ଙ୍କ ରେ ଫୁଟିବାକୁ ଲାଗିଲାଣି । ବନ୍ଧୁଗଣ ପ୍ରାୟ ବ୍ୟକ୍ତି ଏହି ଗଛ ଲଗାଇଥାନ୍ତି ଓ ଯେବେ ଫୁଲ ଫୁଟିଥାଏ ସେହି ଫୁଲ ଟି କୁ ନେଇ ଜଗନ୍ନାଥ ଙ୍କ ପାଖ ରେ ଲୋକ ମାନେ ସମର୍ପଣ କରିଥାଆନ୍ତି । ଭାଗ୍ଯ ରେ ଥିଲେ ଏହି ଫୁଲ ଫୁଟିଥାଏ ।

ବନ୍ଧୁଗଣ ପୁରାଣ ଦ୍ଵାପର ଯୁଗ ର କିମ୍ବଦନ୍ତୀ ଜଡ଼ିତ ରହିଛି ଏହି ଫୁଲ ବର୍ଷ କୁ ଦୁଇ ଠାରେ ଫୁଟିଥାଏ ତାହା ପୁଣି ରାତି ରେ , ଏହାର ଜୀବନ ସୀମା ୫ ରୁ ୬ ମାସ ପର୍ଯ୍ୟନ୍ତ ଥାଏ । ବନ୍ଧୁଗଣ ବର୍ତ୍ତମାନ ଏହା ଘର ବଗିଚା ରେ ଫୁଟିଥିବାର ଦେଖିବାକୁ ମିଳିଛି , ତାହେଲେ ଠିକ ସେହିଭଳି ମହାପ୍ରଭୁ ଙ୍କ ଅତି ପ୍ରିୟ ବ୍ରହ୍ମ କମଳ ଫୁଟୁଛି ଅଚ୍ୟୁତ ନନ୍ଦ ଙ୍କ ଗୁପ୍ତ ପଦ୍ମବନ ଆଶ୍ରମ ରେ । ହଁ ବନ୍ଧୁ ଅଚ୍ୟୁତ ଙ୍କ ଗୁପ୍ତ ପଦ୍ମବନ ରେ ଏହା ବର୍ଷ ର ଆଷାଡ ମାସ ରେ ପ୍ରତି ବର୍ଷ ଫୁଟିଥାଏ ଓ ବର୍ତ୍ତମାନ ମଧ୍ୟ ଫୁଟୁଛି । ଏହି ବ୍ରହ୍ମ କମଳ ଫୁଲ କୁ ଦେଖିବା ପାଇଁ ବହୁତ ଭକ୍ତ ଦେଖିବାକୁ ଆସିଛନ୍ତି । ବନ୍ଧୁଗଣ ସେଠାକାର ଜଣେ ଅଚ୍ୟୁତ ଙ୍କ ଭକ୍ତ କହିଛନ୍ତି ଯେ ଏହି ଫୁଲ ଟି ବର୍ଷ କୁ ତିନି ଥର ଫୁଟିଥାଏ ବୋଲି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ପାଣିରେ ଜଳୁଛି ଦୀପ !

ଭାରତରେ ରହିଥିବା ବିଭିନ୍ନ ଧର୍ମ ସ୍ଥାନ ଗୁଡିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି ସେଗୁଡିକର ପୌରାଣିକ ଗ୍ରନ୍ଥା ଓ ଚମତ୍କାରୀର ରହସ୍ୟ …

Leave a Reply

Your email address will not be published.