ଦୂର୍ଗା ପୂଜା ରେ ମା ଦୂର୍ଗାଙ୍କ ଆର୍ଶୀବାଦରୁ ଏହି ସବୁ ରାଶିର ବ୍ୟକ୍ତି ପ୍ରଚୁର ଧନ ମିଳିବ

ଆଜି ହେଉଛି ପବିତ୍ର ଦଶହରା ପର୍ବ । ଏହି ଦଶହରା ପର୍ବରେ ମା ଦୁର୍ଗାଙ୍କ ଆଶୀର୍ବାଦ ଆପଣଙ୍କୁ ଓ ଆପଣଙ୍କ ପରିବାର ଉପରେ ସର୍ବଦା ଲାଗି ରହିଥା ଉ ।ଏହି ମାସରେ ମା ଦୁର୍ଗା ଧରା ପୃଷ୍ଟରେ ଅଭତ୍ତରଣ କରିଥାନ୍ତି । ମାଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ସର୍ବଦା ଲାଗି ରହିଥାଏ । ୧୨ ଗୋଟି ରାଶିମାନଙ୍କର ମଧ୍ୟରୁ ମା ଦୁର୍ଗା ଆଠ ଗୋଟି ରାଶି ଉପରେ ଅଧିକା ପ୍ରସନ୍ନ ହେବାକୁ ଯାଉଛନ୍ତି ।

ସେହି ଆଠ ଗୋଟି ରାଶିମାନଙ୍କର ଭାଗ୍ୟ ଅଚାନକ ବଦଳିଯିବ । ସେହି ଆଠ ଗୋଟି ରାଶି ମାନଙ୍କର ଭାଗ୍ୟରେ ସୁନାର ସୁଯୋଗ ମିଳିବ । ସୁନଭଳି ସେମାନଙ୍କର ଭାଗ୍ୟ ଚମକି ଉଠିବ । ସେହି ଭଗ୍ୟଶାଲି ରାଶିମାନେ କେଉଁ ମାନେ ଅଟନ୍ତି । କାହାର ଉପରେ ମା ଦୁର୍ଗାଙ୍କର ଆଶୀର୍ବାଦ ର ଅଶେଷ କୃପା ପଡ଼ିବାକୁ ଯାଉଚି ସେମାନଙ୍କ ପରିବାରରେ । ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଆମେମାନେ ସେହି ରାଶି ଉପରେ ଆଲୋଚନା କରିବା । ମା ଦୁର୍ଗାଙ୍କର ଆଶୀର୍ବାଦ ଯେଉଁମାନଙ୍କ ଉପରେ ପଡ଼ିବ ଓ ସେମାନଙ୍କ ରାଶି ବିଷୟରେ ।

ଯେତେବେଳେ ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ସେତେବେଳେ ମନ୍ୟୁଷ ଜୀବନରେ ଅନେକକିଛି ପରିବର୍ତ୍ତନ ଆସିଥାଏ । ଏହି ଦୁର୍ଗା ପୂଜାରେ ଗ୍ରହମାନଙ୍କର ଗତିବିଧିରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ଓ ନକ୍ଷତ୍ରର ପରିବର୍ତ୍ତନ ରାଶିଚକ୍ର ରାଏହି ବାର ଗୋଟି ରାଶି ଉପରେ ପ୍ରଭାବ ପକାଇ ଥାଏ । ତେଣୁ ଏହି ମହା ସଂଯୋଗ ପବିତ୍ର ଦୁର୍ଗା ପୂଜାରେ ଘଟୁଥିବାରୁ ଏହି ଆଠ ଗୋଟି ରାଶିଙ୍କ ଉପରେ ଆଶୀର୍ବାଦ କରିବାକୁ ଯାଉଛନ୍ତି ନିଜେ ମା ଦୁର୍ଗା ଯାହା ଫଳରେ ଏହି ରାଶି ମାନଙ୍କର ଭାଗ୍ୟ ପବିତ୍ର ଦଶହରା ପର୍ବରେ ସୁନା ଭଳି ଚମକି ବାକୁ ଯାଉଛି ।

କୌଣସି ସମସ୍ୟା ଆପଣଙ୍କ ଜୀବନରେ ରହିବନହିଁ । ଆପଣ କାହା କଥାରେ ମୁଣ୍ଡ ପୁରେଇବା ଦରକାର ନାହିଁ। ଅଯଥା ଯୁକ୍ତି ତର୍କରୁ ଆପଣ ଦୂରେଇ ରୁହନ୍ତୁ। ବ୍ୟାପାର ବାଣିଜ୍ୟରେ ଭଲ ଲାଭ ହେବ । କାରବାରରେ ବୃଦ୍ଧି ହେବ । କାରବାରରେ କୌଣସି ଜିନିଷର ଅଭାବ ରହିବା ନାହିଁ । ଆୟରେ ମଧ୍ୟ ବୃଦ୍ଧି ଘଟିବ, ଆପଣଙ୍କର ମଧ୍ୟ ଆୟରେ ବୃଦ୍ଧି ହେବା ସହ ଖର୍ଚ୍ଚରେ ବୃଦ୍ଧି ଘଟିବ ।

ଅନାବଶ୍ୟକ ଖର୍ଚ୍ଚରେ ବୃଢିହେବାର ସମ୍ଭାବନା ରହିଛି । ତେଣୁ ସେଥିପ୍ରତି ଆପଣ ସଚେ ତନ ରୁହନ୍ତୁ । ଆପଣଙ୍କ ପରିବାର ପାଇଁ ଆପଣଙ୍କ କର୍ତ୍ୟବ ବହୁତ ଭଲ ରହିବ । ସମସ୍ତେ ଆପଣଙ୍କ ପ୍ରତି ଖୁସି ହେବେ । ଆପଣଙ୍କ ପରିବାରରେ ହସ ଖୁସି ର ବାତାବରଣ ଲାଗି ରହିବ । ଆପଣ ବେଶୀ ଭାବ ସ୍ୱଭାବର ହୁଅନ୍ତୁ ନାହିଁ କାହିଁକି ନା ଏହାଦ୍ବାରା ଆପଣଙ୍କ ହୃଦୟକୁ ଆଘାତ ଲାଗିପାରେ ,ସେଥି ପାଇଁ ଆପଣ ଦୁଃଖୀ ମଧ୍ୟ ହୋଇପାରନ୍ତି ।

ମା ଦୂର୍ଗାଙ୍କ କୃପାରୁ ଏହି ରାଶିର ଅନ୍ତାଗର୍ତ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ କ୍ଷେତ୍ର ରେ ସଫଳତା ହାସିଲ ହେବ ଓ ଉନ୍ନତି ମଧ୍ୟ ହାସଲ ହେବ । ଏହି ରାଶିର ବ୍ୟକ୍ତିମାନେ ଅପାର ସମ୍ପତ୍ତିର ମାଲିକ ହେବେ । ଏମାନେ କୋଟିପତି ରାସ୍ତାରେ ଚାଲିବାକୁ ଯାଉଛନ୍ତି ଏବଂ ଏମାନଙ୍କ ଉପରେ ଧନର ବର୍ଷା ହେବ । ଏହି ରାଶିର ବ୍ୟକ୍ତିଙ୍କ ମାନଙ୍କୁ ସନ୍ତାନ ମାନଙ୍କ ଠାରୁ ଖୁସି ଖବର ମିଳିବ ।

ଏହି ରାଶିର ବ୍ୟକ୍ତିମାନେ ଦାମ୍ପତ୍ୟ ଜୀବନ ଅଧିକ ସୁଖମୟ ହେବ । ଜୀବନସାଥି ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ ଏଵଂ ଜୀବନରେ କୌଣସି ବାଧାବିଘ୍ନ ଦେଖାଯିବ ନାହିଁ ।  ତେଣୁ ଦର୍ଶକ ବନ୍ଧୁ ଏହିସବୁ ରାଶିମନେ ହେଉଛନ୍ତି ଧନୁ ରାଶି ,ବୃଷ ରାଶି , ତୁଳା ରାଶି , ମେଷ ରାଶି , କନ୍ୟା ରାଶି , କୁମ୍ଭ ରାଶି , ସିଂହ ରାଶି ଓ ମୀନ ରାଶି ।

ତେଣୁ ଦର୍ଶକ ବନ୍ଧୁ ଆପଣମାନଙ୍କ ମଧ୍ୟରୁ ଯଦି କାହାର ରାଶି ଏହିସବୁ ମଧ୍ୟରେ ଥା ଏ ତେବେ ଜୟ ମା ଦୁର୍ଗା ଲେଖି ଦିଅନ୍ତୁ ।

Leave a Comment