ନମସ୍କାର ଦର୍ଶକ ବନ୍ଧୁମାନେ, ଆଜିର ଏହି ଲେଖା ମାଧ୍ୟମରେ ଆମେ ଜାଣିବା ପବିତ୍ର ଦୂର୍ଗା ପୂଜା ଠାରୁ ଏହି ସମସ୍ତ ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟରେ ବଡ ପରିବର୍ତ୍ତନ ହେବା ପାଇଁ ଯାଉଛି, ମା ଦୂର୍ଗାଙ୍କ କୃପାରୁ ଏମାନଙ୍କ ର ସବୁ ସମସ୍ଯା ଦୂର ହେବା ପାଇଁ ଯାଉଛି ।
ବନ୍ଧୁମାନେ ଆପଣ ମାନେ ଏକଥା ଜାଣିଥିବେ ଯେତେବେଳେ ଭଗବାନ ମଣିଷ ଉପରେ କୃପା ଦୃଷ୍ଟି ବର୍ଷା କରିଥାନ୍ତି ତାଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ । ଚଳିତ ବର୍ଷ ଏହି ପବିତ୍ର ଦୂର୍ଗା ପୂଜା ସମୟରେ ଗ୍ରହ ନକ୍ଷତ୍ର ମାନଙ୍କର ଗତି ବିଧିରେ ବହୁତ ବଡ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏହା ଦ୍ଵାରା ଏହି ରାଶିର ବ୍ୟକ୍ତିମାନଙ୍କୁ ଶୁଭଫଳ ମିଳିବ ।
ଗ୍ରହ ଓ ନକ୍ଷତ୍ର ମାନଙ୍କର ପରିବର୍ତନ ରାଶି ଚକ୍ରର ୧୨ ଗୋଟି ରାଶିଙ୍କ ଉପରେ ପଡିଥାଏ । ଚଳିତ ବର୍ଷ ଦୂର୍ଗା ପୂଜା ପର ଠାରୁ ମା ଜଗତ ଜନନୀ ଦୂର୍ଗାଙ୍କର ପ୍ରଭାବ ଏହି ୬ଟି ରାଶି ମାନଙ୍କ ଉପରେ ପଡିବା ପାଇଁ ଯାଉଛି । ଯାହା ଦ୍ଵାରା ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ଦୂର୍ଗା ପୂଜା ଠାରୁ ହୀରା ପରି ଚମକିବ ।
କୁମ୍ଭ ରାଶି – କୁମ୍ଭ ରାଶି ଉପରେ ମା ଦୂର୍ଗାଙ୍କର ବିଶେଷ କୃପା ଦୃଷ୍ଟି ରହୁଛି । ଏହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକ ଯୋଜନା ସଫଳ ହେବ, ସେମାନଙ୍କର ବାଣିଜ୍ୟରେ ଉନ୍ନତି ଆସିବ । ଅଧିକ ମାତ୍ରାରେ ଫଳ ମିଳିବ, ଯୋଜନା ଅନୁଯାଇ ସେମାନଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ, ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ।
ସିଂହ ରାଶି – ସିଂହ ରାଶିର ବ୍ୟକ୍ତିମାନଙ୍କ ଉପରେ ଅଶେଷ କୃପା ପ୍ରାପ୍ତି ହେବା ପାଇଁ ଯାଉଛି, ଯାହା ଦ୍ଵାରା ଆପଣଙ୍କ ପାଇଁ ଆସୁଥିବା ସମୟ ବହୁତ ଖାସ ରହିବ । ବିଦ୍ୟାର୍ଥୀ ମାନେ ତାଙ୍କ କାର୍ଯ୍ୟ ସଫଳତା ପାଇବେ । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାର ମିଳିବାର ନୂଆ ରାସ୍ତା ମିଳିଯିବ । ଆର୍ଥିକ ସମସ୍ୟା ଦୂର ହେବ ଓ ସବୁ ସମସ୍ୟା ଦୂର ହୋଇଯିବ ।
କନ୍ୟା ରାଶି – କନ୍ୟା ରାଶିର ବ୍ୟକ୍ତିଙ୍କ ଉପରେ ମା ଦୂର୍ଗାଙ୍କ ଅଶେଷ କୃପା ପଡିବା ପାଇଁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କର ସମସ୍ତ ଖରାପ ଦିନର ଅବସାନ ଘଟିବ । ଆଗାମୀ ସମୟ ଆପଣଙ୍କ ବହୁତ ଅନୁକୂଳ ରହିବ ଚାକିର ଓ ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ଉନ୍ନତି ଆସିବ । ପରିଶ୍ରମର ଭଲ ମିଳିବ ଓ ରୋଗ ଦୁଃଖ କଷ୍ଟ ଦୂର ହେବ ।
ତୁଳା ରାଶି – ତୁଳା ରାଶିର ବ୍ୟକ୍ତି ମାନଙ୍କ ଉପରେ ମା ଦୂର୍ଗାଙ୍କର ଅଶେଷ କୃପା ରହିଛି । ଆଗାମୀ ଦିନରେ ତୁଳା ରାଶିର ବ୍ୟକ୍ତି ମାନେ ଆଗାମୀ ଦିନରେ ଏକ ବଡ ଖୁସି ଖବର ପାଇବେ । ଦାମ୍ପତ୍ୟ ଜୀବନର ସବୁ କଳହର ସମାପ୍ତ ହେବ ଓ ଆଗାମୀ ଦିନରେ ଦାମ୍ପତ୍ୟ ଜୀବନ ଖୁସିରେ ଅତିବାହିତ ହେବ । ପୁରୁଣା ରୋଗରୁ ଉପସମ ପାଇବେ । ସାମାଜିକ କ୍ଷେତ୍ରରେ ଆପଣ ମାନଙ୍କର ଅନେକ ଖ୍ୟାତି ବଢିବ ଓ ବେପାର ରେ ବୃଦ୍ଧି ହେବ ।
ମେଷ ରାଶି – ମେଷ ରାଶିର ବ୍ୟକ୍ତିଙ୍କ ଉପରେ ମାତା ଦୂର୍ଗାଙ୍କ କୃପା ଦୃଷ୍ଟି ପଡିବା ପାଇଁ ଯାଉଛି ଯାହା ଦ୍ଵାରା ଏହି ରାଶିର ବ୍ୟକ୍ତି ମାନଙ୍କର ଆଗାମୀ ଦିନ ଅତି ଖୁସିରେ କଟିବା । ମହିଳା ମାନେ ନିଜର ସମୟକୁ ହସ ଖୁସିରେ କାଟିବେ, ଆପଣ ମାନେ ନିଜର ଗଚ୍ଛିତ ଅର୍ଥକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ । କର୍ମ କ୍ଷେତ୍ରରେ ପଦ ଉନ୍ନତି ହେବ । ଆର୍ଥିକ ସମସ୍ୟାର ଅନ୍ତ ହେବ । ପାରିବାରିକ ଜୀବନରେ ହସ ଖୁସି ଲାଗି ରହିବ ।