ଦିନେ ଯାହାଙ୍କ କଥା ମିହିର ଦାସଙ୍କ ସହ ହେସିଥିଲା ସେ ଆଉ ନାହାଁନ୍ତି….

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆ ରେ ବହୁ ଯୁବକ ଯୁବତୀ ଅଛନ୍ତି ଯେଉଁ ମାନେ କି ନିଜ କଳା ପାଇଁ ବେଶ୍ ଲୋକ ପରିଚିତ । ଆଜି ଆମେ ଏମିତି ଜଣେ ମହିଳା ଙ୍କ ବିଷୟ ରେ ଜାଣିବା ଯିଏ ନିଜ ଦୁଇ ପଦ କଥା ପାଇଁ ବେଶ୍ ଭାଇରାଲ ହୋଇଥିଲେ ଓ ଭାଇରାଲ ହୋଇଥିବା ମହିଳା ଜଣକ ଆଜି ମୃତ୍ୟୁ ବରଣ କରିଛନ୍ତି । ଆପଣ ମାନେ ଓଟିଭି ରେ ପ୍ରସାରିତ ହେଉଥିବା ଆଶା ର ଆଲୋକ ଦେଖିଥିବେ ।

ପୂର୍ବ ରୁ ପ୍ରସାରିତ ଥିବା ଏକ କାହାଣୀ ଯେଉଁ ସମୟ ରେ ମିହିର ଦାସ ସମ୍ଭାଳିଥିଲେ ଏହି ସୋ କୁ , ଏହି ସମୟ ରେ ଜଣେ ମହିଳା ଦୁଇ ପଦ୍ କଥା କହିଥିଲେ ଓ ଏହି କଥା ଟି ହେଲା ଆମେ ତ ଯାତ୍ରା ରୁ ଭଲ ପାଇ ଚାଲି ଆସିଲୁ ଶେଷ ରେ ବଡ ମା ଆଉ ସାନ ମାଆ କୁ ମିଛ ଠାରେ ଦୋଷ ଦେଉଛନ୍ତି । ବର୍ତ୍ତମାନ ସମୟ ରେ ଏହି ଲୋକ ପରିଚିତ ମହିଳା ଜଣକ ମୃତ୍ୟୁ ଘଟିଛି ।

ସ୍ବର୍ଗତ ମିହିର ଦାସ ପଚାରିଥିଲେ ମା ଭଲ ଟା କୋଉଠୁ ପାଇଲ ମହିଳା କହିଥିଲେ ଯାତ୍ରା ଆଉ । ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ଭାଇରାଲ ହୋଇଥିଲା । ବର୍ତ୍ତମାନ ସମୟ ରେ ମଧ୍ୟ ଏହି କଥା ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେଉଛି କିନ୍ତୁ ଦୁଃଖ ର କଥା ଯେ ଆଉ ସେ ମହିଳା ନାହାଁନ୍ତି ଏ ଦୁନିଆ ରେ ।

ନିଜ ଛୋଟ ଛୋଟ ପିଲା ଙ୍କୁ ଛାଡି ଆର ପାରି କୁ ଚାଲି ଯାଇଛନ୍ତି ଏହି ମହିଳା ଜଣକ । ଭୁଲ ଅସ୍ତ୍ରୋପଚାର ପାଇଁ ତାଙ୍କ ଜୀବନ ଚାଲି ଯାଇଛି ବୋଲି ସୂଚନା ମିଳିଛି । ବର୍ତ୍ତମାନ ସମୟ ରେ ସ୍ବାସ୍ଥ୍ୟ କେନ୍ଦ୍ର ସାମ୍ନା ରେ ମୃତ ଶରୀର କୁ ରଖି କ୍ଷତି ପୂରଣ ମାଗୁଛନ୍ତି ସମ୍ପର୍କୀୟ ମାନେ । କଟକ ଟାଙ୍ଗୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସି  ମୃତ ବରଣ କରିଛନ୍ତି ବୋଲି ସମ୍ପର୍କୀୟ ମାନେ କହିଛନ୍ତି ।

 

ମହିଳା ଜଣକ ନାମ ହେଲା ନଖି ସୁଣ୍ଠି , ଆଉ ଏହି ଦୁନି ନଖୀ ନାନୀ ନାହାଁନ୍ତି । ସ୍ୱର୍ ରହିଗଲା କିନ୍ତୁ ମଣିଷ ଏ ଦୁନିଆ ଛାଡ଼ି ଆର ପାରି କୁ ଚାଲି ଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ର ରେ ଭୁଲ ଅସ୍ତ୍ରୋପଚାର ପରେ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରା ଯାଇଥିଲା ଓ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।।

Leave a Comment