Breaking News

ଦିଘାରେ ପୁରୀ ଢାଞ୍ଚାରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର, ୧୨୮ କୋଟି ଟଙ୍କା ବ୍ୟୟ ବରାଦ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପୁରୀ ର ଶ୍ରୀ ଜଗନ୍ନାଥ ଙ୍କ ଭଳି ଏକ ମନ୍ଦିର ତିଆରି କରିବେ ଦିଦି , ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ ଯେ କେଉଁଠାରେ ପୁରୀ ର ଶ୍ରୀ ଜଗନ୍ନାଥ ଙ୍କ ଭଳି ତିଆରି ହେବ ଓ ତାଙ୍କୁ କେଉଁ ଦିଦି କରିବେ , ତାହେଲେ ଆସନ୍ତୁ ଏହା ଋ ବିଷୟ ରେ ସଂପୂର୍ଣ୍ଣ ଖବର ଟି ବିଷୟ ରେ ଜାଣିବା ।

ତାହେଲେ ବନ୍ଧୁଗଣ ଏହି ପୁରୀ ର ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଭଳି ଏକ ମନ୍ଦିର ତିଆରି କରିବେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଓ ସେ ଦିଘା ରେ ନିର୍ମାଣ କରିବେ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଓ ସେଥିପାଇଁ 128 କୋଟି ଟଙ୍କା ଖର୍ଚ୍ଚ ବରାଦ କରିଛନ୍ତି । ଗୁରୁବାର ଦିନ ସନ୍ଧ୍ୟା ରେ କୋଲକାତା ପୌରଭୋଟର ଏକ ନିର୍ବାଚନ ସଭା ରେ ସେ ଏହି କଥା ଟି କହିଛନ୍ତି ଓ ସେଥିପାଇଁ ସେ ଅର୍ଥ ବରାଦ କରିଛନ୍ତି ବୋଲି କହିଛନ୍ତି ।

ତେବେ ଦିଦି କହିଛନ୍ତି ଯେ ସେ ଦିଘା ରେ ଶ୍ରୀ ଜଗନ୍ନାଥ ମନ୍ଦିର ତିଆରି କରିବା କୁ ସେ ଚାହିଞ୍ଛନ୍ତି , ତେବେ ସେ ପ୍ରାୟ ଦୁଇ ବର୍ଷ ତଳେ ଦିଘା ଗସ୍ତ ରେ ରେ ଯାଇ ସମୁଦ୍ର କଡ ରେ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପରିଦର୍ଶନ କରିଥିଲେ ଓ ସେହି ମନ୍ଦିର ଟି କୁ ସେ ପୁରୀ ଭଳି ବଡ ମନ୍ଦିର ତିଆରି କରିବେ ବୋଲି ସିଦ୍ଧାନ୍ତ ନେଇଥିଲେ ।

ତବେ ଦେଶ ରେ ବିଜେପି ପ୍ରଚାର କରୁଛି ବାଂଲା ରେ ଦୂର୍ଗା ପୂଜା କରିବା କୁ ବାଧା ଦିଆହୁଏ , ତେବେ ଯେଉଁ ମାନେ କହୁଥିଲେ ମମତା ପୂଜା କରିବାକୁ ଅନୁମତି ଦେଉ ନାହାଁନ୍ତି ସେହିମାନ ଙ୍କୁ ଉଚିତ ଜବାବ ଦେଇ ମମତା କହିଛନ୍ତି ଯେ ବାଂଲା ବିଶ୍ଵ ରେ ଶ୍ରେଷ୍ଠ କରାଇବି ବୋଲି ଯେଉଁ କଥା ଦେଇଥିଲେ ଏହା ତାହା ପୂରଣ କରୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.