ତିନି ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ବାଛାନ୍ତୁ, ହୁଏତ ଆପଣ ତିନି ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ବେଳେ ଦ୍ଵନ୍ଦରେ ପଡି ପାରନ୍ତି, କିନ୍ତୁ ଆପଣ ଯାହାଙ୍କୁ ଅଧିକ ଭକ୍ତି କରୁଥିବେ ତାଙ୍କୁ ବାଛନ୍ତୁ ଯାହା ଦ୍ଵାରା ଆପଣଙ୍କର ଭବିଷ୍ୟତ କଣ ହେବ ଜଣା ପଡିବ । ଯଦି ଆପଣଙ୍କୁ ତିନି ଠାକୁର ଙ୍କୁ ଭଲ ପାଆନ୍ତି ତେବେ ଆପଣ ଆଖି ବନ୍ଦ କରି ଡିସପ୍ଲେ ଉପରେ ହାତ ବୁଲାଇ ରଖନ୍ତୁ । ଆମେ ତିନି ଠାକୁରଙ୍କୁ ଆପଣଙ୍କ ଆଗରେ ରଖିଛୁ ଭଗବାନ ଗଣେଶ, ଭଗବାନ ମହାଦେବ ଓ ଭଗବାନ ଶ୍ରୀକୃଷ୍ଣ ।
ଆପଣ ଭାବନ୍ତୁ ନାହିଁ ଏହା କୌଣସି ମନ ଗଢା କଥା ନୁହେଁ, ଏହା ପୁରୁଣା ଶାସ୍ତ୍ରରୁ ସଂଗ୍ରହ କରା ଯାଇଛି । ଲେଖା ଟିକୁ ସଂପୂର୍ଣ୍ଣ ପଢନ୍ତୁ ଓ ନିଜର ଭାଗ୍ୟ ଭବିଷ୍ୟତ ର କଥାକୁ ଜାଣନ୍ତୁ । ଯଦି ଏଥିରୁ ଆମଙ୍କୁ କିଛି ବି ସତ୍ୟତା ଲାଗେ ତେବେ ଆମକୁ କମେଣ୍ଟରେ କୁହନ୍ତୁ ଆପଣ କେଉଁ ଠାକୁରଙ୍କୁ ବାଛି ଥିଲେ ।
ଗଣେଶ ଭଗବାନ – ଯଦି ଆପଣଙ୍କୁ ଭଗବାନ ଗଣେଶ ଭଲ ଲାଗିଛନ୍ତି, ତେବେ ଆଜି ଠାରୁ ଆପଣଙ୍କର ଆଉ କୌଣସି ଦୁଖ ରହିବ ନାହିଁ । ସମସ୍ତ ମନସ୍କାମନା ଆପଣଙ୍କର ପୂରଣ ହେବ । ଯଦି ଆପଣଙ୍କର କୌଣସି ମିତ୍ର ଙ୍କ ସହିତ ଶତ୍ରୁତା ହୋଇଥିବା ତାହା ବଦଳିଯିବ । ଆପଣ ସମସ୍ତ ରୁଣ ରୁ ମୁକ୍ତ ହୋଇଯିବେ । ଆପଣ ଆଉ ଏପେକ୍ଷା ନକରି ଜଣେ ଭଲ ଜ୍ୟୋତିଷଙ୍କ ପାଖକୁ ଯାଆନ୍ତୁ ଯଦି ଜାତକରେ କୌଣସି ଅସୁବିଧା ଅଛି ତାହାର ପ୍ରତିକାର କରନ୍ତୁ ।
ଏମିତି ବି ହୋଇପାରେ ହଠାତ ଆପଣ ସର୍ବହରା ପରି ଦୁଃଖ ପାଇବେ, ଧନ ହାନି ହୋଇ ପାରେ । ବିନା କାରଣରେ ଦାମ୍ପତ୍ୟ ଜୀବନରେ କଳହ ଆସିବ, ଆପଣଙ୍କର କେହି ଅତି ପ୍ରିୟ ଲୋକଙ୍କୁ ହରେଈ ପାରନ୍ତି । ଆଗକୁ ଗୃହରେ ଖୁବ ଶୀଘ୍ର ଅଶାନ୍ତି ଦେଖାଯିବ ଏବଂ ଖୁବ କମ ସମୟ ମଧ୍ୟରେ ମଧ୍ୟ ଚାଲିଯିବ । ଆପଣ ସରଲ ବିଶ୍ଵାସୀ ହୋଇଥିବା ରୁ ଏହାର ଫାଇଦା ଉଠାଇ କେହି ହଇରାଣ କରି ପାରନ୍ତି ସେଥି ପ୍ରତି ଧ୍ୟାନ ଦିଅନ୍ତୁ।
ଭଗବାନ ମହାଦେବ – ଯଦି ଆପଣ ମହାଦେବଙ୍କୁ ଚୟନ କରିଛନ୍ତି ତେବେ ଆପଣଙ୍କ ଅଙ୍କ ଭବିଷ୍ୟତ କଣ କହୁଛି । ଆପଣଙ୍କର ଦୁଃଖ ସମୟ ଦୂର ହେଲା ସୁଖ ସୌଭାଗ୍ୟ ପାଇଁ ଆପଣ ଆନନ୍ଦରେ ଜୀବନ ଅତି ବାହିତ କରିବେ । ଆପଣଙ୍କୁ ଯେଉଁ କାର୍ଯ୍ୟରେ ସଫଳତା ମିଳୁ ନଥିଲା ସେହି କାର୍ଯ୍ୟ ସଫଳତା ମିଳିବ କିନ୍ତୁ ଟିକେ ବିଳମ୍ବ ହେବ । ଗ୍ରହ ଦୋଷ ଶାନ୍ତି ହେତୁ ଆପଣ ଅନେକ ଅସୁବିଧାରେ ଅଛନ୍ତି କିନ୍ତୁ ଏହା ଦୂର ହେବେ । ରୋଗ ଦୁଃଖ କଷ୍ଟ ଓ ମାନସିକ ଚିନ୍ତା ର ଅବସାନ ଘଟିବ ।
ଆପଣଙ୍କର ଜୀବନ ମଧ୍ୟରେ ତିନୋଟି ମନ୍ଦ ଦଶା ଭୋଗ ହେବ, ସେହି ଦଶା ସମୟରେ ସତର୍କ ରହିବା ସହିତ ପଣ୍ଡିତ ଙ୍କୁ ଜାତକ ଦେଖାଇ ଏହାର ପତିକାର କରେଇ ନିଅନ୍ତୁ ଯଦି ଏହା କରି ପାରୁ ନାହାନ୍ତି ତେବେ ରୂପା ମୁଦିରେ ମୁଙ୍ଗା ପଥର ବସାଇ ଧାରଣ କରି ନିଅନ୍ତୁ । ଏହା ଆପଣଙ୍କୁ ସମସ୍ତ ଦଶାରୁ ରକ୍ଷା କରିବ । ରୋଜଗାର କମ ସମୟରେ ଅଧିକ ଧନ ବ୍ୟୟ ହେଉଥିଲା ଏବେ କିନ୍ତୁ ବେସ ସୁଖ ସମୟ ଆସୁଛି । ସନ୍ତାନ ମାନେ ଖୁସି ଖବର ଦେବେ ।
ଆପଣ ଯାହାଙ୍କ ପ୍ରତି ଆଶକ୍ତି ଆଣିଥିଲେ ସେହିଁ ଆପଣଙ୍କୁ ଦୁଃଖ ଦେବେ ଆପଣ କାହା ପ୍ରତି ଅଧିକ ଆଶକ୍ତ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ର ସହ କାମ କରନ୍ତୁ , ଭଗବାନ ମହାଦେବଙ୍କୁ ପୂଜା କରନ୍ତୁ ବହୁତ ଜଳଦୀ ଦୁଃଖ ଦୂର ହେବ ।
ଭଗବାନ ଶ୍ରୀକୃଷ୍ଣ – ଆପଣ ଗ୍ରହର ଦୋଷ ପାଇଁ ଅନେକ ପୀଡା ଭୋଗୁ ଥିବେ, ଆଗୁର ସନ୍ତାନ୍ ମାନଙ୍କ ପାଇଁ ଅନେକ ଦୁଃଖ ପାଉଥିଲେ କିନ୍ତୁ ଏବେ ସେ ଦୁଃଖ ଦୂର ହେବ। ଅପବ୍ୟୟ ଯାହା ଅଧିକ ହେଉଥିଲା ତାହା ଦୂର ହେବ ଓ ସେଥିରେ ମଧ୍ୟ ସୁଧାର ଆସିବ । ଆର୍ଥିକ ପରିସ୍ଥିତିରେ ଉନ୍ନତି ଆସିବ, ଏବେ ଠାରୁ ଆପଣଙ୍କର ସଞ୍ଚୟ ବଢିବ, ବର୍ତ୍ତମାନ ଆପଣ ନାନା ବ୍ୟସ୍ତତାରେ ପଡି ଛଟ ପଟ ହେଉଛନ୍ତି । ଆପଣାର ଲୋକ ପର ହୋଇ ଯାଉଛନ୍ତି ଏମିତି କିଛି ସ୍ଥିତିରେ ଆପଣ ଅଛନ୍ତି ।
ଆପଣ ଇଶ୍ଵରଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତି ସେଥି ପାଇଁ ଆପଣଙ୍କର ଖରାପ ଦଶା ଥିଲେ ମଧ୍ୟ ଦୁଷ୍ଟ ଶକ୍ତି ମାନେ ଆପଣଙ୍କ ଅଧିକ କ୍ଷତି କରି ପାରୁ ନାହାନ୍ତି । ଇଶ୍ଵରଙ୍କ କୃପାରୁ ଆପଣ ଅନେକ ଅସୁବିଧାରୁ ମୁକ୍ତି ପାଇଛନ୍ତି । ଆପଣଙ୍କର ଶୁଭ ସମୟ ଆସିଛି ଏବେ ଠାରୁ ସମାଜରେ ମାନ ସମ୍ମାନର ବୃଦ୍ଧି ଘଟିବ । ଶତ୍ରୁ ମାନେ ବି ଭୟବିତ ରହିବେ । ଧନର ସବୁ ସମସ୍ଯା ଦୂର ହେବ । ଯଦି କିଛି ସତ୍ୟାତା ପାଇଲେ କମେଣ୍ଟ କରନ୍ତୁ।