Breaking News

ଜାଣନ୍ତୁ ହଳଦୀ ର ଚମତ୍କାରିତା ଏବଂ ବ୍ୟବହାର କରି ପାଆନ୍ତୁ ଏହି ସବୁ ରୋଗ ରୁ ମୁକ୍ତି . . .

ନମସ୍କାର ବନ୍ଧୁଗଣ, ଯେପରିକି ଆପଣ ମାନେ ତ ଜାଣିଥିବେ ଯେ ପୁରାତନ କାଳ ରେ ହଳଦୀ କୁ ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ପାଇଁ ବହୁତ ବ୍ୟବହାର କରାଯାଉଥିଲା ହେଲେ ବର୍ତ୍ତମାନ କେବଳ ହଳଦୀ କୁ ମାତ୍ର ମସଲା ହିସାବରେ ଖାଦ୍ୟ ରେ ବ୍ୟବହାର କରାଯାଉଛି । କିନ୍ତୁ ହଳଦୀ ପାଣି ପିଇବାର ଏଭଳି ଅନେକ ଫାଇଦା ରହିଛି ଯାହା ଆପଣଙ୍କୁ କହିଲେ ହୁଏତ ଆପଣମାନେ ଏହାର ବ୍ୟବହାର ନିଶ୍ତିନ୍ତ ରୂପରେ କରିବେ ଏବଂ ଆପଣ ମଧ୍ୟ ହଳଦୀ ପାଣି ପିଇବା ଆରମ୍ଭ କରିଦେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା . . .

୧. ହଳଦୀ ପାଣି ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ। ହଳଦୀ ରେ ଲିପୋପଲି ସାକାରାଇଡ୍ସ ଥାଏ ଏବଂ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ବଢାଏ। ତେଣୁ ସର୍ଦ୍ଦି, କାଶ ଭଳି ରୋଗ ହେବାର ସମ୍ଭାବନା କମ ରହିଥାଏ ଅର୍ଥାତ ହଳଦୀ ପାଣି ପିଇବା ଦ୍ୱାରା କୌଣସି ପ୍ରକାର ଭାଇରାଲ ଇଂଫେକ୍ସନ ହୋଇନଥାଏ ।

୨. ହଳଦୀ କୁ ଆମେମାନେ କ୍ଷତ ହୋଈଥିବା ଜାଗା ରେ ବ୍ୟବହାର କରିପାରିବା। ହଳଦୀ ରେ କ୍ଷତ ଭରିବାର ଗୁଣ ଭରିରହିଥାଏ । ତେଣୁ ଆପଣ ଯଦି ହଳଦୀ ପାଣି ପିଇବେ ତେବେ ଏହା ଆପଣଙ୍କ ଶରୀରରେ କୌଣସି ସ୍ଥାନରେ ଥିବା କ୍ଷତ କୁ ଶୀଘ୍ର ଭରିଦିଏ ।


୩. ହଳଦୀ ଆର୍ଥରିଟିସ ରୁ ମଧ୍ୟ ରକ୍ଷା କରିଥାଏ । ହଳଦୀ ର ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଆମର ଆଣ୍ଠୁ ଏବଂ ଗଣ୍ଠି ବିନ୍ଧା ଦୂର କରିଥାଏ । ପ୍ରାୟତଃ ବ୍ୟକ୍ତି ଙ୍କ ଆଣ୍ଠୁ ଏବଂ ଗଣ୍ଠି ଫୁଲିଥାଏ ଏବଂ ସେହି ସ୍ଥାନରେ ଥିବା ଟିସୁ ନଷ୍ଟ ହୋଇଯାଇଥାଏ । ଯାହା ଫଳରେ ଆର୍ଥରିଟିସ ରୋଗ ହୋଇଥାଏ । କିନ୍ତୁ ଯଦି ଆପଣ ସପ୍ତାହ ରେ ୩ଦିନ ସକାଳେ ହଳଦୀ ପାଣି ପିଉଛନ୍ତି ତେବେ ଜୀଵନ ସାରା ଆପଣଙ୍କୁ ଏହି ରୋଗ ହେବ ନାହିଁ ।

୪. ବନ୍ଧୁଗଣ ହଳଦୀ କ୍ୟାନ୍ସର ଭଳି ରୋଗ ହେବାକୁ ଦେଇନଥାଏ । ହଳଦୀ ଏକ ଆଣ୍ଟି କ୍ୟାନ୍ସର ଉପାଦାନ ଅଟେ । ହଳଦୀ ରେ ଥିବା ଆଣ୍ଟି କ୍ୟାନ୍ସର ଗୁଣ ଯୋଗୁଁ ଏହା କ୍ୟାନ୍ସର କୋଷକୁ ସୃଷ୍ଟି ହେବାକୁ ଦେଇ ନଥାଏ । ତେଣୁ ଆପଣ ଯଦି ସପ୍ତାହ କୁ ୩ ରୁ ୪ ଦିନ ହଳଦୀ ପାଣିର ସେବନ କରୁଛନ୍ତି ତେବେ ଭବିଷ୍ୟତ ରେ ଆପଣଙ୍କୁ କ୍ୟାନ୍ସର ଭଳି ଭୟଙ୍କର ରୋଗ ରୁ ମୁକ୍ତି ମିଳିବାର ସମ୍ଭାବନା ବଢ଼ି ଯାଇଥାଏ ।


୫. ବନ୍ଧୁଗଣ ହଳଦୀ ପାଣି ପିଇବା ଦ୍ୱାରା ଏହା ହଜମ କ୍ରିୟା ରେ ସହାୟକ ହୋଇଥାଏ । ଏହା ହଜମ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଥାଏ ଏବଂ ଏହାଦ୍ୱାରା ଆପଣ ଯେ କୌଣସି ଖାଦ୍ୟ ଖାଇଥାନ୍ତି ତାହା ଅତି ସହଜରେ ହଜମ ହୋଇଯାଇଥାଏ । ଯାହା ଫଳରେ ଆପଣଙ୍କ ଶରୀର ରେ କୌଣସି ପ୍ରକାର ଫ୍ୟାଟ ଜମାଟ ବାନ୍ଧି ନଥାଏ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ମାତ୍ର ୩ ଦିନ ଖାଲି ପେଟରେ ଖାଆନ୍ତୁ ବେଲ ପତ୍ର ଭଲ ହୋଇଯିବ ଏହି ସବୁ ବଡ ବଡ ରୋଗ – Ayurvedic Tips

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଶିବ ଙ୍କୁ ସବୁଦିନ ହଜାର ହଜାର …

Leave a Reply

Your email address will not be published. Required fields are marked *