ଘରୁ ମିଛ କହି ଯାଇଥିଲେ, OYO ହୋଟେଲରେ ଚାଲିଗଲା ଅଙ୍ଗନବାଡିଙ୍କ ଜୀବନ…

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଓୟୋ ହୋଟେଲ ରେ ଅଙ୍ଗନବାଡ଼ି ଦିଦି ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବର୍ତ୍ତମାନ ସମୟ ରେ ଯୁବତୀ ଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ସର୍ବ ପ୍ରଥମେ ତାଙ୍କ ଝିଅ କୁ ଦୁଷ୍କର୍ମ କରା ଯାଇଛି ଓ ପରେ ତାଙ୍କୁ ହତ୍ୟା କରା ଯାଇଛି ବୋଲି । ମୃତ ଅଙ୍ଗନବାଡ଼ି ଦିଦି ଙ୍କ ଘର ହେଉଛି ପୁରୀ ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିର ବଳଭଦ୍ର ପୂର୍ ଅଞ୍ଚଳ ର ।

ବିର ବଳଭଦ୍ର ପୁର ଅଞ୍ଚଳ ର ଯୁବତୀ ଯିଏ କି ଅଙ୍ଗନବାଡ଼ି ଶିକ୍ଷକ ଅଟନ୍ତି ତାଙ୍କ ଘର ପୁରୀ ତାଙ୍କ ମୃତ୍ୟୁ ହୋଇଛି ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆ ପଟ ଠାରେ ଥିବା oyo ହୋଟେଲ ରେ , ବନ୍ଧୁଗଣ ଅଙ୍ଗନବାଡ଼ି ଦିଦି ତାଙ୍କର ପୁରୁଷ ବନ୍ଧୁଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ଘରୁ ବାହାରି ଥିଲେ ବୋଲି ପରିବାର ଲୋକ କହିଥିଲେ ଆଉ କେହି କେହି କହୁଛନ୍ତି ଯେ ପ୍ରକଳ୍ପ ଦେଖିବା ପାଇଁ ଯାଇଥିଲେ ଯୁବତୀ ଜଣକ ।

ଘରେ ମିଛ କହି ଯୁବତୀ ଯାଇଥିଲେ ବ୍ରହ୍ମପୁର , ପୁରୀ ରୁ ବ୍ରହ୍ମପୁର ଯିବା ପାଇଁ ଅନେକ ସମୟ ଲାଗିଥାଏ । ଘରେ ଜନ୍ମ ଦିନ ର ଭୋଜି ରେ ଯୋଗ ଦେବା କୁ କହି , ଘରୁ ବାହାରି ଯାଇଥିଲେ ସିଏ । ସଂଧ୍ୟା ସମୟ ରେ ଏକ oyo ହୋଟେଲ ଯୁବକ ଙ୍କ ସହ ରହିଥିଲେ । ମଧ୍ୟ ରାତ୍ରି ରେ ଯୁବତୀ ଙ୍କ ଦେହ ଅସୁସ୍ଥ ହେବା ରୁ ପାଖ ରେ ଥିବା ଯୁବକ ଜଣକ ତାଙ୍କ ପରିବାର ଲୋକ କୁ ଫୋନ୍ କରି କହିଥିଲେ ।

 

ସେତେ ବେଳ କୁ ଯୁବତୀ ଜଣକ ଆଉ ନ ଥିଲେ , ବ୍ରହ୍ମପୁର ମେଡ଼ିକାଲ ରେ ଡାକ୍ତର ଯୁବତୀ ଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବତୀ ଙ୍କ ପରିବାର ଲୋକ ପ୍ରଥମେ ଦୁ-ଷ୍କ-ର୍ମ ଓ ପରେ ହ-ତ୍ୟା କରିଥିବା ଅଭିଯୋଗ ଆଣିବା ପରେ ପୋଲିସ ଯୁବତୀ ଙ୍କ ମୃତ ଶରୀର କୁ ବ୍ୟବଚ୍ଛେଦ କରିବା ମେଡିକାଲ ପଠାଇ ଛି । ଯୁବକ ଙ୍କୁ ମଧ୍ୟ ପଚରା ଉଚରା ଚାଲିଛି ।।

Leave a Comment