ଗର୍ଭବତୀ ହେବାକୁ ଭାରତର ଏହି ସ୍ଥାନକୁ ବିଦେଶରୁ ମହିଳା ମାନେ ଆସିଥାନ୍ତି

ଭାରତର ଲାଦାଖରେ ଏକ ଏମିତି ଗାଁ ଅଛି ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବିଦେଶରୁ ମହିଳା ମାନେ ଏହି ସ୍ଥାନର ଯୁବକ ମାନଙ୍କ ଠାରୁ ଗର୍ଭବତୀ ହେବା ପାଇଁ ଏଠାକୁ ଆସିଥାନ୍ତି । ଏମିତି କଥା ଆପଣ ମାନେ ପୂର୍ବରୁ ଶୁଣି ନଥିବେ । ବିଶେଷ କରି ୟୁରୋପରୁ ଯୁବତୀ ଓ ମହିଳା ମାନେ ଏହି ଗାଁ କୁ ଆସିଥାନ୍ତି। କାର୍ଗିଲ ଠାରୁ ପ୍ରାୟ ୭୦ କିଲୋମିଟର ଦୂର ଲାଦାଖରେ ଏହି ଗାଁ ରହିଛି ।

ଲାଦାଖର ସୌନ୍ଦର୍ଯ୍ୟ କଥା କାହାକୁ ଅଛପା ନାହିଁ । ଲାଦାଖର ଏହି ଗାଁ ଏମିତି ଗାଁ ଯାହା ବିଷୟରେ ବହୁତ କମ ଲୋକ ଜାଣି ଥାନ୍ତି । କାର୍ଗିଲ ଠାରୁ ୭୦ କିଲୋମିଟର ଦୂରରେ ଏହି ଗାଁ ର ନାମ ହେଉଛି ଆଜ୍ୟୋ ଉପତ୍ୟକା ଇଂରାଜୀରେ ଏହି ଗାଁ କୁ କୁହାଯାଏ ଆର୍ଯ୍ୟ ଭାଲୀ । ବିଦେଶୀ ମହିଳା ମାନେ ଏହି ଗାଁର ଯୁବକଙ୍କ ଠାରୁ ଗର୍ଭବତୀ ହେବା ପାଇଁ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଦେଇଥାନ୍ତି ।

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଗାଁ ଯୁବକ ମାନେ ବିଶେଷ କିଛି କାମ କରନ୍ତି କାରଣ ତାଙ୍କ ରୋଜାଗାର ମୁଖ୍ୟ ମାଧ୍ୟମ ହେଲା ୟୋରୋପୀୟ ଯୁବତୀଙ୍କ ଠାରୁ ଟଙ୍କା ରୋଜଗାର କରିବା । କିନ୍ତୁ ଆପଣ ମାନେ ଜାଣିଥିବେ ୟୋରୋପୀୟ ଯୁବତୀ ମାନେ ଏମିତି କରିବା ପଛରେ କଣ କାରଣ ରହିଛି ।

ଐତିହାସିକ ତଥ୍ୟକୁ ତର୍ଜମା କରିଲେ ଏହାର କାରଣ ଜଣା ପଡେ । ଆଜି ଠାରୁ ପ୍ରାୟ ୨୦୪୮ ବର୍ଷ ପୂର୍ବରୁ ଆଲେକଜାଣ୍ଡାର ଦି ଗ୍ରେଟ ପରାସ୍ତ ହୋଇ ଭାରତରୁ ଇଂରେଜକୁ ଫେରୁଥିଲେ । ଖ୍ରୀଷ୍ଟ ପୂର୍ବ ୩୨୫ ର ଏହି କାହାଣୀ ସହିତ ସାମାଜସ୍ୟ ରହିଛି । ଆଲେକଜାଣ୍ଡାର ସୈନ୍ୟ ସାମନ୍ତ ଫେରିବା ସମୟରେ ସେ ନିଜେ ଓ ତାଙ୍କ ସୈନ୍ୟ ମାନେ ଥକି ଯାଇଥିଲେ । ସେମାନେ ଫେରିବା ବାଟରେ ଲାଦାଖର ଏହି ଅଂଚଳ ରେ ବିଶ୍ରାମ ନେଇଥିଲେ ।

କୁହାଯାଏ ଯେତେବେଳେ ସେମାନେ ସଂପୂର୍ଣ୍ଣ ରୂପେ ସୁସ୍ଥ ହେଲେ ସେମାନେ ଆଉ ଫେରିବାକୁ ଚାହିଁ ନଥିଲେ । ଜୀବନ ସାରା ସେମାନେ ତାଙ୍କ ଦେଶକୁ ଆଉ ଫେରି ନଥିଲେ । ପରବର୍ତ୍ତୀ ସମୟରେ ଏହି ଗାଁ ନାମ ଆର୍ଯ୍ୟ ଉପତ୍ୟକା ରଖାଯାଇଥିଲା । ଏହି ଘଟଣା ଗ୍ରୀସ ଓ ୟୁରୋପର ଆଖ ପାଖ ଅଂଚଳରେ ବେଶ ଚର୍ଚ୍ଚା ହେଉଥିଲା । ୟୁରୋପର ମହିଳା ମାନେ ଏହା ବିଶ୍ଵାସ କରନ୍ତି ଯେ ଆର୍ଯ୍ୟ ଭାଲୀର ଏହି ଯୁବକ ମାନେ ଆଲେକଜାଣ୍ଡାରଙ୍କ ପରି ବଡ ବଡ ବୀର ଯୋଦ୍ଧା ଥିଲେ ।

ତେଣୁ ତାଙ୍କର ପରବର୍ତ୍ତୀ ପିଢୀ ମଧ୍ୟ ଆଲେକଜାଣ୍ଡାରଙ୍କ ପରି ବୀର ଓ ବଳବାନ ହେବେ । ସେଥିପାଇଁ ବହୁତ ସଂଖ୍ୟାରେ ମହିଳା ମାନେ ଏଠାକୁ ଆସନ୍ତି । ଆଉ ଏକ କଥା ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଆମଦେଶ ଅନେକ ବିବାହିତ ମହିଳା ଏଠାକୁ ଗର୍ଭବତୀ ମହିଳା ମଧ୍ୟ ଯାଇଥାନ୍ତି ଏବଂ ଏହା ପଛରେ ଅନେକ ମହିଳାଙ୍କର ସ୍ଵାମୀ ମାନେ ମଧ୍ୟ ଅନୁମତି ମଧ୍ୟ ଦେଇଥାନ୍ତି ।

ମହିଳା ମାନେ ପ୍ରାୟ ଏକ ମାସ ଧରି ଏହି ଗାଁ ରେ ରହିଥାନ୍ତି, ସେମାନଙ୍କ ରହିବା ପାଇଁ ପୂର୍ବରୁ ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏକ ମାସ ରହି ନିଜର ଗର୍ଭଧାରଣ ହେବା ପରେ ଫୁଣି ନିଜ ଦେଶକୁ ଫେରି ଯାଇଥାନ୍ତି ।

Leave a Comment