ଆଜି କାଲିର ପିଲା ମାନେ ପାଠ ପଢିବା ପାଇଁ ସ୍କୁଲକୁ ଯାଉଛନ୍ତି ସତ କିନ୍ତୁ ଏମିତି କିଛି ପିଲା ଅଛନ୍ତି ଯେଉଁ ମାନେ ସ୍କୁଲ ପରିସରରେ ଏମିତି କିଛି କାମ କରନ୍ତି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଠିକ ସେମିତି ଏକ ଘଟଣା ଘଟିଛି । କ୍ଳାସ ରୁମ ମଧ୍ୟରେ ଅସମ୍ଭାଳ ହେଲେ ପ୍ରେମିକ ପ୍ରେମିକା । କ୍ଳାସ ଶେଷ ହେବା ପରେ ଦୁହେଁ ଦୂହିଁଙ୍କୁ ଚୁମ୍ବନ ଦେବା ସହ ଡ୍ରେସ ଖୋଲି ଶାରୀରିକ ସୁଖରେ ମାତିଗଲେ ।
ଯେମିତି ଦୁହେଁ ଏହି ସୁଖ ଟିକେ ପାଇବା ପାଇଁ ଅନେକ ଦିନ ହେବ ବ୍ୟାକୁଳ ଥିଲେ । ସୁଯୋଗ ଟିକେ ମିଳିବା ମାତ୍ରେ ରାଙ୍କାଳିଆ ହୋଇ ଚୁଚୁମି ପକାଉଛନ୍ତି । କ୍ଳାସ ସରିବା ପରେ ଅନ୍ୟ ସାଙ୍ଗ ମାନେ ଯେତେ ଡାକିଲେ ମଧ୍ୟ ଯୁବତୀ ଜଣଙ୍କ ମନା କରି ଦେଉଛନ୍ତି, ସାଙ୍ଗ ମାନଙ୍କୁ କହୁଛି ତୁମେ ଆଗରେ ଚାଲ ମୁଁ ଯାଉଛି । ଦେହଟା ତାଙ୍କର ଏତେ ଜୋରେ ହିଟ ହୋଇ ଯାଇଛି ଶାନ୍ତ ହେବା ପାଇଁ ସିନା ସମୟ ଲାଗିବ, ତାପରେ ସିନା ଯିବେ ।
ଯୁବକ ଜଣଙ୍କ କଣ କଣ ସବୁ କହୁଛି ଟିକେ ଭଲ କରି ଶୁଣନ୍ତୁ। ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏମାନେ କୁଆଡେ ପାଠ ପଢିବା ପାଇଁ ସ୍କୁଲକୁ ଯାଉଛନ୍ତି । ବିଦ୍ୟାଳୟ ଗଲେ ଜ୍ଞାନ ବଢିଥାଏ ଯାହାକୁ ଏମାନେ ସତ ପ୍ରାଣିତ କରି ଦେଇଛନ୍ତି । ବାପା ମାନେ କେତେ ଆଶାରେ ସ୍କୁଲକୁ ପଠାଉଛନ୍ତି ପିଲା ପାଠ ପଢି ମଣିଷ ହେବେ କିନ୍ତୁ ପିଲା ରାସଲୀଳାରେ ମସଗୁଲ ।
ଆଜି କାଲିର ପିଲା ମାନେ ବହି ଛାଡି ମୋବାଇଲେ ପଢୁଛନ୍ତି ଆଉ ମୋବାଇଲେ ପାଠ ନପଢି ଖରାପ ଭିଡିଓ ସବୁ ଦେଖୁଛନ୍ତି । ଭିଡିଓ ଦେଖି ଯେତେବେଳେ ମନ ଆଉ ସମ୍ଭାଳି ପାରିନି କ୍ଳାସ ରୁମ ଭିତରେ ସବୁ ଖୋଲା ଖୋଲି କରି ଦେହର ଭୋକକୁ ମେଣ୍ଟାଇବାରେ ଲାଗି ପଡିଲେ । ପିଲା ଟି ଦେହ ସୁଖ ତ ନେଉଛି କିନ୍ତୁ ନିଜ ମୋବାଇଲେ ବି ଭିଡିଓ କରି ଚାଲିଛି ।
କ୍ଳାସ ରୁମ ମଧ୍ୟରେ ଦୁହେଁ ତ ଖରାପ ସମ୍ପର୍କ ରଖୁଛନ୍ତି ସେଥିରେ ଫୁଣି ଏହାର ଭିଡିଓ କରି ଭାଇରାଲ କରୁଛନ୍ତି । ଏଭଳି ବେଲଜ୍ୟା କାମ କରି ନିଜେ ତ ସମାଜ ରେ ଲଜ୍ବିତ ହେବ ତା ସହ ଘର ଲୋକଙ୍କୁ ବି ବଦନାମ କରୁଛ।