ବନ୍ଧୁଗଣ ଆସୁଛି କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କ କୃପାରୁ ଅନେକ ରାଶିରେ ଶୁଭ ଯୋଗ ବନୁଅଛି ।ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହେବ । ଏମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ବଦଳିବା ପାଇଁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ଧନର ଆଗମନ ହେବ ।
ବୃଷ ରାଶି – ଆଗାମୀ ଦିନରେ ଏହି ରାଶିରେ ରାଜ ଯୋଗ ବନୁ ଅଛି , ଭବିଷ୍ୟତରେ ଯେଉଁ ସବୁ କାର୍ଯ୍ୟ ଅଟକି ରହିଥିଲା ତାହା ଆରମ୍ଭ ହୋଇ ସମ୍ପୂର୍ଣ ହେବ । ନୂତନ କାର୍ଯ୍ୟ କରିବା ପାଇଁ ନୂଆ ନୂଆ ସୁଯୋଗ ଆସିବ । ଆପଣ ମାନେ ନୂଆ ନୂଆ ମିତ୍ର ବନେଇବେ । ଏହି ମିତ୍ର ମାନଙ୍କର ସହଯୋଗ ମିଳିବ । ଧନର ସମସ୍ୟା ଦୂର ହେବ ।
ସିଂହ ରାଶି – ଏହି ରାଶି ମାନଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ । ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥି ଙ୍କ ସହିତ ନିଜର ସମୟ ଅତିବାହିତ କରିବେ । ଏମାନଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ । ହଠାତ କୌଣସି ଖୁସି ଖବର ମିଳିବାର ସମ୍ଭାବନା ଦେଖା ଯାଉଛି । ଭାଗ୍ୟର ସହଯୋଗରେ ଏମାନେ ଉନ୍ନତି ଆଡକୁ ଅଗ୍ରସର ହେବେ ।
କନ୍ୟା ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଖୁବଶୀଘ୍ର ଶୁଭ ସମୟର ଆଗମନ ହେବ । ଏହି ରାଶି ବ୍ୟକ୍ତି ମାନେ ନୂତନ କାର୍ଯ୍ୟରେ ସଫଳତା ମିଳିବ । ମା ଲକ୍ଷ୍ମୀଙ୍କ କୃପାରୁ ଧନର ଅଭାବ ରହିବ ନାହି, ବେପାର ଓ ବାଣିଜ୍ୟ କ୍ଷେତ୍ରରେ ଏହି ରାଶିର ଲୋକଙ୍କୁ ଲାଭ ଫଳ ମିଳିବ । ଚାକିରି କ୍ଷେତ୍ରରେ ପ୍ରମୋଶନ ମିଳିବ ।
ତୁଳା ରାଶି – ଭାଗ୍ୟର ସମସ୍ତ ସହଯୋଗ ପ୍ରାପ୍ତ ହେବ, ଏହି ରାଶିର ବ୍ୟକ୍ତି ମାନେ ଯେକୌଣସି କାର୍ଯ୍ୟ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତ ହେବ । ଜୀବନରେ ସୁଖ ଓ ଶାନ୍ତି ଆସବି, କୌଣସି ପ୍ରକାରର ଆର୍ଥିକ ସମସ୍ଯା ରହିବ ନାହିଁ ।
କୁମ୍ଭ ରାଶି – ଏମାନେ ଖୁବ ଶୀଘ୍ର ମାଲାମାଲ ହେବା ପାଇଁ ଯାଉଛନ୍ତି, ଏମାନଙ୍କ ଜୀବନରେ ଯଦି କୌଣସି ସମସ୍ୟା ତାହା ଖୁବଶୀଘ୍ର ଦୂର ହେବ । ମା ଲକ୍ଷ୍ମୀ ଓ କୁବେରଙ୍କ ଆର୍ଶୀବାଦରୁ ଅର୍ଥର ଅଭାବ ରହିବ ନାହିଁ ।