Skip to content
ଆପଣ ମାନେ ମାଳିକା କଥା ଜାଣିଥିବେ । ମାଳିକାରେ ଆଗକୁ କଣ ହେବ ସବୁ କଥା ପ୍ରଭୁ ଅଚ୍ୟୁତ ସବୁ ୫୦୦ ବର୍ଷ ପୂର୍ବରୁ ଲେଖି କରି ଯାଇଛନ୍ତି । ୫୦୦ ବର୍ଷ ତଳର ସେହି ଆଜି ଦିନରେ କଣ ଘଟିବ ସବୁ କଥାକୁ ବର୍ଣ୍ଣନା କରି ଯାଇଛନ୍ତି । ମାଳିକାକୁ ବହୁତ ଲୋକେ ବିଶ୍ଵାସ କରନ୍ତି । ମାଳିକାରେ ଲେଖା ଥିବା ଘଟଣା ଯେହେତୁ ଆଜିର ଦିନରେ ବାସ୍ତବ ରୂପ ନେଉଛି ତେଣୁ ମାଳିକାକୁ ନେଇ ଅନେକ ଗବେଷଣା ଚାଲିଛି ।
ମାଳିକାର କଥା ଏବେ ଯେ କେବଳ ଆମ ଦେଶରେ ସିମିତି ନାହିଁ ଏହା ବିଦେଶରେ ମଧ୍ୟ ଚର୍ଚ୍ଚା ହେଲାଣି । ଗତ କିଛି ଦିନ ତଳେ ନେମାଳକୁ ରୁଷିଆର ଏକ ଟିମ ଆସି ମାଳିକା ଉପରେ ଗବେଷଣା କରୁଥିଲେ । ଋଷିଆବାସୀ ଶୂନ୍ୟ ସଂହିତା ପଢି ନେମାଳ ବିଷୟରେ ଜାଣିବାକୁ ପାଇ ଥିଲେ ।
ଯେତେବେଳେ ଆମ ଦେଶର ଲୋକ ମାନେ କଳକୀ ଙ୍କ ଅବତାରକୁ ବିଶ୍ଵାସକୁ ନେଇ ପାରୁ ନାହାନ୍ତି ସେତେବେଳେ ରୁଷର ଲୋକ କଳକୀ ଅବତାରକୁ ବିଶ୍ଵାସ କୁ ନେଉଛନ୍ତି । ସେମାନେ ବିଶ୍ଵାସ କରନ୍ତି ଯେ ନିଶ୍ଚୟ ଦିନେ କଳକୀ ଅବତାର ଜନ୍ମ ଗ୍ରହଣ କରିବେ । ୨୦୨୩ ରୁ ୨୦୨୬ ମଧ୍ୟରେ ଅନେକ ନୂଆ ନୂଆ ରୋଗ ଆସିବ ।