Breaking News

କାଳିକା ଠାକୁରଙ୍କ ଅଲୌକୀକ ଲୀଳା, ଶ୍ରୀମନ୍ଦିର ସାମ୍ନାରୁ ଉଦ୍ଧାର ହେଲା ବିରଳ ଗରୁଡ ପକ୍ଷୀ, ଭକ୍ତ ମାନଙ୍କର ଭିଡ ଜମିଳା, ମନରେ ଭକ୍ତିଥିଲେ ନିଶ୍ଚୟ ସେୟାର କରନ୍ତୁ

ଆପଣମାନେ ଜାଣିଥିବେ ଯେ ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ। ଆମ ସାମ୍ନା ରେ ବହୁତ କିଛି ଏମିତି ଆଶ୍ଚର୍ଯ୍ୟ ଘଟଣା ଘଟିଥାଏ। କିନ୍ତୁ ଆମେ ସେ ଘଟଣା କୁ ସହଜ ରେ ବିଶ୍ୱାସ କରି ହୁଏନି। ଆମେ ଆଜି ଏମିତି ଗୋଟେ ଘଟଣା ଆପଣମାନଙ୍କ ସାମ୍ନା କୁ ନେଇ ଆସିଛୁ ।ବର୍ତ୍ତମାନ ଛୋଟ ପିଲା ହେଉ କି ବଡ ଲୋକ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡିତ ,ତେଣୁ ପ୍ରତ୍ୟେକ ଦିନ ଏମିତି କିଛି ଘଟଣା ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳେ। ତେବେ ଆସନ୍ତୁ ଜାଣିବା ଏହି ଆଶ୍ଚର୍ଯ୍ୟ କର ଘଟଣା ଟି କଣ?


ପୁରୀ ଧାମ ରେ ଏମିତି କିଛି ନା କିଛି ଲୀଳା ଲଗେଇ ରଖିଛନ୍ତି ଜଗତର ନାଥ ଜଗନ୍ନାଥ ମହାପ୍ରଭୁ। ପୁରୀ ବା ଜଗନ୍ନାଥ ଧାମ ଏଠି ଏମିତି ଏକ ଆଶ୍ଚର୍ଯ୍ୟ କର ଘଟଣା ଘଟିଛି ସବୁ ସେହି କାଳିଆ ର ଲୀଳା । ଏଠି ଏମିତି ଏକ ଘଟଣା ଘଟିଛି ଯାହା କି ଚର୍ଚ୍ଚା ର ବିଷୟ ପାଲଟିଛି। ପୁରୀ ସଦର ଅଞ୍ଚଳ ରୁ ଉଦ୍ଧାର ହୋଇଛି ଗୋଟିଏ ଛୋଟ ଗରୁଡ ପକ୍ଷୀ ।

ମୁହଁଟି ପୁରାଣ ରେ ବର୍ଣ୍ଣିତ ଗରୁଡ଼ ପକ୍ଷୀ ଭଳି ଏହି ପକ୍ଷୀ ଟିର ବୟସ ପ୍ରାୟତଃ 2 ରୁ 3 ବର୍ଷ ହେବ ବୋଲି ବନବିଭାଗ ଅଫିସର ମାନେ ଅନୁମାନ କରିଛନ୍ତି ।ସେହି ଗାଁ ରେ ପକ୍ଷୀ ଟିକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ରୁ ଲୋକ ଆସି ଭିଡ ଜମାଇଥିଲେ। ଏହା ପ୍ରଭୁ ଜଗନ୍ନାଥଙ୍କ ବାହନ ହୋଇ ଥିବାରୁ ଏହାକୁ ଦେଖି ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ଜାଗ୍ରତ ହୋଇ ଥିଲା।

ଏହି ପ୍ରଜାତିର ପକ୍ଷୀ ଧୀରେ ଧୀରେ ବିଲୁପ୍ତ ହୋଇ ଯାଇ ଥିବା ବେଳେ,ଏବେ ଏହାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି।
ପରେ ସ୍ଥାନୀୟ ବନ ବିଭାଗ କୁ ସୂଚନା ଦେବା ପରେ,ବନ ବିଭାଗ କର୍ମଚାରୀ ଆସି ତାଙ୍କ ଘରେ ପହଞ୍ଚି ଥିଲେ ଆଉ ପକ୍ଷୀ ଟିକୁ ଉଦ୍ଧାର କରିଥିଲେ

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *