Skip to content
ପବିତ୍ର ଦୂର୍ଗା ପୂଜାରେ ଘଟିବା ପାଇଁ ଯାଉଛି ଏକ ବିରଳ ମହାସଂଯୋଗ ଯାହା ଦ୍ଵାରା ମା ଦୂର୍ଗାଙ୍କ କୃପାରୁ କିଛି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟରେ ବଡ ପରିବର୍ତ୍ତନ, ଭାଗ୍ୟ ହୀରା ପରି ଚକ ଚକ କରିବ । ଚାଳନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।
ମେଷ ରାଶି – ଯେଉଁ ମାନେ ବିଜନେସ କରୁଥିଲେ ସେମାନଙ୍କର ଆଗାମୀ ଦିନରେ ଭଲ ଲାଭ, ଯେଉଁ ବ୍ୟକ୍ତି ମାନଙ୍କର କୋର୍ଟ କଚେରୀରେ ମାମଲା ଥିଲା ସେଥିରେ ବିଜୟ ଲାଭ କରିବେ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତିରେ କଟିବ । ମା ଦୂର୍ଗାଙ୍କ କୃପାରୁ ରୋଗ ଦୁଃଖ କଷ୍ଟ ଦୂର ହେବ । ଆକସ୍ମିକ ଧନ ଲାଭର ଯୋଗ ରହିଛି, ବେରୋଜଗାର ଥିଲେ ରୋଜଗାର ମିଳିବ ।
ବୃଷ ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ମା ଙ୍କର ଅପାର କୃପା ରହିଛି, ଯେଉଁ ମାନେ ଚାକିରି ସନ୍ଧାନରେ ଥିଲେ ସେମାନଙ୍କ ଅତ୍ୟନ୍ତ ଶୁଭଫଳ ମିଳିବ । ସମାଜ ରେ ମାନ ସମ୍ମାନ ବୃଦ୍ଧି ହେବ । ପରିବାରରେ ସୁଖ ଶାନ୍ତି ଆସିବ। ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବ ।
ତୁଳା ରାଶି – ଏହି ରାଶିର ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମା ଦୂର୍ଗାଙ୍କ କୃପାରୁ ପ୍ରତି ଟି କାମରେ ଆପଣ ମାନେ ସଫଳତା ପାଇବେ । ଏହି ରାଶିର ବ୍ୟକ୍ତି ମାନେ ଘରକୁ ସୁନା କିମ୍ବା କୌଣସି ମୂଲ୍ୟବାନ ଜିନିଷ ଘରକୁ କ୍ରୟ କରି ଆଣିବେ ।
ସିଂହ ରାଶି – ମହିଳାମାନଙ୍କର ଯେତେ ସବୁ ସମସ୍ୟା ଥିଲା ମା ଦୂର୍ଗାଙ୍କ କୃପାରୁ ସବୁ ସମସ୍ୟାର ଅନ୍ତ ହେବ । ଭାଗ୍ୟ ଆପଣଙ୍କର ସାଥ ଦେବ , ଯଦି ଆପଣଙ୍କର କିଛି କାମ ଅଟକି ରହିଛି ତାହା ବହୁତ ଶୀଘ୍ର ଆରମ୍ଭ ହେବେ । ନୂତନ କାମରେ ଉନ୍ନତି କରିବେ । ବିଦ୍ୟାର୍ଥୀ ମାନେ ପାଠ ପଢାରେ ଉନ୍ନତି କରିବେ ।
ମକର ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କର ପ୍ରେମ ଜୀବନ ଆଗାମୀ ଦିନରେ ବହୁତ ଭଲରେ କଟିବ । ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ । ପାରିବାରିକ ଜୀବନ ଆପଣଙ୍କର ସୁଖମୟ ହେବ । ମା ଙ୍କ କୃପାରୁ ଧନର ଅଭାବ ରହିବ ନାହିଁ । ଯେଉଁ ମାନେ ବିବାହ କରି ପାରୁ ନଥିଲେ ସେମାନଙ୍କ ପାଇଁ ଆଗାମୀ ଦିନରେ ଖୁସିର ଖବର ମିଳିବ ।