କାନ୍ଦିଲେ ମାଇଣ୍ଡ ଗେମ ସିନେମା ପ୍ରଯୋଜକ ଶ୍ରୀଧର ମାର୍ଥା, କହିଲେ ଟୁଟୁ ନାୟକ ମୋତେ ହାଇରାଣ କରୁଛି – ଦେଖନ୍ତୁ

ଆପଣ ମାନେ ଜାଣିଥିବେ ଏଇ କିଛି ଦିନ ହେଲା ଓଡିଆ ସିନେମାକୁ ନେଇ ବିବାଦ ବଢିବାରେ ଲାଗିଛି । ଗୋଟିଏ ପଟେ କିଛି ପ୍ରଯୋଜକ ମାନେ ମନୋଜ ମିଶ୍ରଙ୍କୁ ବ୍ୟାନ କରିଛନ୍ତି ସେମାନେ ତାଙ୍କ ସିନେମାରୁ ତାଙ୍କୁ ନେବେ ନାହିଁ କହିବା ବେଳେ ଅନ୍ୟ ପଟେ ମାଇଣ୍ଡ ଗେମ ସିନେମାର ପ୍ରଯୋଜକ ଶ୍ରୀଧର ମାର୍ଥା ଆଜି ପ୍ରଯୋଜକ ଟୁଟୁ ନାୟକ ଙ୍କ ପାଇଁ ଅନେକ ପ୍ରଶ୍ନ କରିଛନ୍ତି ।

ଶ୍ରୀଧର ମାର୍ଥା କହିଛନ୍ତି ଟୁଟୁ ନାୟକ କିଏ, ସେ ଆଜି ପର୍ଯ୍ୟନ୍ତ ନିଜେ ଗୋଟିଏ ସିନେମା କରି ନାହାନ୍ତି ସବୁ ତାଙ୍କ ବାପା କରୁଥିଲେ, ଏବଂ ତାଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ସେ ନିଜେ ଗୋଟିଏ ଜାତୀୟସ୍ତର ସିନେମା କରି ଦେଖାନ୍ତୁ ଆହୁରି ମଧ୍ୟ କହିଛନ୍ତି ଟୁଟୁ ନାୟକ ଫେମସ ହେବା ପାଇଁ ଆସି ମିଡିଆରେ ବାଇଟ ଦେଉଛନ୍ତି, ଟୁଟୁ ନାୟକ ଶ୍ରୀଧର ମାର୍ଥଙ୍କ ବହୁତ ହଇରାଣ କରୁଛନ୍ତି ଯାହାର ଅଭିଯୋଗ ଶ୍ରୀଧର ମାର୍ଥା କରିଛନ୍ତି ।

Leave a Comment