Breaking News

କରୀନା ଓ ଅନୁଷ୍କାଙ୍କ ପରେ ଏହି ଅଭିନେତ୍ରୀ ମା ହେବାକୁ ଅପେକ୍ଷା ଯାଉଛନ୍ତି

ବନ୍ଧୁଗଣ ଆମ ବଲିଉଡ ଜଗତରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯିଏ ବହୁତ ଦିନ ହେବ ବିବାହ କରିଛନ୍ତି ହେଲେ ଆଜି ବି ମା ହୋଇ ନାହାନ୍ତି ଏହି ଅଭିନେତ୍ରୀ । ଏହି ଅଭିନେତ୍ରୀ ଙ୍କ ଠାରୁ ତାଙ୍କ ଫ୍ୟାନ ମାନେ ଏ ପର୍ଯ୍ୟନ୍ତ କୌଣସି ଖୁସି ଖବର ପାଇ ନାହାନ୍ତି ।ତେବେ ସେହି ଅଭିନେତ୍ରୀ ଙ୍କର ମା ହେବାର ଖବର କୁ ଉତ୍ସାହ ର ସହ ଅପେକ୍ଷା କରିଛନ୍ତି ତାଙ୍କ ଫ୍ୟାନ ମାନେ।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଏବେ ନିକଟରେ ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ ନିଜର ଦିତୀୟ ପୁଅ କୁ ଜନ୍ମ ଦେଇଛନ୍ତି।ତେବେ ଏହି ଖୁସି ଖବର ପାଇ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ବନ୍ଧୁଗଣ ବଲିଉଡ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା ।ଗତ ଜାନୁୟାରୀ ମାସରେ ଅନୁଷ୍କା ତାଙ୍କର ପ୍ରଥମ ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ।ଯାହାର ନାମ ରଖିଛନ୍ତି ଭାମିକା ଆପଣ ମାନେ ସମସ୍ତେ ଜାଣିଥିବେ ।ତେବେ ଅନୁଷ୍କା ମା ହେବା ପରେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଅଭିନନ୍ଦନ ଜାଣଇ ଥିଲେ ।


ତେବେ ବନ୍ଧୁଗଣ ବଲିଉଡ ଜଗତରେ ଏମିତି କିଛି ଅଭିନେତ୍ରୀ ମାନେ ମାନେ ଅଛନ୍ତି ଯେଉଁମାନେ ବହୁତ ଆଡମ୍ବର ରେ ବିବାହ କରିଥିଲେ କିନ୍ତୁ ତାଙ୍କ ଫ୍ୟାନ ମାନେ ଏବେବି ତାଙ୍କଠାରୁ କୌଣସି ଖୁସି ଖବର ପାଇନାହାନ୍ତି।ତେବେ ସେହି ଅଭିନେତ୍ରୀ ମାନଙ୍କ ମା ହେବାର ଖୁସି ଖବର କୁ ତାଙ୍କ ଫ୍ୟାନ ମାନେ ଉତ୍ସାହ ର ସହ ଅପେକ୍ଷା କରି ରହିଛନ୍ତି।ବଲିଉଡ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ ।ସେ 2018 ମସିହାରେ ରଣବିର ସିଂ ଙ୍କୁ ବିବାହ କରିଥିଲେ ।ଆପଣ ମାନେ ଜାଣିଥିବେ ଏହି ଯୋଡି ଙ୍କୁ ଲୋକମାନେ ଖୁବ ପସନ୍ଦ କରନ୍ତି। ତେବେ ଦୀପିକା ଓ ରଣବିର ଙ୍କର ବାହାଘର ପରେ ଦୀପିକା ଙ୍କ ଗର୍ଭ ଧାରଣ କୁ ନେଇ ଖୁସି ଅଛନ୍ତି ତାଙ୍କ ଫ୍ୟାନ ମାନେ।


ତବେ ବନ୍ଧୁଗଣ ବଲିଉଡ ର ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତେବେ ପ୍ରିୟଙ୍କା 2018 ମସିହାରେ ନିକ ଙ୍କୁ ବିବାହ କରିଥିଲେ ଓ ତାଙ୍କ ଫ୍ୟାନ ମାନେ ବହୁତ ଉତ୍ସାହ ର ସହ ଅପେକ୍ଷା କରିଛନ୍ତି ଯେ କେବେ ମା ହେବେ ପ୍ରିୟଙ୍କା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *