Breaking News

ଏହି ୫ ଜଣ ଭାରତୀୟ କ୍ରିକେଟର ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ

ପ୍ରେମ ଅନ୍ଧ ହୋଇଥାଏ- ଏହି କଥା କୁ ଆପଣ କେବେ ନା କେବେ ନିଶ୍ଚୟ ଶୁଣିଥିବେ । ଏହି କଥାକୁ କିଛି ଭାରତୀୟ କ୍ରିକେଟର ଯାଥାର୍ଥ କରି ଦେଖାଇଛନ୍ତି । ଆଜି ଆମେ କିଛି ଭାରତୀୟ କ୍ରିକେଟରଙ୍କ ବିଷୟରେ କହିବୁ ଯାହାଙ୍କ ହୃଦୟ ଜଣେ ବିବାହିତ ମହିଳାଙ୍କୁ ଭଲ ପାଇ ବସିଥିଲା । ଏହି କ୍ରିକେଟର ମାନେ ଧନ ଦୌଲତ ଏବଂ ମାନ ସମ୍ମାନ ଅର୍ଜିତ କରିବା ପରେ ବି ସେମାନେ ନିଜର ଜୀବନ ସାଥି ରୂପେ କୌଣସି ବିବାହିତ ମହିଳା ବା ଡିଭର୍ସ ପାଇଥିବା ମହିଳାଙ୍କୁ ବାଛିଥିଲେ । ଯେଉଁ ମାନେ ସାମାଜର କୌଣସି ବନ୍ଧନକୁ ନଡରି ସାରା ଜୀବନ ପାଇଁ ଏକାଠି ହୋଇ ଯାଇଥିଲେ । ଚାଳନ୍ତୁ ସେହି କ୍ରିକେଟରଙ୍କ ବିଷୟରେ ଜାଣିବା।

ଅନିଲ କୁମ୍ବଲେ-
ଅନିଲ କୁମ୍ବଲେ ଭାରତର ଜଣେ ଦକ୍ଷ ସ୍ପିନ ବୋଲର, ଜଣେ ସଫଳ ଅଧିନାୟକ ଏବଂ କୋଚ ଥିଲେ । ତାଙ୍କର ହୃଦୟ ଛାଡପତ୍ର ପାଇଥିବା ଚୈତନାଙ୍କୁ ଦେଇ ବସିଥିଲେ । ୧୯୯୯ ମସିହାରେ ଅନିଲ କୁମ୍ବଲେ ଓ ଚୈତନା ବିବାହ କରିଥିଲେ । ଆପଣମାନଙ୍କୁ କହି ରଖୁ ଯେ ଚୈତନାଙ୍କ ପୂର୍ବରୁ ଏକ ଝିଅ ଥିଲା । କିନ୍ତୁ ଅନିଲଙ୍କୁ ଏହା କିଛି ବି ଫରକ ପଡି ନଥିଲା ସେ ଚୈତନାଙ୍କ ହାତ ଧରିଥିଲେ ।

ମୁରଲୀ ବିଜୟ –
କ୍ରିକେଟ ଜଗତରେ ମୁରଲୀ ବିଜୟ ସବୁ କିଛି ହାସଲ କରିବା ପରେ ତାଙ୍କର ମନ ତାଙ୍କ ସାଥି ଖେଳାଳୀ ଙ୍କ ସ୍ତ୍ରୀ ପ୍ରତି ଆସି ଯାଇଥିଲା। ମୁରଲୀ ବିଜୟ ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ନିକିତା ଙ୍କୁ ଭଲ ପାଇ ବସିଥିଲେ । ଏହା ପରେ ଦୁହେଁ ବିବାହ କରି ନେଇଥିଲେ । କୁହାଯାଏ ଦିନେଶ କାର୍ତ୍ତିକ ସହ ନିକିତା ଥିବା ସମୟରେ ତାଙ୍କର ମୁରଲୀ ବିଜୟଙ୍କ ସହ ଆଫେୟାର ଚାଲି ଥିଲା । ଦିନେଶ କାର୍ତ୍ତିକ ଯେତେବେଳେ ଏହି କଥା ଜାଣିଲେ ସେ ନିକିତାଙ୍କୁ ଡିଭର୍ସ ଦେଇଥିଲେ ।

ମହମ୍ମଦ ଶାମି –
ଭାରତୀୟ ଦଳର ଫାଷ୍ଟ ବୋଲର ମହମ୍ମଦ ଶାମି ୨୦୧୪ ମସିହାରେ ହସିନ ଜାହାଁଙ୍କ ସହ ବିବାହ କରିଥିଲେ । କିନ୍ତୁ ତାଙ୍କର ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ପାରିଲା ନାହିଁ ଓ ଦୁହେଁ ଅଲଗା ହୋଇଥିଲେ । ଆପଣଙ୍କୁ କହି ରଖୁ ଯେ ମହମ୍ମଦ ଶାମିଙ୍କୁ ବିବାହ କରିବା ପୂର୍ବରୁ ହସିନ ଝାଁ ଙ୍କ ର ଜଣେ ଝିଅ ଥିଲା ଓ ତାଙ୍କର ମଧ୍ୟ ଡିଭର୍ସ ହୋଇ ସାରିଥିଲା । ମହମ୍ମଦ ଶାମି କୁହନ୍ତି ହସିନ ତାଙ୍କୁ ଏକଥା ଲୁଚାଇ ଥିଲେ ଯେ ତାଙ୍କର ଏକ ଝିଅ ଅଛି ଓ ତାଙ୍କର ଡିଭର୍ସ ହୋଇ ସାରି ଥିଲାବୋଲି ।

ଭେଙ୍କଟଶ ପ୍ରସାଦ –
ଭାରତୀୟ ଦଳର ଦ୍ରୁତ ବୋଲର ଭେଙ୍କଟେଶ ପ୍ରାସାଦଙ୍କ ହୃଦୟ ବିବାହିତ ଜୟନ୍ତୀଙ୍କ ପ୍ରତି ଆସି ଯାଇଥିଲା । ସେ ୧୯୯୬ ରେ ବିବାହ କରିଥିଲେ । କୁହାଯାଏ କି ଦୁହିଁଙ୍କ ବିବାହ ଅନିଲ କୁମ୍ବଲେ ଙ୍କ ପାଇଁ ହୋଇଥିଲା । ଜୟନ୍ତୀଙ୍କ ଡିଭର୍ସ ହୋଇଥିଲା ଏହା ପରେ ଭେଙ୍କଟେଶ ତାଙ୍କୁ ପ୍ରେମ କରିଥିଲେ ଓ ପରେ ବିବାହ କରିଥିଲେ ।

ଶିଖର ଧୱନ –
ଭାରତୀୟ ଦଳର ଓପନର ବ୍ୟାଟ୍ସ ମ୍ୟାନ ଶିଖର ବି ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରି ବସିଥିଲେ । ଶିଖରଙ୍କୁ ଅଷ୍ଟ୍ରେଲିଆର ବକ୍ସର ଆୟେଶାଙ୍କୁ ପ୍ରେମ ହୋଇଯାଇଥିଲା ଓ ଏହା ପରେ ବିବାହ କରିଥିଲେ ।‘ ଆୟେଶା ଶିଖରଙ୍କୁ ବିବାହ କରିବା ପୂର୍ବରୁ ତାଙ୍କର ଦୁଇଟି ଝିଅ ଥିଲା । ଏହା ପରେ ଶିଖର ତାଙ୍କର ଝିଅଙ୍କୁ ଆପଣାଇ ନେଇ ଆୟେଶାଙ୍କୁ ବିବାହ କରିଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *