କାନ୍ଧିବାର ଦିନ ଶେଷ ହେବା ପାଇଁ ଯାଉଛି କାରଣ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ କୃପା ଦୃଷ୍ଟି କିଛି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ପାଇଁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନର ସବୁ ଖରାପ ସମୟର ଅନ୍ତ ହେବା ପାଇଁ ଯାଉଛି । ଚାଳନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।
କନ୍ୟା ରାଶି – କନ୍ୟା ରାଶିର ବ୍ୟକ୍ତି ମାନଙ୍କର ଯେଉଁ ସବୁ ଅଧୁରା ଇଚ୍ଛା ରହିଛି ସେହି ସବୁ ଇଚ୍ଛା ଗୁଡିକ ପୂରଣ ହେବା ପାଇଁ ଯାଉଛି । ଆପଣମାନଙ୍କୁ ନୂଆ ରୋଜଗାରର ରାସ୍ତା ଫିଟିବା ପାଇଁ ଯାଉଛି । ଆଗାମୀ ଦିନରେ ଆପଣ ବହୁତ ଶୀଘ୍ର ସଫଳ ହେବେ । ଏହି ରାଶିର ବ୍ୟକ୍ତି ମାନଙ୍କର ପ୍ରେମ ଜୀବନ ବହୁତ ଭଲରେ କଟିବ । ଯେଉଁମାନେ ଦୀର୍ଘ ଦିନ ଧରି ଅବିବାହିତ ଥିଲେ ସେମାନଙ୍କର ଆଗାମୀ ଦିନରେ ବିବାହ ହେବ । ଯେଉଁ ମାନେ କୌଣସି କ୍ଷେତ୍ରରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କର ସମୟ ଭଲ ରହିବ ।
ତୁଳା ରାଶି – ଏହି ରାଶିକୁ ଅଚାନକ ଧନ ଲାଭ ହେବାର ଯୋଗ ରହୁଛି । ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ଖୁବ ଶୀଘ୍ର ତାଙ୍କର ପ୍ରେମିକ/ପ୍ରେମିକାଙ୍କୁ ବିବାହ ହେବ । ଏହି ରାଶିର ବ୍ୟକ୍ତି ମାନସିକ ଓ ଶାରୀରିକ କ୍ଷେତ୍ରରେ ଶାନ୍ତି ମିଳିବ । ଯେଉଁ ମାନେ ନିଃସନ୍ତାନ ଥିଲେ ସେମାନଙ୍କୁ ସନ୍ତାନ ପ୍ରାପ୍ତି ହେବ ।
ସିଂହ ରାଶି – ମା ଲକ୍ଷ୍ମୀଙ୍କ ଅପାର କୃପା ପାଇଁ ଏହି ରାଶିର ବ୍ୟକ୍ତି ମାନେ ଜୀବନରେ ଅନେକ ଆଗକୁ ବଢିବେ । ବିଦ୍ୟାର୍ଥୀ ମାନେ ସେମାନଙ୍କ ପରୀକ୍ଷାରେ ଭଲ ନମ୍ବର ରଖିବେ । ଯେଉଁମାନଙ୍କର ଘରେ କୌଣସି ପ୍ରକାରର କଳି ଝଗଡା ଲାଗି ରହୁଥିଲା ତାହାର ଅନ୍ତ ହେବ । ଏହି ରାଶି ବ୍ୟକ୍ତି ମାନେ କୌଣସି ଦୂର ଜାଗା ଯାତ୍ରା କରିବେ ।
ମେଷ ରାଶି – ମା ଲକ୍ଷ୍ମୀଙ୍କ କୃପାରେ ଆପଣ ସମାଜରେ ଅନେକ ମାନ ସମ୍ମାନ ଲାଭ କରିବେ । କର୍ମ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନେ ଆଗକୁ ବଢିବେ । ସନ୍ତାନ ମାନଙ୍କ ଠାରୁ ଅନେକ ଖୁସି ଖବର ଆପଣ ମାନେ ପ୍ରପ୍ତ କରିବେ । ଯେଉଁ ମାନେ କିଛି ବିଜନେସ କରୁଥିଲେ ସେମାନେ ଭଲ ଲାଭ କରିବେ ।
କର୍କଟ ରାଶି – ଆପଣ ମାନେ କୌଣସି ଏକ ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ । କୌଣସି ନା କୌଣସି କ୍ଷେତ୍ରରୁ ଅଚାନକ ଅର୍ଥ ପ୍ରାପ୍ତି ହେବ । ପୂର୍ବରୁ ଯେଉଁ ସବୁ ଶାରୀରିକ ସମସ୍ୟା ରହିଥିଲା ତାହାର ଅନ୍ତ ହେବ ।