Breaking News

ଏହି ଓଡିଆ ଅଭିନେତ୍ରୀ ମାନେ ମା ହେବା ପରେ ଆଉ ଅଭିନୟ କରୁ ନାହାନ୍ତି – Ollywood

ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ମା ହେଲା ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡ଼ିଥିବା ହିରୋଇନ୍ ମାନେ ।।
୧- ଅର୍ପିତା ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ ଦୁର୍ଗା ଧାରାବାହିକ ରେ। ଅର୍ପିତା ଙ୍କ ର ଏକ ପୁଅ ।


୨- ମାହି- ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଚନ୍ଦନ ଓ ମାହୀ ଙ୍କୁ ଅନେକ ଧାରାବାହିକ ରେ ଜବରଦସ୍ତ ଅଭିନୟ କରିଥିବାର । ମାହୀ କିଛି ଦିନ ତଳେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଉଛନ୍ତି ।


୩- ମଧୁସ୍ମିତା ଦର୍ଶକ ବନ୍ଧୁ ଆପଣ ମାନେ ପୂର୍ବ ରୁ ଦେଖିଥିବା ବଧୂ ଧାରାବାହିକ ରେ ଜବରଦସ୍ତ ଅଭିନୟ କରୁଥିବା ମଧୁସ୍ମିତା ଙ୍କୁ ଜାଣିଥିବେ । ମଧୁସ୍ମିତା ଙ୍କ ର ଏକ ପୁଅ ।


୪- ପ୍ରିୟା ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ଅନେକ ଫିଲ୍ମ୍ ରେ। ତାଙ୍କର ଏକ ପୁଅ ।


୫ – ରାନୁ ଦର୍ଶକ ମାନେ ଆପଣ ନିଶ୍ଚୟ ଦେଖିଥିବେ ରାନୁ ଙ୍କୁ ଅନେକ ଧାରାବାହିକ ରେ ଜବରଦସ୍ତ ଅଭିନୟ କରିଥିବା ର । ରାନୁ ଙ୍କ ର ଏକ ପୁଅ ।


୬- ଇପ୍ସିତା ଇପ୍ସିତା ବହୁ ସାରା ଆଲବମ୍ ରେ ଜବରଦସ୍ତ ଡ୍ୟାନ୍ସ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ ଏଥି ସହିତ ସେ ଅନେକ ଧାରାବାହିକ ରେ ଜବରଦସ୍ତ ଅଭିନୟ କରିଥିବା ର ଦେଖୁଛନ୍ତି । ଇପ୍ସିତା ଙ୍କ ର ଏକ ଝିଅ ।


୭- ରାଲି ଓଡ଼ିଶୀ ନାଚ କରି ଓଡ଼ିଆ ସିନେମା ରେ ପାଦ ଦେଇଥିଲେ ରାଲୀ ସେ ବହୁତ୍ ସାରା ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର ଦେଖିଥିବେ । ରାଲି ଙ୍କ ର ଏକ ଝିଅ ।


୮- ସ୍ୱୀଟି ମାନିନୀ ଧାରାବାହିକ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ । ସ୍ଵୀଟି ଙ୍କ ର ଏକ ପୁଅ ।

୯- ମୋନାଲିସା – ଦେବାଶିଷ ମୋନାଲିସା ଦୁହେଁ ଆଲବମ୍ ଦୁନିଆ ରୁ ଭଲପାଇ ବସିଥିଲେ । ଦେବାଶିଷ ଓ ମୋନାଲିସା ଙ୍କ ର ଗୋଟେ ପୁଅ ଓ ଗୋଟେ ଝିଅ ଅଛି ।


୧୦- ମାମା ମିଶ୍ର ଆପଣ ମାନେ ମାମା ମିଶ୍ର ଙ୍କୁ ଦେଖିଥିବେ ସେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଛନ୍ତି ଆଉ ଏଇ ହେଉଛନ୍ତି ମାମା ମିଶ୍ର ଙ୍କ ପୁଅ ଓ ଝିଅ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Breaking news – ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ହିରୋଇନ`ଙ୍କ ମୃତ୍ୟରେ ଖେଳିଗଲା ଶୋକର ଛାୟା, ସବୁଆଡେ ସୁଖର ଲହରୀ ଖେଳିଯାଇଛି….

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ବୁଖା ଦାୟକ ଖବର ଆସିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ଅଭିନୟରେ ଅନେକ କଳାକାର …

Leave a Reply

Your email address will not be published.