ପାର୍କ ଆମର ମନୋରଞ୍ଜନ ପାଇଁ ଖୋଲା ଯାଇଥାଏ । ପାର୍କ କୁ ଯାଇ ଟିକେ ବୁଲି ଦେଇ ଆସିଲେ ମନକୁ ଆନନ୍ଦ ମିଳିଥାଏ। ପାର୍କର ସୁନ୍ଦର ଓ ମନୋରମ ପରିସରରେ ବୁଲିବା ଦ୍ଵାରା ଦିନ ଯାକାର ପରିଶ୍ରମ ଓ ଚିନ୍ତାରୁ ଟିକେ ଆରାମ ମିଳିଥାଏ । କେହି କେହି ପାର୍କକୁ ନିଜର ପରିବାର ନେଇ ଯାଇଥାନ୍ତି । ଯେହେତୁ ପାର୍କରେ ଶାନ୍ତ ପରିବେଶ ଥାଏ କେହି ପାର୍କରେ ବସି ନିଜ ଯୋଗ ମଧ୍ୟ କରିଥାନ୍ତି ।
କିନ୍ତୁ ଆଜି କାଲିର ପ୍ରେମୀ ଯୁଗଲ ମାନେ ପାର୍କକୁ ଯାଇ ପାର୍କର ପରିବେଶକୁ ନଷ୍ଟ କରି ଦେଉଛନ୍ତି । ଯେଉଁଥି ପାଇଁ ପାର୍କ କୁ କେହି ପରିବାର ନେଇ ଯିବା ପାଇଁ ଚାହୁଁ ନାହାନ୍ତି । ଏବେ ପାର୍କରେ ଯେଉଁ ଆଡେ ଦେଖିବ ଖାଲି ପ୍ରେମୀ ଯୁଗଲ । ସେମାନେ ପାର୍କକୁ ତ ଆସୁଛନ୍ତି କିନ୍ତୁ ପାର୍କରେ ସେମାନେ ଯେଉଁ ସବୁ କାମ କରୁଛନ୍ତି ତାହା ଲୋକମାନଙ୍କୁ ଖରାପ ଲାଗୁଛି ।
ଏବେ ପାର୍କକୁ ଗଲେ ଯେଉଁଆଡେ ଦେଖିବେ ସବୁ ପ୍ରେମୀଯୁଗଳ ମାନେ କୁଣ୍ଡା କୁଣ୍ଡି ହୋଇ ନିଜ ନିଜ କାମ କରିବାରେ ବ୍ୟସ୍ତ । କିଏ ଯାଉଛି କେହି ଆସୁଛନ୍ତି ଜଣା ପଡୁ ନାହି। ଏବେ ପାର୍କ ମଧ୍ୟରେ ଚାଲିଛି ଖୁଲମ ଖୁଲା ଦେହ ସୁଖ । ଟୋକା ଟୋକୀ ମାନେ ପାର୍କ ଭୀତରେ ମନ ଇଚ୍ଛା ଦେହ ସୁଖ ରେ ମସଗୁଲ ହୋଇ ଯାଉଛନ୍ତି । ପାର୍କ ମଧ୍ୟକୁ ପ୍ରେମୀ ଯୁଗଳ ଚାଲିବା ଯିବା ପରେ ସତେ ଯେମିତି ତାଙ୍କ ମନରେ କାହା ପ୍ରତି ଭୟ ନାହି କି ଡର ନାହିଁ ।
ଘରେ ମିଛ ସତ କହି ପାର୍କକୁ ଚାଲି ଆସୁଛନ୍ତି ଆଜିର ପ୍ରେମିକ ପ୍ରେମିକା, ପାର୍କକୁ ଚାଲି ଆସି ନିଜ ଦେହର କାମନା ବାସନାକୁ ପୂରଣ କରିବାରେ ମାତି ଯାଉଛନ୍ତି । ଆପଣ ମାନେ ତଳେ ଦିଆ ଯାଇଥିବା ଭିଡିଓ କୁ ଦେଖିଲେ ଜାଣି ପାରିବେ । ଯେଉଁ ଆଡେ ଦେଖିବ ପ୍ରେମୀ ଯୁଗଳ ମାନେ ନିଜର ଦେହର ଭୋକ ମେଣ୍ଟାଇବାରେ ବ୍ୟସ୍ତ ।