Breaking News

ଆସିଲା ପାର୍ବଣ ସମୟ, ଲାଗୁ ହେଲା ନାଇଟ କର୍ଫ୍ୟୁ, ରାତିରେ ଗହଳି ନହେବା ସରକାର ଲାଗୁ କରିଲେ ନାଇଟ କର୍ଫ୍ୟୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପାର୍ବଣ ର ଆରମ୍ଭ ହେବା କୁ ଯାଉଥିବା ସମୟ ରେ ରାଜ୍ୟ ରେ ଦୈନିକ କରୋନା ସଂକ୍ରମିତ ଙ୍କ ସଂଖ୍ୟା 500 ଉପରେ ରହିଛି , ତେବେ ସେଥିପାଇଁ ଟ୍ଵିନ ସିଟି ରେ ଆରମ୍ଭ ହୋଇ ଯାଇଛି ନାଇଟ କର୍ଫ୍ଯୁ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଜାର,ହାଟ ରେ ଗହଳି ଦେଖିବାକୁ ମିଳିଛି ଓ ବହୁତ ଅମାନିଆ ମଧ୍ୟ ଦେଖା ଦେଉଛନ୍ତି , ତେବେ ସେଥିପାଇଁ ନାଇଟ କର୍ଫ୍ଯୁ ଜାରି ରହିବ ।

ତେବେ ଏହି ନାଇଟ କର୍ଫ୍ଯୁ ସମୟ ରାତି 8 ଟା ରୁ ସକଳ 5 ଟା ପର୍ଯ୍ୟନ୍ତ ବଳ ବତ୍ତର ରହିବ , ତେବେ ଏଥିପାଇଁ କଟକ ଓ ଭୁବନେଶ୍ବର ପୋଲିସ ଓ ହୋମଗାର୍ଡ ମାନେ ଭୁବନେଶ୍ବର ଓ କଟକ ର ଛକ ମାନ ଙ୍କ ରେ ମୃତୟନ ରହିବେ , ତେବେ ଯେଉଁ ମାନେ କଟକଣା ନ ମାଣିବେ ସେମାନ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ମଦୁଆ ମାନ ଙ୍କୁ ମଧ୍ୟ ଧରିବା ପାଇଁ ସ୍ପେଶିଆଳ ସ୍କୁଆର୍ଡ ନିଯୋଜିତ କରାଯାଇଛି , ତେବେ ପୂଜା ପୂର୍ବ ରୁ 41 ଜଣ ଧରା ପଡିଥିବା ସମୟ ରେ 203 ଜଣ ଙ୍କୁ ଧରିବା ପାଇଁ ତାଲିକା କରାଯାଇଛି ।

ତେବେ ବନ୍ଧୁଗଣ କରୋନା ସଂକ୍ରମଣ ସଂଖ୍ୟା କମିଯାଉଥିବା ସମୟ ରେ ବର୍ତ୍ତମାନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି ଓ ଏଣୁ ନିୟମ ଟି କୁ କଡାକଡି ପାଳନ ଉପରେ ଅଧିକ ନଜର କରାଯାଇଛି । ତେବେ ପୂର୍ବ ଭଳି ଜଣ ସାଧାରଣ ମାନେ ସରକାର ନିୟମ କୁ ପାଳନ କରି ପୋଲିସ ମାନ ଙ୍କୁ ସାହାର୍ଯ୍ୟ କରନ୍ତୁ , ତେବେ ଯେଉଁ ମାନେ କୋଭିଡ ନିୟମ ନ ମାନନ୍ତି ସେମାନ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.