Breaking News

ଆପଣଙ୍କ ପାଖରେ ଅଛି କି ପୁରୁଣା ୨ ଟଙ୍କିଆ କଏନ, ତେବେ ଏମିତି କରନ୍ତୁ ହେବେ ଲକ୍ଷପତି

ଦର୍ଶକ ବନ୍ଧୁ ଆମେ ପ୍ରତିଦିନ ଅନେକ ନୂଆ କଏନ ଟଙ୍କା ଦେଖିଥାଉ , 2 ଟଙ୍କିଆ , 5,10 ଟଙ୍କିଆ କଏନ ଦେଖିଥାଉ । ତେବେ ଏହାକୁ ଆମେ ଖର୍ଚ୍ଚ କରି ଜିନିଷ କିଣୁଥାଉ କିନ୍ତୁ ଆମେ ସେହି କଏନ ରେ ଥିବା ରହସ୍ୟ କୁ ଜାଣି ନଥାଉ , ତେବେ ସେହି ରହସ୍ୟ ଟି ଆମେ ଜାଣିଲେ ହୋଇଯିବା ଲକ୍ଷପତି , ଆପଣ ଙ୍କ ଘରେ ହୋଇବ ଧନ ବର୍ଷା । ତାହେଲେ ଆଜି ଆମେ ସେହିଭଳି ଏକ ମୁଦ୍ରା ବିଷୟ ରେ ଜାଣିବା ଯାହା ଆପଣ ଙ୍କୁ ରାତା ରାତି ଲକ୍ଷପତି କରିଦେବ ।


ତାହେଲେ ବନ୍ଧୁଗଣ ଆପଣ ମାନ ଙ୍କ ପାଖ ରେ 2 ଟଙ୍କିଆ କଏନ ଥିଲେ ଲକ୍ଷପତି ହେବା କୁ କମ ସମୟ ଲାଗିବ ନହିଁ । ହଁ ବନ୍ଧୁ ଆମେ ଯେଉଁ 2 ଟଙ୍କିଆ ମୁଦ୍ରା ବିଷୟ ରେ କହୁଛୁ ତାହା 1994 ମସିହା ରେ ହୋଇଥିଲା ଓ ଏହା ର ପଛ ପଟେ ଜାତୀୟ ପତାକା ରହିଛି ତେବେ କ୍ଵିକର ୱେବ୍ସାଇଟ ରେ ଏହାର ମୂଲ୍ୟ 5 ଲକ୍ଷ ଟଙ୍କା ରହିଛି । ସେହିଭଳି ସ୍ଵାଧୀନତା ପୂର୍ବ ରୁ ରାନୀ ଭିକ୍ଟୋରିଆନ ଙ୍କ ଗୋଟିଏ ଟଙ୍କା ର ମୂଲ୍ୟ 2 ଲକ୍ଷ ଟଙ୍କା ରହିଛି ।

ଜର୍ଜ ବିକିନ ସମ୍ରାଟ 1918 ମସିହା ର ଗୋଟିଏ ଟଙ୍କାର ବ୍ରିଟିଶ ମୂଲ୍ୟ 9 ଲକ୍ଷ ଟଙ୍କା ରହିଛି । ତେବେ ଏହାର ବହୁତ ଚାହିଦା ଥିବାରୁ ଲୋକ ମାନେ ଲକ୍ଷେ ଲକ୍ଷେ ଟଙ୍କା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତାହେଲେ ଯଦି ଆପଣ ଙ୍କ ପାଖ ରେ ଏମିତି କିଛି ପୁରୁଣା ମୁଦ୍ରା ରହିଛି , ତେବେ ସେହି ଗୁଡିକୁ ବିକ୍ରୟ କରିବା ପାଇଁ ଚାହୁଁ ଥିଲେ ଆପଣ ମାନେ କ୍ଵିକର ସାଇଟ କୁ ଯାଇ ପଞ୍ଜୀକରଣ କରିବାକୁ ପଡିବ ଓ ଏହା ପରେ ଆପଣ ମାନେ ଏହି ମୁଦ୍ରା ର ଫଟୋ କୁ କ୍ଲିକ କରି ସାଇଟ ରେ ଅପଲୋଡ କରିବା ପରେ । କ୍ରେତା ମାନେ ଆପଣ ଙ୍କ ସହିତ ସିଧା ସଳଖ ଯୋଗାଯୋଗ କରିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶ୍ରୀ କୃଷ୍ଣ କହିଥାନ୍ତି ମରିଯାଇଥିବା Lokaଙ୍କ ଏହି ସାମାନ୍ ଘରେ ଜମା ବି ରଖନ୍ତୁ ନାହିଁ ଏହିସବୁ ଦିନିଷ ନହଲେ ମିଳିଥାଏ ଏହି ସବୁ ସଂକେତ !

ନମସ୍କାର ବନ୍ଧୁଗଣ ଗରୁଡ଼ ପୁରାଣ ରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ କୁ ମୃ-ତ୍ୟୁ ବ୍ୟକ୍ତି ର ଏପରି ଜିନିଷ ବିଷୟରେ …

Leave a Reply

Your email address will not be published.