ଯାହା ପାଖରେ ପ୍ରଭୁ ହନୁମାନଙ୍କର କୃପା ରହିଛି ତାକୁ ସଂସାରରେ କୌଣସି ବି ଶକ୍ତି ହରାଇ ପାରିବନି । ବା ତାର ଚେଷ୍ଟା କେବେ ବି ବିଫଳ ଯିବନି । ଆହା ସତ୍ୟ ସତ ପ୍ରତିଶତ ସତ୍ୟ ।
ଆଜି ଆପଣ ଆଖି ବନ୍ଦ କରି କି ଓମ୍ ରାମାୟ ନମଃ । ଓମ୍ ରାମ୍ ରାମାୟ ନମଃ । ଏହି ମନ୍ତ୍ରକୁ ୩ ଥର ଜପ କରି ଉପରେ ଥିବା ହନୁମାନ ଜ୍ୟୋତିଷରେ ଥିବା କୌଣସି ଏକ ଅଙ୍କକୁ ବାଛନ୍ତୁ ଓ ଆପଣଙ୍କର ଭାଗ୍ୟ ଜାଣନ୍ତୁ । ଏହି ସଂଖ୍ୟାର ପ୍ରୟୋଗ କେବଳ ଆପଣ ଥରେ ମାତ୍ର ହିଁ କରିପାରିବେ । ଆସନ୍ତୁ ଜାଣିବା ସେହି ସଂଖ୍ୟାମାନଙ୍କର ରହସ୍ୟ ।
୧ -ଆପଣଙ୍କୁ ଆଗକୁ ଧନ ମିଳିବାର ସମ୍ଭାବନା ଅଛି ଓ ଆପଣଙ୍କୁ ମଧ୍ୟ ମାନ ଓ ସମ୍ମାନ ମିଳିପାରେ । ରୁଣରୁ ମୁକ୍ତ ହୋଇପାରନ୍ତି ଓ କିଛି ଅର୍ଥ ବି ମିଳିପାରେ ।
୨ – ଯଦି ଆପଣ ୨ ବାଛିଛନ୍ତି ତେବେ ଆପଣଙ୍କର ଧନ ହନିର ସମ୍ଭାବନା ଅଛି ତେଣୁ ଆପଣ ଧନ ସମ୍ଭାଧୀୟ କୌଣସି ବିଷୟ ଭାବିଚିନ୍ତି ନିଅନ୍ତୁ ।
୩ – ଆପଣଙ୍କୁ ମିତ୍ର ଭେଟ ହେବାର ଯୋଗ ଅଛି ଅର୍ଥାତ୍ ଆପଣଙ୍କୁ ଆପଣଙ୍କର କୌଣସି ପୁରୁଣା ବନ୍ଧୁ ଦେଖି ହୋଇପାରେ ।
୪ – ଆପଣଙ୍କୁ କୌଣସି ରୋଗ ବା ବ୍ୟାଧି ହେବାର ସମ୍ଭାବନା ଅଛି ତେଣୁ ଏଥିପାଇଁ ଆପଣ ସତର୍କ ରୁହନ୍ତୁ । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ମଙ୍ଗଳବାର ହନୁମାନଙ୍କର ଠାରେ ଚମେଲି ତେଲର ଦୀପ ଜାଳି ଦିଅନ୍ତୁ ।
୫ – ଅପନକର ଜୀବନରେ ସଫଳତା ପାଇବାର ସମୟ ଆସୁଅଛି । ଆପଣଙ୍କର ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବାକୁ ଯାଉଛି।
୬ -ଆପଣଙ୍କର କଳହ ଯୋଗ ଅଛି । ସ୍ବାମୀ ସ୍ତ୍ରୀ ଅଥବା ପିତାମାତାଙ୍କ ସହ ଆପଣଙ୍କର କଳହ ହୋଇପାରେ । ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ । ନିବାରଣ ପାଇଁ ହନୁମାନଙ୍କର ନାମ ଜପ କରନ୍ତୁ ।
୭ – ଆପଣଙ୍କର ଜୀବନରେ ଖରାପ୍ ସମୟ ଆସିବାକୁ ଯାଉଛି । ଅଥିର ପ୍ରତିକାର ପାଇଁ ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ହନୁମାନଙ୍କର ଆରାଧନା କରନ୍ତୁ ।
୮ – ଆପଣଙ୍କର ଅପମାନ ହୋଇପାରେ । ଘରେ ହେଉ ଅଥବା ବନ୍ଧୁମାନଙ୍କ ସହ ଆପଣଙ୍କର ଅପମାନ ହୋଇପାରେ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ।
୯ – ଆପଣଙ୍କୁ କାହାଠାରୁ ଧୋକ ମିଳିପାରେ । ତେଣୁ ନିଜକୁ ଦୃଢ଼ କରନ୍ତୁ ଓ ଧର୍ଯ୍ୟ ର ସହ କାମ କରନ୍ତୁ ।
ପ୍ରତ୍ୟେକ କାମ ଓ ପ୍ରତ୍ୟେକ ଅସୁବିଧା ସମସ୍ତଙ୍କର ଜୀବନରେ ଲାଗି ରହିଥାଏ । କିନ୍ତୁ ଆମେ ମାନେ ଧର୍ଯ୍ୟ ର ସହ ତାକୁ ମୁକାବିଲା କରିବା ଉଚିତ୍। ପ୍ରଭୁଙ୍କର ନାମ କୁ ଜପିଲେ ସେ ସବୁରୁ ଆମକୁ ମୁକ୍ତି ମିଳିଥାଏ ।
ପ୍ୟାର୍ ସେ ବୋଲୋ ଜୟ ଶ୍ରୀ ରାମ । ସୀୟବର ରାମ ଚନ୍ଦ୍ର କି ଜୟ ।
ଜୟ ବଜରଙ୍ଗ ବାଲି କି ଜୟ ।