ଅଳ୍ପ ଦିନରେ ସୁନାରେ ଛାଉଣୀ ହୋଇଯିବ ରାମ ମନ୍ଦିର, ମନ୍ଦିରରେ ଲାଗିବ ୪୨ଟି ସୁନାର କବାଟ

ବର୍ତ୍ତମାନ ସମୟ ରେ ସବୁଠୁ ବଡ ଖବର ଓ ଖୁସି ର ଖବର ଯେ ଶ୍ରୀ ରାମ ମନ୍ଦିର ଙ୍କ ପାଇଁ ୫୦୦୦ କୋଟି ଦାନ ମିଳି ସାରିଛି। ଶ୍ରୀରାମ ଙ୍କ ଏହି ମନ୍ଦିର ରେ ୪୨ ଟି ସୁନା ର କବାଟ ଲାଗିବ ଓ ଏହି ସୁନା କବାଟ ତିଆରି କରିବା ପାଇଁ ୧୦୦ କେଜି ସୁନା ଲାଗିବ । ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ପ୍ରଥମ ସୁନା କବାଟ ର ଚିତ୍ର ଆସି ଯାଇଛି ।

ଆପଣ ମାନେ ନିଶ୍ଚିନ୍ତ ଭାବ ରେ ଏହାକୁ ଦେଖିବାକୁ ପାଉଥିବେ  । ଭଗବାନ ଶ୍ରୀରାମ ଙ୍କ ମନ୍ଦିର ପାଇଁ ଭକ୍ତ ମାନେ  ବହୁ ପରିମାଣ ରେ ଦାନ କରୁଛନ୍ତି । କୋଟି କୋଟି  ଦାନ ମିଳୁଛି , ଖୁବ୍ ଶୀଘ୍ର ଶ୍ରୀରାମ ଙ୍କ ମନ୍ଦିର ସୁନା ହୋଇ ଯିବ । ପ୍ରଭୁ ଶ୍ରୀ ରାମ ଙ୍କ ମନ୍ଦିର ଜାନୁୟାରୀ ୨୨ ତାରିଖ ରେ ପ୍ରତିଷ୍ଠା ହେବା କୁ ଯାଉଛି ଓ  ପ୍ରଭୁ ଶ୍ରୀ ରାମ ଙ୍କୁ ଗର୍ଭ ଗୃହ ରେ ସ୍ଥାପନ କରା ଯିବ  ।

ଭାରତ ବାସୀ ଙ୍କ ପାଇଁ ଜାନୁୟାରୀ ୨୨ ତାରିଖ ବେଶ୍ ଖୁସି ର ଦିନ । ସମସ୍ତ କାମ ସରି ଆସିଥିବା ସମୟ ରେ ବର୍ତ୍ତମାନ ସମୟ ରେ ଶ୍ରୀରାମ ଙ୍କ ମନ୍ଦିର ର ପ୍ରଥମ ସୁନା କବାଟ ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ସୁନା ମଧ୍ୟ ଚକ ଚକ କରୁଛି । ଭଗବାନ ଶ୍ରୀରାମ ଙ୍କ ମନ୍ଦିର ପାଇଁ ଭକ୍ତ ମାନେ ମଧ୍ୟ ଆଗେଇ ଆସିଛନ୍ତି କୋଟି କୋଟି ଟଙ୍କା ଦାନ କରୁଛନ୍ତି ।

ଶ୍ରୀରାମ ଙ୍କ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ର ଟ୍ରଷ୍ଟ ସୂଚନା ଅନୁଯାୟୀ ପାଣ୍ଠି ଆକାଉଣ୍ଟ କୁ  3200କୋଟି ଟଙ୍କା ମିଳିଛି ।  ଆଗାମୀ ଦୁଇ ଦିନ ମଧ୍ୟ ରେ ଆହୁରି 13ଟି କବାଟ ଲଗାଯିବ । ଏହି ସୁନା ର କବାଟ ଉଚ୍ଚତା 12ଫୁଟ ପ୍ରସ୍ଥ 8ଫୁଟ  । ମନ୍ଦିର ଗର୍ଭ ଗୃହ ରେ ମାତ୍ର ଗୋଟିଏ କବାଟ ରହିବ ଚୌକାଠ ଉପରେ ବିଷ୍ଣୁ ଙ୍କ ଶୟନ ମୁଦ୍ରା ଚିତ୍ର ସ୍ଥାପନ ପାଇବ ।

 


ରାମ ମନ୍ଦିର ମୋଟ 42 ଟି କବାଟ ଲାଗିବ ସେଥି ମଧ୍ୟ ରୁ 42 ଟି ରେ 100କେଜି ସୁନା ର ପରସ୍ଥ ଦିଆ ଯିବ । 4 ଟି କବାଟ ରେ ସୁନା ର ଲେପ ଦିଆ ଯିବ ନାହିଁ , ଏହା ମହାରାଷ୍ଟ୍ର ର ଶାଗୁଆନ କାଠ ରେ ପ୍ରସ୍ତୁତ କରା ଯାଇଛି । ଜାନୁୟାରୀ 22 ତାରିଖ ରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା କୁ ଯାଉଛି ଓ ଭକ୍ତ ମାନେ ମଧ୍ୟ ଗର୍ଭ ଗୃହ ରେ ପ୍ରଭୁ  ଶ୍ରୀରାମ ଙ୍କୁ ଦେଖିବାକୁ ବେଶ୍ ଇଛୁକ ଅଛନ୍ତି ।

Leave a Comment