ଅଯୋଧ୍ୟାରେ ରାମଙ୍କ ଦୁଆରେ ଏ ବାବା କିଏ ? ଯାହାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା….ଏ ବାବା ହେଉଛନ୍ତି….

ପ୍ରଭୁ ଶ୍ରୀରାମ ଙ୍କ ନିମନ୍ତ୍ରଣ ପତ୍ର ରେ ଜଣେ ବାବା ଙ୍କ ଫଟୋ ରହିଛି । ହଁ ବନ୍ଧୁ ଶ୍ରୀରାମ ଙ୍କ ଫଟୋ ପରେ ଜଣେ ବାବା ଙ୍କ ଫଟୋ ରହିଛି ନିମନ୍ତ୍ରଣ ରେ , ଏହି ବାବା ଫଟୋ କୁ କଣ ପାଇଁ ନିମନ୍ତ୍ରଣ ପତ୍ର ରେ ସ୍ଥାନ ଦିଆ ଯାଇଛି  । ଆପଣ ମାନେ ସମସ୍ତେ ଜାଣିଥିବେ ଆସନ୍ତା ଜାନୁୟାରୀ ମାସ 22 ତାରିଖ ରେ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ପ୍ରତିଷ୍ଠା ହେବା କୁ ଯାଉଛି ।

ନିମନ୍ତ୍ରିତ ଅତିଥି ମାନ ଙ୍କୁ ନିମନ୍ତ୍ରଣ ପତ୍ର ଦିଆ ଯାଉଛି , ଏହି ନିମନ୍ତ୍ରଣ ପତ୍ର ଶ୍ରୀରାମ ଙ୍କ ପରେ ଜଣେ ବାବା ଙ୍କ ଫଟୋ ରହିଛି । ତାହେଲେ କିଏ ଏହି ବାବା ଯାହାଙ୍କ ଫଟୋ ପ୍ରଭୁ ଶ୍ରୀରାମ ଙ୍କ ନିମନ୍ତ୍ରଣ ପତ୍ର ରେ ରହିଛି । ନିମନ୍ତ୍ରଣ ର ଦ୍ଵିତୀୟ ପୃଷ୍ଠା ରେ ଏହି ବାବା ଙ୍କ ଫଟୋ ରହିଛି । ଏହି ବାବା ହେଉଛନ୍ତି ଦେବ୍ରହ୍ ବାବା ଉତ୍ତର ପ୍ରଦେଶର ଦେବ୍ରହ ଜିଲ୍ଲା ରେ ବ୍ରହ୍ମ ଋଷି ଦେବ୍ରହ ଙ୍କ ରହିଛି ଆଶ୍ରମ ।

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆଜି କୁ ପ୍ରାୟ 33 ବର୍ଷ ପରେ ଏହି ବାବା ଜଣକ ଭବିଷ୍ୟ କରି ଥିଲେ ଓ ସେ ଯାହା ବି କିଛି ଭବିଷ୍ୟ କରି ଥିଲେ ଆଜି ତାହା ଗୋଟେ ଗୋଟେ କରି ସତ୍ୟ ହେଉଛି । ଯାହା ଫଳ ରେ ନିମନ୍ତ୍ରଣ ପତ୍ର ଦ୍ଵିତୀୟ ପେଜ ରେ ତାଙ୍କର ଫଟୋ ରହିଛି ।ସେ ଭବିଷ୍ୟ କରିଥିଲେ ଯେ ରାମ ମନ୍ଦିର ଏହି ଠାରେ ହିଁ ପ୍ରତିଷ୍ଠା ହେବ ।

ବାବା 33 ବର୍ଷ ତଳେ ଆହୁରି କହି ଥିଲେ ଯେ ଏଥି ପାଇଁ ସଭିଏଁ ମତ ପ୍ରକାଶ କରିବେ , ଯାହା କି ଆଗାମୀ 22ତାରିଖ ରେ ହେବା କୁ ଯାଉଛି । ହିନ୍ଦୁ ମୁସଲିମ ଏକାଠି ହେବେ  , ଏକାଠି ହୋଇ ମନ୍ଦିର ନିର୍ମାଣ କରିବେ । ସେ କରିଥିବା ସମସ୍ତ ଭବିଷ୍ୟ ବାଣୀ ଆଜି ଗୋଟି ଗୋଟି କରି ସତ୍ ହେବା କୁ ଯାଉଛି । ଏଥି ପାଇଁ ତ ନିମନ୍ତ୍ରଣ ପତ୍ର ରେ ବାବା ଙ୍କ ଫଟୋ ରହିଛି ତାଙ୍କୁ ପ୍ରାଧାନ୍ୟ ଦିଆ ଯାଇଛି ।

 

33 ବର୍ଷ ତଳେ ଯେବେ ମସଜିଦ ଓ ରାମ ମନ୍ଦିର ର ରକ୍ତପାତ କଥା କୁହା ଯାଉଥିଲା ସେହି ସମୟ ରେ ବାବା ଏହି ଭଳି ଭବିଷ୍ୟ ବାଣୀ କରିଥିଲେ । ସବୁଠି ଯେତେବେଳେ ରକ୍ତପାତ ବିଷୟ ରେ କୁହା ଯାଉଥିଲା , ସେତେବେଳେ ବାବା ଙ୍କ କଥା ର ମୂଲ୍ୟ ରହି ନ ଥିଲା ଆଉ ବର୍ତ୍ତମାନ ଯେତେ ବେଳେ ତାଙ୍କ କଥା ସତ୍ ହୋଇଛି ସେତେବେଳେ ବାବା ଙ୍କ ଗୁରୁତ୍ଵ ବଢ଼ି ଯାଇଛି । ହିନ୍ଦୁ ମୁସଲିମ ମିଶି ମନ୍ଦିର ତିଆରି କରୁଛନ୍ତି ।।

Leave a Comment