Breaking News

ଅଭିନେତ୍ରୀ ସୋମାଲିନ (Somalin Parida) ବିନା ମେକ ଅପରେ ଏମିତି ଦେଖା ଯାଆନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ସମସ୍ତ କଳାକାର ମାନେ ନିଜ ଅଭିନୟ କାର୍ଯ୍ୟ କରିବା ପୂର୍ବ ରୁ ବେସ ଭଲ ଭାବ ରେ ମେକପ ନେଇଥାନ୍ତି ,  କେବଳ ଅଭିନୟ ସମୟ ରେ ନୁହେଁ ବରଂ ରିଅଲ ଲାଇଫ ରେ ନିଜ ବ୍ୟକ୍ତିଗତ ଜୀବନ ରେ କଳାକାର ମାନେ ଭଲ ଭାବ ରେ ମେକପ ହୋଇଥାନ୍ତି । କଳାକାର ମାନେ କେବଳ ନୁହଁନ୍ତି ସାଧାରଣ ଯୁବତୀ ମାନେ ମଧ୍ୟ ବହୁତ ଭଲ ଭାବ ରେ ମେକପ ନେଇ ସଜେଇ ହୋଇଥାନ୍ତି ।

ତାହେଲେ ବନ୍ଧୁଗଣ ଏହି ମେକପ ବିଷୟ ରେ କହିବା ର କାରଣ ହେଲା ଯେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା , ଯିଏ କି ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ , ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ମାତ୍ର କମ ଦିନ ର ଅଭିନୟ ରେ ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ପରବର୍ତ୍ତୀ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ ।


ତାହେଲେ ବନ୍ଧୁଗଣ ଏହାରି ଭିତରେ ସୋମାଲିନ ଙ୍କ ବିବାହ ଘର ସରିଯାଇଛି , ସେ ନିଶୀଥ ଙ୍କୁ ବିବାହ କରିଥିଲେ । ତାହେଲେ ଉଭୟ ଙ୍କ ବିବାହ ଘର ବେସ ଧୁମଧାମ ରେ ପାଳନ ହୋଇଥିଲା ଓ ହସ ଖୁସି ରେ ବିବାହ ଘର ଟି ସମ୍ପନ ହୋଇଥିଲା ଓ ବର୍ତ୍ତମାନ ସୋମାଲିନ ତାଙ୍କ ଶାଶୁଘରେ ବେସ ଖୁସି ରେ ଅଛନ୍ତି ।

ତାହେଲେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଟି ବାହାଘର ଦିନ ର ଭିଡିଓ , ହଁ ବନ୍ଧୁ ଏହି ଭିଡିଓ ରେ ସୋମାଲିନ ଙ୍କୁ କିଛି ମହିଳା ବହୁତ ସୁନ୍ଦର ଭାବେ ମେକପ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.