ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ସମସ୍ତ କଳାକାର ମାନେ ନିଜ ଅଭିନୟ କାର୍ଯ୍ୟ କରିବା ପୂର୍ବ ରୁ ବେସ ଭଲ ଭାବ ରେ ମେକପ ନେଇଥାନ୍ତି , କେବଳ ଅଭିନୟ ସମୟ ରେ ନୁହେଁ ବରଂ ରିଅଲ ଲାଇଫ ରେ ନିଜ ବ୍ୟକ୍ତିଗତ ଜୀବନ ରେ କଳାକାର ମାନେ ଭଲ ଭାବ ରେ ମେକପ ହୋଇଥାନ୍ତି । କଳାକାର ମାନେ କେବଳ ନୁହଁନ୍ତି ସାଧାରଣ ଯୁବତୀ ମାନେ ମଧ୍ୟ ବହୁତ ଭଲ ଭାବ ରେ ମେକପ ନେଇ ସଜେଇ ହୋଇଥାନ୍ତି ।
ତାହେଲେ ବନ୍ଧୁଗଣ ଏହି ମେକପ ବିଷୟ ରେ କହିବା ର କାରଣ ହେଲା ଯେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା , ଯିଏ କି ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ , ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ମାତ୍ର କମ ଦିନ ର ଅଭିନୟ ରେ ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ପରବର୍ତ୍ତୀ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ ।
ତାହେଲେ ବନ୍ଧୁଗଣ ଏହାରି ଭିତରେ ସୋମାଲିନ ଙ୍କ ବିବାହ ଘର ସରିଯାଇଛି , ସେ ନିଶୀଥ ଙ୍କୁ ବିବାହ କରିଥିଲେ । ତାହେଲେ ଉଭୟ ଙ୍କ ବିବାହ ଘର ବେସ ଧୁମଧାମ ରେ ପାଳନ ହୋଇଥିଲା ଓ ହସ ଖୁସି ରେ ବିବାହ ଘର ଟି ସମ୍ପନ ହୋଇଥିଲା ଓ ବର୍ତ୍ତମାନ ସୋମାଲିନ ତାଙ୍କ ଶାଶୁଘରେ ବେସ ଖୁସି ରେ ଅଛନ୍ତି ।
ତାହେଲେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଟି ବାହାଘର ଦିନ ର ଭିଡିଓ , ହଁ ବନ୍ଧୁ ଏହି ଭିଡିଓ ରେ ସୋମାଲିନ ଙ୍କୁ କିଛି ମହିଳା ବହୁତ ସୁନ୍ଦର ଭାବେ ମେକପ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ